Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଏଏସଆଇ ଚାକିରୀ ବିକ୍ରି କରୁଛି ବିଜେପି ସରକାର, ଏକ ସାଂଘାତିକ ଅଭିଯୋଗ ଆଣିଲା ବିଜେଡି
ଆଜିର ଖବର

ଏଏସଆଇ ଚାକିରୀ ବିକ୍ରି କରୁଛି ବିଜେପି ସରକାର, ଏକ ସାଂଘାତିକ ଅଭିଯୋଗ ଆଣିଲା ବିଜେଡି

October 3, 2025No Comments1 Min Read
Share Facebook Twitter LinkedIn Email WhatsApp Copy Link
ଏଏସଆଇ ଚାକିରୀ ବିକ୍ରି
ଏଏସଆଇ ଚାକିରୀ ବିକ୍ରି କରୁଛି ବିଜେପି ସରକାର, ଏକ ସାଂଘାତିକ ଅଭିଯୋଗ ଆଣିଲା ବିଜେଡି

ଭୁବନେଶ୍ବର: ପୋଲିସ ଏଏସଆଇ ପରୀକ୍ଷା ବାତିଲ ପରେ ବିଜେଡି ରାଜ୍ୟ ସରକାରଙ୍କ ବିରୋଧରେ ସାଂଘାତିକ ଅଭିଯୋଗ ଆଣିଛି। ଶଙ୍ଖଭବନରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଦଳର ମୁଖପାତ୍ର ଲେନିନ ମହାନ୍ତି ରାଜ୍ୟ ସରକାରଙ୍କ ଗୋଚରରେ ପୋଲିସ ଏସଆଇ ଚାକିରୀ ବିକ୍ରି ହେଉଥିଲା ବୋଲି ଅଭିଯୋଗ କରିଛନ୍ତି।

ସେ କହିଛନ୍ତି ଯେ, ଏହି ପରୀକ୍ଷା ପଛରେ ଏକ ବଡ ସ୍କାଣ୍ଡେଲ କାମ କରୁଛି। ରାଜ୍ୟ ସରକାରଙ୍କ ଦମ ଅଛି ତ ପୋଲିସ ଏଏସଆଇ ନିଯୁକ୍ତି ହେରଫେର ଉପରେ ତଦନ୍ତ କରାନ୍ତୁ ବୋଲି ସେ କହିଛନ୍ତି। ବିଜେଡିର ଅଭିଯୋଗ ଅନୁସାରେ ଶ୍ରୀକାକୁଲମ ପୋଲିସ ଆଶାୟୀମାନଙ୍କୁ ଟ୍ରେନିଂ ଦିଆଯାଉଥିଲା। ସେମାନେ 25 ଲକ୍ଷ ଟଙ୍କା ଦେଇଛନ୍ତି ବୋଲି ଶ୍ରୀକାକୁଲମ ପୋଲିସ ଜାଣିବା ପରେ ଓଡିଶା ପୋଲିସକୁ ତାହା ହସ୍ତାନ୍ତର କରିଥିଲା।

ଏହାପରେ ଓଡିଶା ପୋଲିସ ସଜାଗ ହୋଇ ଉଠିଲା। ଅନ୍ୟରାଜ୍ୟର ପୋଲିସ ଏଥିରେ ଥିବାରୁ ଓଡିଶା ପୋଲିସ ବାଧ୍ୟ ହୋଇ ପରୀକ୍ଷା ବାତିଲ କରିବା ସହିତ ୧୧୭ ପିଲାଙ୍କୁ ଗିରଫ କଲେ। ତେବେ ଏହା ପଛର ମୁଖ୍ୟ ଷଢଯନ୍ତ୍ରକାରୀ କିଏ ତାହାକୁ ପୋଲିସ ଏ ପର୍ଯ୍ୟନ୍ତ ଗିରଫ କରିପାରି ନାହିଁ। ଅଯଥା ପରୀକ୍ଷାର୍ଥୀଙ୍କ ଭବିଷ୍ୟତ ଅନ୍ଧକାର କରି ଦିଆଯାଉଛି ବୋଲି ବିଜେଡି କହିଛି। ରାଜ୍ୟ ସରକାର ଏହି ସ୍କାଣ୍ଡଲକୁ ସିବିଆଇ ଦ୍ବାରା ତଦନ୍ତ କରାନ୍ତୁ ବୋଲି ଦଳ ଦାବୀ କରିଛି।

Infosys Hires 550 Students from Manipal University Jaipur in a Day

BJD ଏଏସଆଇ ଚାକିରୀ ବିକ୍ରି ବିଜେଡି ଲେନିନ ମହାନ୍ତି
Share. Facebook Twitter LinkedIn Email WhatsApp Copy Link

Related Posts

ବିଜେଡି ଗଠନ କଲା ନୂଆ ଆଇଟି ଓ ସାମାଜିକ ଗଣମାଧ୍ୟମ ଟିମ୍, ଜାଣନ୍ତୁ କେଉଁମାନଙ୍କୁ ମିଳିଲା ଦାୟିତ୍ବ

October 3, 2025

ସବୁ ସ୍ଥାନରେ ସତ୍ ଲୋକ ଥାଆନ୍ତି କି ?? କଣ କହୁଛନ୍ତି ଆଚାର୍ଯ୍ୟ ଚାଣକ୍ୟ

October 3, 2025

ଆଜି ଅକ୍ବୋବର ତିନି ତାରିଖ ଶୁକ୍ରବାରରେ ଏହି ସାତଟି ରାଶିର ଲୋକ ରୁହନ୍ତୁ ସାବଧାନ

October 3, 2025

ଗଜପତି ଜିଲ୍ଲାରେ ପ୍ରବଳ ବର୍ଷା, ବନ୍ୟା ଆଶଙ୍କା, ସହାୟତା ପ୍ରଦାନ ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ

October 2, 2025
Latest News

ଏଏସଆଇ ଚାକିରୀ ବିକ୍ରି କରୁଛି ବିଜେପି ସରକାର, ଏକ ସାଂଘାତିକ ଅଭିଯୋଗ ଆଣିଲା ବିଜେଡି

October 3, 2025

ବିଜେଡି ଗଠନ କଲା ନୂଆ ଆଇଟି ଓ ସାମାଜିକ ଗଣମାଧ୍ୟମ ଟିମ୍, ଜାଣନ୍ତୁ କେଉଁମାନଙ୍କୁ ମିଳିଲା ଦାୟିତ୍ବ

October 3, 2025

ଇଲେକ୍ଟ୍ରୋନିକ୍ସ ଉପକରଣ ଉତ୍ପାଦନ ଯୋଜନାରେ ମିଳିଛି ୧,୧୫,୩୫୧ କୋଟି ଟଙ୍କାର ନିବେଶ ପ୍ରସ୍ତାବ: ଅଶ୍ୱିନୀ ବୈଷ୍ଣବ

October 3, 2025

ସବୁ ସ୍ଥାନରେ ସତ୍ ଲୋକ ଥାଆନ୍ତି କି ?? କଣ କହୁଛନ୍ତି ଆଚାର୍ଯ୍ୟ ଚାଣକ୍ୟ

October 3, 2025

ଆଜି ଅକ୍ବୋବର ତିନି ତାରିଖ ଶୁକ୍ରବାରରେ ଏହି ସାତଟି ରାଶିର ଲୋକ ରୁହନ୍ତୁ ସାବଧାନ

October 3, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.