Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ହାତୀ ହାବୁଡ଼ରେ ପଡି ବନବିଭାଗର ଅସ୍ଥାୟୀ କର୍ମଚାରୀ ମୃତ
ଆଜିର ଖବର

ହାତୀ ହାବୁଡ଼ରେ ପଡି ବନବିଭାଗର ଅସ୍ଥାୟୀ କର୍ମଚାରୀ ମୃତ

September 23, 2025No Comments1 Min Read
Share Facebook Twitter LinkedIn Email WhatsApp Copy Link
ହାତୀ ହାବୁଡ଼ରେ ପଡି ବନବିଭାଗର ଅସ୍ଥାୟୀ କର୍ମଚାରୀ ମୃତ
ହାତୀ ହାବୁଡ଼ରେ ପଡି ବନବିଭାଗର ଅସ୍ଥାୟୀ କର୍ମଚାରୀ ମୃତ

ରେଢ଼ାଖୋଲ (କନ୍ଦର୍ପ ବେହେରା): ହାତୀ ମାନଙ୍କର ଗତିବିଧି ସମ୍ପର୍କରେ ନିରୀକ୍ଷଣ କରୁଥିବା ସମୟରେ ଜଣେ ଅସ୍ଥାୟୀ ବନ କର୍ମଚାରୀଙ୍କ ମୃତ୍ୟୁ ହୋଇଥିବା ବନବିଭାଗ ସୂତ୍ରରୁ ପ୍ରକାଶ। ନାକଟିଦେଉଳ ରେଞ୍ଜର ଖୋଲଗଡ ସଂରକ୍ଷିତ ଜଙ୍ଗଲରେ ଦିନ ୧୨ଟା ସମୟରେ ଏଭଳି ଅଭାବନୀୟ ଘଟଣା ଘଟିଛି।

ବନ ବିଭାଗ ସୂତ୍ରରୁ ପ୍ରକାଶ ଯେ, ନାକଟିଦେଉଳ ରେଞ୍ଜର ଖୋଲଗଡ଼ ରିଜର୍ଭ ଜଙ୍ଗଲ ସରାପାଲି ବିଟ ଟିକିଲିପଡ଼ାରେ ହାତୀ ଗତିବିଧି ସମ୍ପର୍କରେ ଜାଣିଵା ପାଇଁ ବନ ବିଭାଗର ପାଖାପାଖି ଦଶ ଜଣ କର୍ମଚାରୀ ମାନେ ଯାଇଥିଲେ।  ହାତୀମାନଙ୍କୁ ଟ୍ରାକିଙ୍ଗ କରୁଥିବା ସମୟରେ ସମସ୍ତ ବନ ବିଭାଗ କର୍ମଚାରୀ ପଡିଯାଇଥିଲେ।

ଟିକିଲିପଡ଼ା ଗ୍ରାମର ଦିବାକର ପ୍ରଧାନ (୪୦) ହାତୀ ମାଡି ଦେଇ ଜଙ୍ଗଲ ମଧ୍ୟକୁ ଚାଲି ଯାଇଥିଲା। ଗୁରୁତର ଦିବାକରକୁ ବନ କର୍ମଚାରୀ ମାନେ ଉଦ୍ଧାର କରି ପ୍ରଥମେ ନାକଟିଦେଉଳ ଡାକ୍ତର ଖାନାକୁ ନେଇ ପ୍ରାଥମିକ ଚିକିତ୍ସା କରିଵା ପରେ ଅବସ୍ଥା ଗୁରୁତର ହେବାରୁ ବୁର୍ଲା ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା। ଆହତ ଦିବାକର ବୁର୍ଲା ଡାକ୍ତର ଖାନାରେ ମୃତ୍ୟୁ ବରଣ କରିଥିଲେ। ସେ ବନ ବିଭାଗରେ ବହୁ ଦିନ ହେଲା ଜଣେ ୱ।ଚର ଭାବରେ କାମ କରୁଥିଲେ।

ମୃତକ ଦିବାକରଙ୍କୁ ସରକାରଙ୍କ ତରଫରୁ କ୍ଷତିପୂରଣ ଦେବାକୁ ଦାବି ହେଉଛି। ଖବର ଲେଖା ହେଵା ପର୍ଯ୍ୟନ୍ତ ମୃତକଙ୍କ ଶବ ନିଜ ଗାଁ ଟିକିଲିପଡା ଗ୍ରାମରେ ପହଂଚି ନ ଥିଲା।

ଖୋଲଗଡ ସଂରକ୍ଷିତ ଜଙ୍ଗଲ ନାକଟିଦେଉଳ ରେଞ୍ଜ ବନ କର୍ମଚାରୀଙ୍କ ମୃତ୍ୟୁ
Share. Facebook Twitter LinkedIn Email WhatsApp Copy Link

Related Posts

ପୁଣି କନ୍ଦାଇବ ପିଆଜ ! ରୋଷେଇ ଘର ଉପରେ ମହଙ୍ଗାମାଡ଼

June 13, 2026

ଆରଆରବି ନିଯୁକ୍ତି ପ୍ରକ୍ରିୟାର ସମୀକ୍ଷା କଲେ ଅଶ୍ୱିନୀ ବୈଷ୍ଣବ

June 13, 2026

ଜିଓ ଟିଭି ଆପ୍ ରେ ଓଡ଼ିଆ କଣ୍ଟେଣ୍ଟ ସମ୍ଭାର

June 13, 2026

ବିସ୍ତୃତ ରାଶିଫଳ: ଜୁନ ୧୩ ତାରିଖ ଶନିବାରରେ ୭ଟି ରାଶି ଉପରେ ଶନିଦେବଙ୍କ ରହିଛି ଆଶୀର୍ବାଦ

June 13, 2026
Latest News

ପୁଣି କନ୍ଦାଇବ ପିଆଜ ! ରୋଷେଇ ଘର ଉପରେ ମହଙ୍ଗାମାଡ଼

June 13, 2026

କଳାବଜାରୀ ଏବଂ ବେଆଇନ ଭାବରେ ଡିଜେଲ ମହଜୁଦ ରୋକିବା ପାଇଁ ନିୟନ୍ତ୍ରଣ ନିର୍ଦ୍ଦେଶ ଜାରି

June 13, 2026

ଆରଆରବି ନିଯୁକ୍ତି ପ୍ରକ୍ରିୟାର ସମୀକ୍ଷା କଲେ ଅଶ୍ୱିନୀ ବୈଷ୍ଣବ

June 13, 2026

ଜିଓ ଟିଭି ଆପ୍ ରେ ଓଡ଼ିଆ କଣ୍ଟେଣ୍ଟ ସମ୍ଭାର

June 13, 2026

ବିସ୍ତୃତ ରାଶିଫଳ: ଜୁନ ୧୩ ତାରିଖ ଶନିବାରରେ ୭ଟି ରାଶି ଉପରେ ଶନିଦେବଙ୍କ ରହିଛି ଆଶୀର୍ବାଦ

June 13, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.