Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଭାରତର ଲୌହ ମାନବଙ୍କ ସାଂସଦ ସ୍ତରୀୟ ସେବା ଜୟନ୍ତୀ ପଦଯାତ୍ରା ନିମନ୍ତେ ସାମ୍ବାଦିକ ସମ୍ମିଳନୀ
ଆଜିର ଖବର

ଭାରତର ଲୌହ ମାନବଙ୍କ ସାଂସଦ ସ୍ତରୀୟ ସେବା ଜୟନ୍ତୀ ପଦଯାତ୍ରା ନିମନ୍ତେ ସାମ୍ବାଦିକ ସମ୍ମିଳନୀ

October 26, 2025No Comments1 Min Read
Share Facebook Twitter LinkedIn Email WhatsApp Copy Link
ଭାରତର ଲୌହ ମାନବଙ୍କ ସାଂସଦ ସ୍ତରୀୟ ସେବା ଜୟନ୍ତୀ ପଦଯାତ୍ରା ନିମନ୍ତେ ସାମ୍ବାଦିକ ସମ୍ମିଳନୀ
ଭାରତର ଲୌହ ମାନବଙ୍କ ସାଂସଦ ସ୍ତରୀୟ ସେବା ଜୟନ୍ତୀ ପଦଯାତ୍ରା ନିମନ୍ତେ ସାମ୍ବାଦିକ ସମ୍ମିଳନୀ

ଖୋର୍ଦ୍ଧା: ଶନିବାର ଅପରାହ୍ନରେ ଖୋର୍ଦ୍ଧା ବିଧାୟକ ପ୍ରଶାନ୍ତ କୁମାର ଜଗଦ୍ଦେବଙ୍କ ଅଧ୍ୟକ୍ଷତାରେ ଲୌହ ମାନବ ସର୍ଦ୍ଧାର ବଲ୍ଲଭ ଭାଇ ପଟେଲଙ୍କ ୧୫୦ ତମ ଜୟନ୍ତୀ ପାଳନ ଉପଲକ୍ଷେ ଏକତା ଅଖଣ୍ଡତା, ସମାନତା ପଦଯାତ୍ରା ଓ ଏକ ଭାରତ ଆତ୍ମନିର୍ଭର ଭାରତ ପାଇଁ ସର୍ଦ୍ଧାର ବଲ୍ଲଭ ଭାଇ ପଟେଲଙ୍କ ଆଦର୍ଶ ଓ ତ୍ୟାଗ କୁ ଉଜ୍ଜୀବିତ କରି ଏକ ସୁଦୃଢ ଅଖଣ୍ଡ ଭାରତ ନିର୍ମାଣ ପାଇଁ ବିଧାୟକ ଶ୍ରୀଯୁକ୍ତ ଜଗଦେବ ସାମ୍ବାଦିକ ମାନଙ୍କୁ ସୂଚନା ପ୍ରଦାନ କରିଥିଲେ। ଏହି ପବିତ୍ର ଜୟନ୍ତୀ ରେ ଆଗାମୀ ଅକ୍ଟୋବର ୩୧ ତାରିଖରୁ ନଭେମ୍ବର ୨୫ ତାରିଖ ପର୍ଯ୍ୟନ୍ତ ଭୁବନେଶ୍ୱର ସଂସଦୀୟ କ୍ଷେତ୍ର ରେ ଜାତି , ଧର୍ମ, ବର୍ଣ୍ଣ, ସମ୍ପ୍ରଦାୟ, ଲିଙ୍ଗ ଭେଦ ଭାବକୁ ଉର୍ଦ୍ଧରେ ରଖି ଭାଇଚାରା ସହ ସବୁବର୍ଗ, ଗୋଷ୍ଠୀ, ଜନପ୍ରତିନିଧି ମାନଙ୍କୁ ସାମିଲ କରାଇ ଭ୍ବନେଶ୍ୱର୍ ଏକାମ୍ର ବିଧାନ ସଭା ନିର୍ବାଚନ ମଣ୍ଡଳୀ, ଜୟଦେବ ନିର୍ବାଚନ ମଣ୍ଡଳୀ, ଖୋର୍ଦ୍ଧା ଓ ଚିଲିକା ବିଧାନ ସଭା ନିର୍ବାଚନ ମଣ୍ଡଳୀରେ ସଂହତି ପଦଯାତ୍ରା ରାଲୀ, ସ୍ଵଚ୍ଛତା କାର୍ଯ୍ୟକ୍ରମ, ମା ପାଇଁ ବୃକ୍ଷ ଟିଏ କାର୍ଯ୍ୟକ୍ରମ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ଚାଲିବ।

