Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଖ୍ରୀଷ୍ଟମାସ ଏବଂ ନୂତନ ବର୍ଷରେ ଭିଡ଼ ପରିଚାଳନା ପାଇଁ ସ୍ୱତନ୍ତ୍ର ଟ୍ରେନ୍ ଆରମ୍ଭ କରିଛି ଭାରତୀୟ ରେଳ
ଆଜିର ଖବର

ଖ୍ରୀଷ୍ଟମାସ ଏବଂ ନୂତନ ବର୍ଷରେ ଭିଡ଼ ପରିଚାଳନା ପାଇଁ ସ୍ୱତନ୍ତ୍ର ଟ୍ରେନ୍ ଆରମ୍ଭ କରିଛି ଭାରତୀୟ ରେଳ

December 19, 2025No Comments1 Min Read
Share Facebook Twitter LinkedIn Email WhatsApp Copy Link
ଭାରତୀୟ ରେଳ
ଖୋର୍ଦ୍ଧା ରୋଡ୍ ଡିଭିଜନରେ ଆଧୁନିକୀକରଣ କାର୍ଯ୍ୟ ଜାରି: ବାତିଲ୍ ହେଲା ଏହି ସବୁ ଟ୍ରେନ

ନୂଆଦିଲ୍ଲୀ: ଭାରତୀୟ ରେଳ ଯାତ୍ରୀଙ୍କ ଆଶା କରାଯାଉଥିବା ଭିଡ଼କୁ ଦୃଷ୍ଟିରେ ରଖି ଖ୍ରୀଷ୍ଟମାସ ଏବଂ ନୂତନ ବର୍ଷରେ ଆଠଟି ଜୋନ୍ ମଧ୍ୟରେ ସ୍ୱତନ୍ତ୍ର ଟ୍ରେନ୍ ଚଳାଇବାକୁ ଯୋଜନା କରିଛି। ଏପର୍ଯ୍ୟନ୍ତ ମୋଟ ୨୪୪ଟି ଯାତ୍ରାକୁ ସୂଚିତ କରାଯାଇଛି। ଆଗାମୀ ଦିନରେ ଆହୁରି ଯାତ୍ରା ଘୋଷଣା କରାଯିବ।

୨୦୨୫-୨୬ ଖ୍ରୀଷ୍ଟମାସ ଏବଂ ନୂତନ ବର୍ଷ ପାଇଁ ନିର୍ଦ୍ଧାରିତ ଟ୍ରେନ୍‌ଗୁଡ଼ିକର ସାରାଂଶ

ରେଳ ଜୋନ୍ ଅଧିସୂଚୀତ ଟ୍ରିପ୍‌ସ
ସିଆର ୭୬
ଏନଆର ୦୮
ଏସସିଆର ୨୬
ଏସଇସିଆର ୨୪
ଏସଡବ୍ଳୁଆର ୨୮
ଏନଡବ୍ଲୁଆର ୦୬
ଡବ୍ଲୁଆର ୭୨
ଏନଏଫଆର ୦୪
ମୋଟ୍ ୨୪୪

ମୁମ୍ବାଇ-ଗୋଆ (କୋଙ୍କଣ) କରିଡରରେ, ମୁମ୍ବାଇ ସିଏସଏମଟି /ଏଲଟିଟି ଏବଂ କରମାଲି/ମଡଗାଓଁ ମଧ୍ୟରେ ଦୈନିକ ଏବଂ ସାପ୍ତାହିକ ସ୍ୱତନ୍ତ୍ର ଟ୍ରେନଗୁଡ଼ିକ ଚଳାଚଳ କରିବ ସହ ଏହି ରୁଟରେ ପ୍ରମୁଖ ଷ୍ଟପ୍ ଦେଇ ଗତି କରୁଛି। ଏହି ଟ୍ରେନଗୁଡ଼ିକ ଅତିରିକ୍ତ ବର୍ଥ ଏବଂ ସ୍ଲିପର ବିକଳ୍ପ ପ୍ରଦାନ କରେ। ସେହିପରି, ମୁମ୍ବାଇ-ନାଗପୁର, ପୁଣେ-ସାଙ୍ଗନେର ଏବଂ ମହାରାଷ୍ଟ୍ରର ଅନ୍ୟାନ୍ୟ ରୁଟରେ ସ୍ୱତନ୍ତ୍ର ଟ୍ରେନ ସେବା ଭିଡ଼ କମ କରି ସୁବିଧାଜନକ ଯାତ୍ରା ପ୍ରଦାନ କରୁଛି। ଉତ୍ତର ଏବଂ ପୂର୍ବ ଭାରତରେ, ଦିଲ୍ଲୀ, ହାଓଡ଼ା, ଲକ୍ଷ୍ନୌ ଏବଂ ଆଖପାଖ ସହରଗୁଡ଼ିକୁ ସଂଯୋଗ କରୁଥିବା ବ୍ୟସ୍ତ କରିଡରରେ ଦୂରଗାମୀ ଯାତ୍ରୀମାନଙ୍କୁ ସୁବିଧା ଯୋଗାଇବା ପାଇଁ ସ୍ୱତନ୍ତ୍ର ଟ୍ରେନଗୁଡ଼ିକ ଚଳାଚଳ କରୁଛି।

