Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»କୃଷକ ସଂଗଠନ ତରଫରୁ ରେଢ଼ାଖୋଲରେ ଓ କିସିଣ୍ଡାରେ ୧୨ ଘଣ୍ଟିଆ ବନ୍ଦ
ଆଜିର ଖବର

କୃଷକ ସଂଗଠନ ତରଫରୁ ରେଢ଼ାଖୋଲରେ ଓ କିସିଣ୍ଡାରେ ୧୨ ଘଣ୍ଟିଆ ବନ୍ଦ

December 19, 2025No Comments2 Mins Read
Share Facebook Twitter LinkedIn Email WhatsApp Copy Link
କୃଷକ ସଂଗଠନ ତରଫରୁ ରେଢ଼ାଖୋଲରେ ଓ କିସିଣ୍ଡାରେ ୧୨ ଘଣ୍ଟିଆ ବନ୍ଦ
କୃଷକ ସଂଗଠନ ତରଫରୁ ରେଢ଼ାଖୋଲରେ ଓ କିସିଣ୍ଡାରେ ୧୨ ଘଣ୍ଟିଆ ବନ୍ଦ

ରେଢାଖୋଲ (କନ୍ଦର୍ପ ବେହେରା): ପଶ୍ଚିମ ଓଡ଼ିଶା କୃଷକ ସମନ୍ୱୟ ସମିତି ନିର୍ଦ୍ଦେଶ କ୍ରମେ ସମ୍ବଲପୁର ଜିଲ୍ଲା କୃଷକ ସଂଗଠନ ଆହ୍ୱାନ ରେ ରେଢ଼ାଖୋଲ ର ସନ୍ଥକବି ଭିମ ଭୋଇ କୃଷକ ସଂଘ ତରଫରୁ ରେଢାଖୋଲ ଉପଖଣ୍ଡ ରେ ୧୨ ଘଣ୍ଟିଆ ବନ୍ଦ ପାଳନ ହୋଇଥିଲା।

ଏଥିରେ ସରକାରୀ ଅଫିସ,ବ୍ୟାଙ୍କ ଓ ଯାନ ବାହାନ ବନ୍ଦ ଆଦି ହୋଇଥିଲା। ଏଥିରେ ଉପଜିଲ୍ଲାପାଳ ଓ ଏସଡିପିଓ ରେଢାଖୋଲ ଭୀମ ଭୋଇ କଲେଜ ଛକ ପାଖକୁ ଆସି ଚାଷୀ ଙ୍କ ସମସ୍ୟା ବୁଝା ସୁଝାପରେ ଯାନ ବାହନ ଚଳାଚଳକୁ ସଂଘ ପକ୍ଷରୁ ପ୍ରତ୍ୟାହାର କରାଯାଇଥିଲା। ସରକାରୀ ଅଫିସ,ବ୍ୟାଙ୍କ, ଆଦି ବନ୍ଦ ମଧ୍ୟ ହୋଇଥିଲା। ଏଥିରେ ରେଢାଖୋଲ ଉପଖଣ୍ଡର କୃଷକ ନେତୃବୃନ୍ଦଙ୍କ ସହିତ ପ୍ରଶାସନ ଆଲୋଚନା ପରେ ଆନ୍ଦୋଳନକୁ ସ୍ଥଗିତ କରାଯାଇଥିଲା। ଆଗାମୀ ଦିନରେ ଯେଉଁ ସମସ୍ୟା ହୋଇଛି ତାହା ସରକାର ସମାଧାନ ନ କରନ୍ତି ତେବେ ଆନ୍ଦୋଳନ ତୀବ୍ର ହେବ ବୋଲି ସଂଘ ପକ୍ଷରୁ ଚରମ ଚେତାବନୀ ଦିଆଯାଇଛି।

ଆଜିର ବନ୍ଦ ପାଳନରେ କୃଷକ ନେତା କାହ୍ନୁ ଚରଣ ମାଝି, ସନ୍ଥ କବି ଭୀମ ଭୋଇ କୃଷକ ସଂଘର ସଭାପତି ଅଶ୍ୱିନୀ କୁମାର ପ୍ରଧାନ, ସମ୍ପାଦକ ଅଜୟ କୁମାର ସାହୁ, ଦଧିବାମନ କୃଷକ ସଂଘର ଉପଦେଷ୍ଟା ବୃଷକେତୁ ପ୍ରଧାନ, ଭୁବନେଶ୍ବର ପ୍ରଧାନ, ନବ ନିର୍ମାଣ କୃଷକ ସଂଘର ପୁର୍ବତନ ସଭାପତି ଭଗବାନ, ସନ୍ଥ କବି ଭୀମ ଭୋଇ କୃଷକ ସଂଘର୍ଷ ସମିତି ଉପସଭାପତି ମହେଶ ପ୍ରଧାନ, ଦିଲ୍ଲିପ ସାହୁ, ଦଶରଥ ପ୍ରଧାନ ସାମିଲ ହୋଇଥିଲେ।

