Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଜୁଆ ଖେଳରୁ ହତ୍ୟାକାଣ୍ଡ: ଟଙ୍କା ଭାଗବଣ୍ଟାକୁ କେନ୍ଦ୍ର କରି ଯୁବକଙ୍କୁ ହତ୍ୟା
ଆଜିର ଖବର

ଜୁଆ ଖେଳରୁ ହତ୍ୟାକାଣ୍ଡ: ଟଙ୍କା ଭାଗବଣ୍ଟାକୁ କେନ୍ଦ୍ର କରି ଯୁବକଙ୍କୁ ହତ୍ୟା

October 6, 2025No Comments1 Min Read
Share Facebook Twitter LinkedIn Email WhatsApp Copy Link
ଜୁଆ ଖେଳରୁ ହତ୍ୟାକାଣ୍ଡ
ଜୁଆ ଖେଳରୁ ହତ୍ୟାକାଣ୍ଡ: ଟଙ୍କା ଭାଗବଣ୍ଟାକୁ କେନ୍ଦ୍ର କରି ଯୁବକଙ୍କୁ ହତ୍ୟା

ବ୍ରହ୍ମପୁର (କୈଳାଶ ଚନ୍ଦ୍ର ଚୌଧୁରୀ): ଗଞ୍ଜାମ ଜିଲ୍ଲା ଧରାକୋଟ ଥାନା ଆର୍. ଦାମୋଦରପଲ୍ଲୀରେ ଜୁଆ ଖେଳକୁ ନେଇ ହତ୍ୟାକାଣ୍ଡ ଘଟିଛି। କମିସନ ଟଙ୍କା ଭାଗବଣ୍ଟା କେନ୍ଦ୍ର କରି ସେହି ଗ୍ରାମର କାଳିଆ ରେଡିଙ୍କୁ ହତ୍ୟା କରାଯାଇଛି।

ସୂଚନା ଅନୁଯାୟୀ, ଦାମୋଦରପଲ୍ଲୀ ଗ୍ରାମରେ ଋଷିକୁଲ୍ୟା ନଦୀ ପଠାରେ ଦୀର୍ଘ ଦିନ ଧରି ଏକ ଜୁଆ ଆଡ୍ଡା ଚାଲିଥିଲା। କିଛି ଅପରାଧୀ ଓ ଦଲାଲ ଏହାକୁ ଚଳାଇଥିଲେ। ଗତକାଲି ରାତିରେ ଖେଳରୁ ବାହାରୁଥିବା ବିନା ଟଙ୍କାକୁ ଭାଗ ବଣ୍ଟାକୁ ନେଇ ପରସ୍ପର ମଧ୍ୟରେ ଝଗଡ଼ା ହୋଇ କାଳିଆ ରେଡ୍ଡୀଙ୍କୁ ଅଭିଯୁକ୍ତ ଛୁରା ମାଡ଼ କରିଥିଲେ। ଆଜି MKCGରେ ତାଙ୍କର ମୃତ୍ୟୁ ହୋଇଛି। ଏତେବଡ଼ ଜୁଆଖେଳ ସମ୍ପର୍କରେ ପୁଲିସ କିପରି ଜାଣିପାରୁନଥିଲା, ଏନେଇ ପ୍ରଶ୍ନ ଉଠିଛି।

ଆର୍. ଦାମୋଦରପଲ୍ଲୀ ଗଞ୍ଜାମ ଗଡିଲା ମୁଣ୍ଡ ଜୁଆ ଖେଳରୁ ହତ୍ୟାକାଣ୍ଡ ଜୁଆଖେଳ ଧରାକୋଟ ଥାନା ହାଇପ୍ରୋଫାଇଲ ଜୁଆଖେଳ
Share. Facebook Twitter LinkedIn Email WhatsApp Copy Link

Related Posts

ଓଡିଶା ପୋଲିସର ବାର୍ତ୍ତା: ସୋସିଆଲ ମିଡ଼ିଆରେ ମିଛ ଓ ଉତ୍ତେଜନାମୂଳକ ପୋଷ୍ଟ ନକରିବାକୁ ନିବେଦନ

October 6, 2025

ନୂଆପଡା ଉପନିର୍ବାଚନ ଜିତିବା ପାଇଁ ବିଜେପିର ରଣନୀତି, ଆଜି ମୁଖ୍ୟମନ୍ତ୍ରୀ ଢାଳିବେ 1100 କୋଟି ଟଙ୍କା

October 6, 2025

BSNL ଉପଭୋକ୍ତାମାନଙ୍କ ପାଇଁ ଖୁସି ଖବର!: ଏବେ ମୋବାଇଲ୍ ନେଟୱାର୍କ ବିନା ମଧ୍ୟ କରିପାରିବେ କଲ୍

October 6, 2025

ସୱାଇ ମାନସିଂହ ହସ୍ପିଟାଲର ଆଇସିୟୁରେ ବଡ଼ ଅଗ୍ନିକାଣ୍ଡ: ଛଅ ରୋଗୀଙ୍କ ମୃତ୍ୟୁ

October 6, 2025
Latest News

ଓଡିଶା ପୋଲିସର ବାର୍ତ୍ତା: ସୋସିଆଲ ମିଡ଼ିଆରେ ମିଛ ଓ ଉତ୍ତେଜନାମୂଳକ ପୋଷ୍ଟ ନକରିବାକୁ ନିବେଦନ

October 6, 2025

ଜୁଆ ଖେଳରୁ ହତ୍ୟାକାଣ୍ଡ: ଟଙ୍କା ଭାଗବଣ୍ଟାକୁ କେନ୍ଦ୍ର କରି ଯୁବକଙ୍କୁ ହତ୍ୟା

October 6, 2025

ବିହାରରେ କେବେ ଏବଂ କେତେ ପର୍ଯ୍ୟାୟରେ ହେବ ନିର୍ବାଚନ?, ଆଜି ଅପରାହ୍ନ ୪ଟାରେ ଘୋଷଣା

October 6, 2025

ନୂଆପଡା ଉପନିର୍ବାଚନ ଜିତିବା ପାଇଁ ବିଜେପିର ରଣନୀତି, ଆଜି ମୁଖ୍ୟମନ୍ତ୍ରୀ ଢାଳିବେ 1100 କୋଟି ଟଙ୍କା

October 6, 2025

BSNL ଉପଭୋକ୍ତାମାନଙ୍କ ପାଇଁ ଖୁସି ଖବର!: ଏବେ ମୋବାଇଲ୍ ନେଟୱାର୍କ ବିନା ମଧ୍ୟ କରିପାରିବେ କଲ୍

October 6, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.