ଦକ୍ଷିଣ ଏବଂ ମଧ୍ୟ କ୍ଷେତ୍ରରେ, ହାଇଦ୍ରାବାଦ, ବେଙ୍ଗାଲୁରୁ, ମାଙ୍ଗାଲୁରୁ ଏବଂ ଅନ୍ୟାନ୍ୟ ସହରଗୁଡ଼ିକୁ ସଂଯୋଗ କରୁଥିବା ଅତିରିକ୍ତ ସେବାଗୁଡ଼ିକ ଏହି ପିକ୍ ସିଜିନ୍ ସମୟରେ ଯାତ୍ରୀମାନଙ୍କ ପାଇଁ ସୁଗମ ଯାତ୍ରା ସୁନିଶ୍ଚିତ କରେ। ଏଥିରେ ସିଏସଏମଟି-କରମାଲି, ଏଲଟିଟି-ଥିରୁବନନ୍ତପୁରମ୍, ପୁଣେ-ସାଙ୍ଗନେର ଏବଂ ସିଏସଏମଟି -ନାଗପୁର ଟ୍ରେନଗୁଡ଼ିକ ଅନ୍ତର୍ଭୁକ୍ତ, ଯାହା ମଧ୍ୟରୁ ପ୍ରତ୍ୟେକ ଭିଡ଼କୁ ଦୃଷ୍ଟିରେ ରଖି ଏକାଧିକ ଯାତ୍ରା କରୁଛି। ଏହି ସ୍ୱତନ୍ତ୍ର ଟ୍ରେନଗୁଡ଼ିକ ସହିତ, ରେଳବାଇ ଖ୍ରୀଷ୍ଟମାସ ଏବଂ ନୂତନ ବର୍ଷ ପାଇଁ ଯାତ୍ରୀମାନଙ୍କୁ ବେଳାଭୂମି, ସହର ଏବଂ ପର୍ଯ୍ୟଟନସ୍ଥଳଗୁଡ଼ିକୁ ଆରାମଦାୟକ ଯାତ୍ରା ପ୍ରଦାନ କରୁଛି।

ଖ୍ରୀଷ୍ଟମାସ ନୂତନ ବର୍ଷ ଭାରତୀୟ ରେଳ ସ୍ୱତନ୍ତ୍ର ଟ୍ରେନ୍
Share. Facebook Twitter LinkedIn Email WhatsApp Copy Link

Related Posts

“ସାରା ଦେଶରେ NRC ଲାଗୁ ହେବା ଉଚିତ”: SIR ବିବାଦ ମଧ୍ୟରେ RSS ର ଦାବି

October 1, 2026

ୟୁପିରେ ୨୦୨୭ ନିର୍ବାଚନ ପୂର୍ବରୁ ମେଣ୍ଟରେ ମହାଟକ୍କର! ଆସନ ଦାବିକୁ ନେଇ SP-କଂଗ୍ରେସ ମୁହାଁମୁହିଁ, ଭାଙ୍ଗିବ କି ଇଣ୍ଡିଆ ମେଣ୍ଟ?

October 1, 2026

Jio 10th Anniversary Offer: ୧,୪୯୯ ଟଙ୍କା ମୂଲ୍ୟର ଜିଓଭାରତ ୪ଜି ଫୋନ ସହିତ ୬ ମାସର ମାଗଣା ରିଚାର୍ଜ

October 1, 2026

ଉଜ୍ଜ୍ୱଳା ଯୋଜନା ଉପରେ ସରକାରଙ୍କ ବଡ଼ ଘୋଷଣା: ଜାରି ରହିବ LPG ସବସିଡି 

October 1, 2026
Latest News

“ସାରା ଦେଶରେ NRC ଲାଗୁ ହେବା ଉଚିତ”: SIR ବିବାଦ ମଧ୍ୟରେ RSS ର ଦାବି

October 1, 2026

ୟୁପିରେ ୨୦୨୭ ନିର୍ବାଚନ ପୂର୍ବରୁ ମେଣ୍ଟରେ ମହାଟକ୍କର! ଆସନ ଦାବିକୁ ନେଇ SP-କଂଗ୍ରେସ ମୁହାଁମୁହିଁ, ଭାଙ୍ଗିବ କି ଇଣ୍ଡିଆ ମେଣ୍ଟ?

October 1, 2026

Jio 10th Anniversary Offer: ୧,୪୯୯ ଟଙ୍କା ମୂଲ୍ୟର ଜିଓଭାରତ ୪ଜି ଫୋନ ସହିତ ୬ ମାସର ମାଗଣା ରିଚାର୍ଜ

October 1, 2026

ଉଜ୍ଜ୍ୱଳା ଯୋଜନା ଉପରେ ସରକାରଙ୍କ ବଡ଼ ଘୋଷଣା: ଜାରି ରହିବ LPG ସବସିଡି 

October 1, 2026

ଜିମ୍ବାୱେରେ ହେଲିକପ୍ଟର ଦୁର୍ଘଟଣା: ବ୍ୟବସାୟୀ ୱିକନେଲ୍, ତାଙ୍କ ପତ୍ନୀଙ୍କ ସମେତ ୬ ମୃତ

October 1, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.