ଭୁବନେଶ୍ବର: ଗଞ୍ଜାମ ଜିଲ୍ଲା ପାଟପୁର ଥାନା ଅନ୍ତର୍ଗତ ବାଟଗଡ଼ ଗ୍ରାମର ଏକ ନିର୍ମାଣଧୀନ କେନାଲ ଭିତରେ ଏକ ମଇଁଷି ଫସି ଯାଇଥିଲା। ଏହି ସୂଚନା ପାଇ ସାନଖେମୁଣ୍ଡି ଅଗ୍ନିଶମ କେନ୍ଦ୍ରର ଲିଡିଙ୍ଗ ଫାୟାର ଫାଇଟର ଶ୍ରୀ ଏମ୍. ଅର୍ଜୁନ କୁମାର ରେଡ୍ଡୀଙ୍କ ନେତୃତ୍ୱରେ ଏକ ୫ ଜଣିଆ ଉଦ୍ଧାରକାରୀ ଦଳ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚିଥିଲେ । ସେଠାରେ ଦଉଡି ସାହାର୍ଯ୍ୟରେ ମଇଁଷିକୁ ଖାଲରୁ ଉଦ୍ଧାର କରିଥିଲେ। ଦେଖନ୍ତୁ ଏହି ଭିଡିଓ