ସେହିପରି ନାକଟିଦେଉଳ ବ୍ଲକ ଓ କିସିଣ୍ଡା ଠାରେ ରେଢାଖୋଲ ଉପଖଣ୍ଡର ଉପସଭାପତି ସୁଦାମ ପ୍ରଧାନଙ୍କ ନେତୃତ୍ୱରେ ଚାଷୀଙ୍କ ସହିତ ବନ୍ଦ ପାଳନ କରିଥିଲେ। ଏହିବନ୍ଦ ପାଳନରେ ରାଜେନ୍ଦ୍ର ପ୍ରଧାନ, କାଳନ୍ଦି ଗଡତିଆ, ବିଶ୍ୱନାଥ ବେହେରା, ନରେଶ ବେହେରା, ଦେବାନନ୍ଦ ବେହେରା, ସୁରେଶ ପ୍ରଧାନ ଚାଷୀଙ୍କ ଏହି ବନ୍ଦ ପାଳନ ସମର୍ଥନରେ ରେଢାଖୋଲ ବ୍ଲକ ଅଧ୍ୟକ୍ଷ ପ୍ରଦିପ ପ୍ରଧାନ, ଅରୁଣ ପ୍ରଧାନ ପ୍ରମୁଖ ସାମିଲ ହୋଇଥିଲେ।

କିସିଣ୍ଡା କୃଷକ ସଂଗଠନ ରେଢାଖୋଲ
Share. Facebook Twitter LinkedIn Email WhatsApp Copy Link

Related Posts

ଶ୍ରୀଲଙ୍କାକୁ ୮ ୱିକେଟରେ ପରାସ୍ତ କଲା ଟିମ ଇଣ୍ଡିଆ: ଫାଇନାଲରେ ହେବ ଭାରତ-ପାକିସ୍ତାନ ମହାଲଢେଇ

December 19, 2025

ଏକ ନୂତନ ସୁଲଭ ଇଲେକ୍ଟ୍ରିକ୍ ସ୍କୁଟର ଆଣିବ Ather: ଜାଣନ୍ତୁ କେବେ ଲଞ୍ଚ ହେବ?

December 19, 2025

ଖୋର୍ଦ୍ଧାରେ ଆଗାମୀ ପୌରସଂସ୍ଥା ଓ ପଂଚାୟତ ନିର୍ବାଚନ କାର୍ଯ୍ୟ ସମୀକ୍ଷା କଲେ ରାଜ୍ୟ ନିର୍ବାଚନ କମିଶନର

December 19, 2025

କନଫରେନ୍ସ ମାଇଣ୍ଡ ଆୟୋଜିତ “ଦ ଜିରୋନ” – ଜିରୋ ନାଇଟ ସେଲିବ୍ରେସନ ୨୦୨୬

December 19, 2025
Latest News

କୃଷକ ସଂଗଠନ ତରଫରୁ ରେଢ଼ାଖୋଲରେ ଓ କିସିଣ୍ଡାରେ ୧୨ ଘଣ୍ଟିଆ ବନ୍ଦ

December 19, 2025

ଶ୍ରୀଲଙ୍କାକୁ ୮ ୱିକେଟରେ ପରାସ୍ତ କଲା ଟିମ ଇଣ୍ଡିଆ: ଫାଇନାଲରେ ହେବ ଭାରତ-ପାକିସ୍ତାନ ମହାଲଢେଇ

December 19, 2025

ଏକ ନୂତନ ସୁଲଭ ଇଲେକ୍ଟ୍ରିକ୍ ସ୍କୁଟର ଆଣିବ Ather: ଜାଣନ୍ତୁ କେବେ ଲଞ୍ଚ ହେବ?

December 19, 2025

ଖୋର୍ଦ୍ଧାରେ ଆଗାମୀ ପୌରସଂସ୍ଥା ଓ ପଂଚାୟତ ନିର୍ବାଚନ କାର୍ଯ୍ୟ ସମୀକ୍ଷା କଲେ ରାଜ୍ୟ ନିର୍ବାଚନ କମିଶନର

December 19, 2025

କନଫରେନ୍ସ ମାଇଣ୍ଡ ଆୟୋଜିତ “ଦ ଜିରୋନ” – ଜିରୋ ନାଇଟ ସେଲିବ୍ରେସନ ୨୦୨୬

December 19, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.