ସାମ୍ବାଦିକ ସମ୍ମିଳନୀ ରେ ଅତିରିକ୍ତ ଜିଲ୍ଲାପାଳ, ପ୍ରଶାସନ ପ୍ରତାପ ଚନ୍ଦ୍ର ବେଉରା, ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ଜ୍ୟୋତି ଶଙ୍କର ସାହୁ, ପୂର୍ବତନ ମନ୍ତ୍ରୀ ଅରବିନ୍ଦ ଢ଼ାଲ୍ଲି, ଖୋର୍ଦ୍ଧା ଜିଲ୍ଲା ଭାଜପା ସଭାପତି ବିଶ୍ୱ ରଞ୍ଜନ ବଡ଼ଜେନା, ସ୍ୱୟଂ ସେବକ ସଂଘ କର୍ମକର୍ତ୍ତା ନିକୁଞ୍ଜ ପଟ୍ଟନାୟକ, ସାଂସଦ ଙ୍କ ପ୍ରତିନିଧି ଦିଲ୍ଲୀପ କୁମାର ହୋତା, ଜିଲ୍ଲା କ୍ରୀଡ଼ା ଅଧିକାରୀ ଗୀତାଞ୍ଜଳି ପଣ୍ଡା, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଲକ୍ଷ୍ମଣ କୁମାର ବେହେରା, ଜିଲ୍ଲା ସଂସ୍କୃତି ଅଧିକାରୀ ଚୌଧୁରୀ ଅରବିନ୍ଦ ଦାସ, ଛାତ୍ର ନେତା, ସମସ୍ତ ପ୍ରିଣ୍ଟ ଓ ବୈଦ୍ୟୁତିକ ଗଣ ମାଧ୍ୟମ ପ୍ରତିନିଧି ବୃନ୍ଦ ଯୋଗଦେଇଥିଲେ।

ଖୋର୍ଦ୍ଧା ଲୌହ ମାନବ ସର୍ଦ୍ଧାର ବଲ୍ଲଭ ଭାଇ ପଟେଲ ସାମ୍ବାଦିକ ସମ୍ମିଳନୀ ସେବା ଜୟନ୍ତୀ ପଦଯାତ୍ରା
Share. Facebook Twitter LinkedIn Email WhatsApp Copy Link

Related Posts

Utkal Alumina ରାୟଗଡ଼ା ଓ କଳାହାଣ୍ଡି ଜିଲ୍ଲା ସୀମାନ୍ତ ଅଞ୍ଚଳରେ ଆଣିଲା ଭିନ୍ନ ଏକ ପରିବର୍ତ୍ତନ

December 10, 2025

ସୀମାନ୍ତ ଗ୍ରାମଗୁଡ଼ିକ ପାଇଁ ୬,୮୩୯ କୋଟିର ଯୋଜନାକୁ ଅନୁମୋଦନ କଲେ କେନ୍ଦ୍ର ସରକାର

December 10, 2025

ମହାନଦୀ ଜଳବିବାଦ ସମାଧାନ ପାଇଁ ମୁଖ୍ୟମନ୍ତ୍ରୀ ଗଢିଲେ ଉଚ୍ଚସ୍ତରୀୟ କମିଟ, କେଭି ସିଂହଦେଓ ଅଧ୍ୟକ୍ଷ

December 10, 2025

ହାଇଦ୍ରାବାଦରେ ଚମକିଲା ଓଡିଶା ପର୍ଯ୍ୟଟନ: ଜିତିଲା “ଭାରତରେ ଶ୍ରେଷ୍ଠ ବନ୍ୟପ୍ରାଣୀ ସଂରକ୍ଷଣ ପ୍ରୟାସ” ପୁରସ୍କାର

December 10, 2025
Latest News

Utkal Alumina ରାୟଗଡ଼ା ଓ କଳାହାଣ୍ଡି ଜିଲ୍ଲା ସୀମାନ୍ତ ଅଞ୍ଚଳରେ ଆଣିଲା ଭିନ୍ନ ଏକ ପରିବର୍ତ୍ତନ

December 10, 2025

ସୀମାନ୍ତ ଗ୍ରାମଗୁଡ଼ିକ ପାଇଁ ୬,୮୩୯ କୋଟିର ଯୋଜନାକୁ ଅନୁମୋଦନ କଲେ କେନ୍ଦ୍ର ସରକାର

December 10, 2025

ମହାନଦୀ ଜଳବିବାଦ ସମାଧାନ ପାଇଁ ମୁଖ୍ୟମନ୍ତ୍ରୀ ଗଢିଲେ ଉଚ୍ଚସ୍ତରୀୟ କମିଟ, କେଭି ସିଂହଦେଓ ଅଧ୍ୟକ୍ଷ

December 10, 2025

ଲିଙ୍କଡିନ୍‌ରେ ଦାବିହୀନ ସମ୍ପତ୍ତି ବିଷୟରେ ଆକର୍ଷଣୀୟ ତଥ୍ୟ ସେୟାର କଲେ ପ୍ରଧାନମନ୍ତ୍ରୀ 

December 10, 2025

ହାଇଦ୍ରାବାଦରେ ଚମକିଲା ଓଡିଶା ପର୍ଯ୍ୟଟନ: ଜିତିଲା “ଭାରତରେ ଶ୍ରେଷ୍ଠ ବନ୍ୟପ୍ରାଣୀ ସଂରକ୍ଷଣ ପ୍ରୟାସ” ପୁରସ୍କାର

December 10, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.