Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଉତ୍ତର-ପୂର୍ବାଞ୍ଚଳର ଅଗ୍ରଗତି ଉପରେ ଲେଖା ସେୟାର କଲେ ପ୍ରଧାନମନ୍ତ୍ରୀ
ଆଜିର ଖବର

ଉତ୍ତର-ପୂର୍ବାଞ୍ଚଳର ଅଗ୍ରଗତି ଉପରେ ଲେଖା ସେୟାର କଲେ ପ୍ରଧାନମନ୍ତ୍ରୀ

September 13, 2025No Comments1 Min Read
Share Facebook Twitter LinkedIn Email WhatsApp Copy Link
ପ୍ରଧାନମନ୍ତ୍ରୀ ବିକଶିତ ଭାରତ
ଉତ୍ତର-ପୂର୍ବାଞ୍ଚଳର ଅଗ୍ରଗତି ଉପରେ ଲେଖା ସେୟାର କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏକ ଆଲେଖ୍ୟ ଶେୟାର କରିଛନ୍ତି, ଯେଉଁଥିରେ ଉତ୍ତର-ପୂର୍ବାଞ୍ଚଳ କିପରି ଦେଶର ଅଗ୍ରଣୀ ରାଜ୍ୟ ହେବାକୁ ଯାଉଛି ତାହା ବର୍ଣ୍ଣନା କରାଯାଇଛି। ସେ କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ଦ୍ୱାରା ଲିଖିତ ଏକ ଲେଖା ଉପରେ ଗୁରୁତ୍ୱାରୋପ କରିଛନ୍ତି ଯେ, ବୈରାବି-ସାଇରଙ୍ଗ ରେଳ ଲାଇନର ଉଦ୍‌ଘାଟନ କିପରି ଏକ ଐତିହାସିକ ଉପଲବ୍ଧି ଏବଂ ଏହା ମିଜୋରାମକୁ ଜାତୀୟ ରେଳ ନେଟୱାର୍କ ସହିତ ସଂଯୋଗ କରିବା ସହ ବାଣିଜ୍ୟ, ଯୋଗାଯୋଗ ଏବଂ ସୁଯୋଗର ନୂତନ ଦ୍ୱାର ଖୋଲିବ।

ପିଏମ୍‌ଓ ଇଣ୍ଡିଆ ହ୍ୟାଣ୍ଡେଲ ପକ୍ଷରୁ ଏକ୍ସରେ ପୋଷ୍ଟ କରାଯାଇଛି;

“ଉତ୍ତର-ପୂର୍ବାଞ୍ଚଳ ଆଉ ପ୍ରଗତି ପାଇଁ ଅପେକ୍ଷା କରିଥିବା ସୀମା ନୁହେଁ ବରଂ, ଭାରତର ଅଭିବୃଦ୍ଧିର କାହାଣୀର କେନ୍ଦ୍ରବିନ୍ଦୁ। ବୈରାବି-ସାଇରଙ୍ଗ ରେଳ ଲାଇନର ଉଦ୍‌ଘାଟନ ଏକ ଐତିହାସିକ ମାଇଲଖୁଣ୍ଟ, ଯାହା ମିଜୋରାମକୁ ଜାତୀୟ ରେଳ ନେଟୱାର୍କ ସହିତ ସଂଯୋଗ କରିବ, ବାଣିଜ୍ୟ, ଯୋଗାଯୋଗ ଏବଂ ସୁଯୋଗର ନୂତନ ଦ୍ୱାର ଖୋଲିବ।

କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ଏହି ଲେଖା ପଢ଼ନ୍ତୁ, ଯେଉଁଥିରେ ଉତ୍ତର-ପୂର୍ବାଞ୍ଚଳ କିପରି ଦେଶର ଅଗ୍ରଣୀ ରାଜ୍ୟ ହେବାକୁ ଯାଉଛି ତାହା ବର୍ଣ୍ଣନା କରାଯାଇଛି!”

Read More:- Bilateral Talks in Varanasi: PM Modi, Mauritius PM Sign Four Key Agreements

ଅଶ୍ୱିନୀ ବୈଷ୍ଣବ ଉତ୍ତର ପୂର୍ବାଞ୍ଚଳ ନରେନ୍ଦ୍ର ମୋଦୀ ପିଏମ୍‌ଓ ଇଣ୍ଡିଆ
Share. Facebook Twitter LinkedIn Email WhatsApp Copy Link

Related Posts

ଭୁବନେଶ୍ୱରରେ ଗୋଖାଦ୍ୟ ପ୍ରୋତ୍ସାହନ ଉପରେ ଚାରିଦିନିଆ ତାଲିମ ଶିବିର

September 13, 2025

ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଏମିତି କାହିଁକି କଲେ.. ଫଟୋ ହେଲା ଭାଇରାଲ

September 13, 2025

ଆଜିଠାରୁ ମିଜୋରାମ, ମଣିପୁର, ଆସାମ, ପଶ୍ଚିମବଙ୍ଗ ଓ ବିହାର ଗସ୍ତରେ ପ୍ରଧାନମନ୍ତ୍ରୀ

September 13, 2025

୩୦ ତାରିଖ ସୁଦ୍ଧା କୃଷି ସର୍ବେକ୍ଷଣ କାର୍ଯ୍ୟକୁ ନିର୍ଭୁଲ ଭାବେ ସମ୍ପାଦନ କରିବା ପାଇଁ ମୁଖ୍ୟଶାସନ ସଚିବଙ୍କ ନିର୍ଦ୍ଦେଶ

September 13, 2025
Latest News

ଭୁବନେଶ୍ୱରରେ ଗୋଖାଦ୍ୟ ପ୍ରୋତ୍ସାହନ ଉପରେ ଚାରିଦିନିଆ ତାଲିମ ଶିବିର

September 13, 2025

ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଏମିତି କାହିଁକି କଲେ.. ଫଟୋ ହେଲା ଭାଇରାଲ

September 13, 2025

ଆଜିଠାରୁ ମିଜୋରାମ, ମଣିପୁର, ଆସାମ, ପଶ୍ଚିମବଙ୍ଗ ଓ ବିହାର ଗସ୍ତରେ ପ୍ରଧାନମନ୍ତ୍ରୀ

September 13, 2025

୩୦ ତାରିଖ ସୁଦ୍ଧା କୃଷି ସର୍ବେକ୍ଷଣ କାର୍ଯ୍ୟକୁ ନିର୍ଭୁଲ ଭାବେ ସମ୍ପାଦନ କରିବା ପାଇଁ ମୁଖ୍ୟଶାସନ ସଚିବଙ୍କ ନିର୍ଦ୍ଦେଶ

September 13, 2025

ଉତ୍ତର-ପୂର୍ବାଞ୍ଚଳର ଅଗ୍ରଗତି ଉପରେ ଲେଖା ସେୟାର କଲେ ପ୍ରଧାନମନ୍ତ୍ରୀ

September 13, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.