Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ପ୍ରିୟଙ୍କ ପାଞ୍ଚଲ ଏବଂ ମୟଙ୍କ ଅଗ୍ରଓ୍ବାଲଙ୍କ ଅର୍ଦ୍ଧଶତକ : ଦୃଢ ସ୍ଥିତିରେ ଭାରତ ‘ଏ’
ଆଜିର ଖବର

ପ୍ରିୟଙ୍କ ପାଞ୍ଚଲ ଏବଂ ମୟଙ୍କ ଅଗ୍ରଓ୍ବାଲଙ୍କ ଅର୍ଦ୍ଧଶତକ : ଦୃଢ ସ୍ଥିତିରେ ଭାରତ ‘ଏ’

August 3, 2019No Comments1 Min Read
Share Facebook Twitter LinkedIn Email WhatsApp Copy Link

ଓ୍ବିଣ୍ଡିଜ୍‌ ଗସ୍ତରେ ରହିଥିବା ଭାରତ ‘ଏ’ ଦଳ ଦୃଢ ସ୍ଥିତିରେ ରହିଛି । 278 ରନ୍‌ ବିଜୟ ଲକ୍ଷ୍ୟର ପିଛା କରୁଥିବା ଭାରତୀୟ ଦଳ 185/3 ସହ ଦୃଢ ସ୍ଥିତିରେ ରହିଛି । ଭାରତ ଏ ପକ୍ଷରୁ ପ୍ରିୟଙ୍କ ପାଞ୍ଚଲ ଏବଂ ମୟଙ୍କ ଅଗ୍ରଓ୍ବାଲ ଅର୍ଦ୍ଧଶତକ ହାସଲ କରିଛନ୍ତି । ପାଞ୍ଚଲ 68 ରନ୍‌ ସଂଗ୍ରହ କରିଥିବା ବେଳେ ମୟଙ୍କ ଅଗ୍ରଓ୍ବାଲ 81 ରନ୍‌ ସଂଗ୍ରହ କରିଛନ୍ତି । ପ୍ରଥମ ଓ୍ବିକେଟ୍‌ରେ ଉଭୟ 150 ରନ୍‌ ଯୋଡିଥିଲେ । ତୃତୀୟ ଦିନର ଖେଳ ଆରମ୍ଭ ବେଳକୁ ଓ୍ବିଣ୍ଡିଜ୍‌ 12/4ରୁ ଖେଳ ଆରମ୍ଭ କରିଥିଲା । ଦଳ ପକ୍ଷରୁ ସୁନୀଲ ଅମ୍ବ୍ରୀସ (71) ରନ୍‌ର ଇନିଂସ ଖେଳିଥିଲେ ମଧ୍ୟ କ୍ରିଷ୍ଣପା ଗୌତମ 17 ରନ୍‌ ବିନିମୟରେ 5 ଓ୍ବିକେଟ୍‌ ଅକ୍ତିଆର କରିବାରୁ ଦଳ ମାତ୍ର 149 ରନ୍‌ରେ ଅଲ୍‌ଆଉଟ୍‌ ହୋଇଯାଇଥିଲା । ପ୍ରଥମ ଇନିଂସରେ ଓ୍ବିଣ୍ଡିଜ୍‌ ଏ 318 ରନ ସଂଗ୍ରହ କରିଥିବା ବେଳେ ଭାରତ 190 ରନ୍‌ରେ ଅଲ୍‌ଆଉଟ୍‌ ହୋଇଯାଇଥିଲା । ଜବାବରେ ଓ୍ବିଣ୍ଡିଜ୍‌ ଦ୍ବତୀୟ ଇନିଂସରେ ମାତ୍ର 149 ରନ୍‌ରେ ଅଲ୍‌ଆଉଟ ହୋଇଛି । ଭାରତକୁ ବିଜୟ ପାଇଁ 93 ରନ୍ ଆବଶ୍ୟକ ଥିବା ବେଳେ ହାତରେ 3ଟି ଓ୍ବିକେଟ୍‌ ରହିଛି ।

Share. Facebook Twitter LinkedIn Email WhatsApp Copy Link

Related Posts

ଆଜି ପ୍ରଧାନମନ୍ତ୍ରୀଙ୍କ କେରଳ ଗସ୍ତ: ଜାଣନ୍ତୁ କାର୍ଯ୍ୟକ୍ରମ

January 23, 2026

ଭାରତର କାହାଣୀ କହିବା ପରମ୍ପରା ଏବଂ ଓ୍ବେଭ୍ସର ପରିକଳ୍ପନାକୁ ପ୍ରଦର୍ଶିତ କରିବ ପ୍ରଜ୍ଞାପନ ମେଢ

January 23, 2026

ବିଶାଖାପାଟଣା ରେଳ ଷ୍ଟେସନରେ ହ୍ୟୁମାନଏଡ୍ ରୋବୋଟ୍ ପ୍ରଚଳନ କଲା ପୂର୍ବତଟ ରେଳପଥ 

January 23, 2026

ଯାତ୍ରୀଙ୍କ ସୁବିଧା ପାଇଁ ନିୟମିତ ଟ୍ରେନ ସେବା ଆରମ୍ଭ

January 23, 2026
Latest News

ଆଜି ପ୍ରଧାନମନ୍ତ୍ରୀଙ୍କ କେରଳ ଗସ୍ତ: ଜାଣନ୍ତୁ କାର୍ଯ୍ୟକ୍ରମ

January 23, 2026

ଭାରତର କାହାଣୀ କହିବା ପରମ୍ପରା ଏବଂ ଓ୍ବେଭ୍ସର ପରିକଳ୍ପନାକୁ ପ୍ରଦର୍ଶିତ କରିବ ପ୍ରଜ୍ଞାପନ ମେଢ

January 23, 2026

ବିଶାଖାପାଟଣା ରେଳ ଷ୍ଟେସନରେ ହ୍ୟୁମାନଏଡ୍ ରୋବୋଟ୍ ପ୍ରଚଳନ କଲା ପୂର୍ବତଟ ରେଳପଥ 

January 23, 2026

ଯାତ୍ରୀଙ୍କ ସୁବିଧା ପାଇଁ ନିୟମିତ ଟ୍ରେନ ସେବା ଆରମ୍ଭ

January 23, 2026

ଜାତୀୟ ପୁରସ୍କାର ପାଇବାକୁ ଓଡ଼ିଶାର ହିର୍ଲି ଏକଲବ୍ୟ ଆଦର୍ଶ ବିଦ୍ୟାଳୟ ମନୋନିତ

January 23, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.