Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଓଡିଶା ରାଜ୍ୟ କ୍ଷମତା ଓ ନିରନ୍ତର ଅଭିବୃଦ୍ଧି ନୀତି କାର୍ଯ୍ୟକ୍ରମର ଅଗ୍ରଗତି ସମ୍ପର୍କରେ ସମୀକ୍ଷା
ଆଜିର ଖବର

ଓଡିଶା ରାଜ୍ୟ କ୍ଷମତା ଓ ନିରନ୍ତର ଅଭିବୃଦ୍ଧି ନୀତି କାର୍ଯ୍ୟକ୍ରମର ଅଗ୍ରଗତି ସମ୍ପର୍କରେ ସମୀକ୍ଷା

December 21, 2025No Comments2 Mins Read
Share Facebook Twitter LinkedIn Email WhatsApp Copy Link
Odisha Reviews Progress of World Bank–Supported State Capacity and Sustainable Growth Program
Odisha Reviews Progress of World Bank–Supported State Capacity and Sustainable Growth Program

ଭୁବନେଶ୍ଵର: ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ ବିଶ୍ୱ ବ୍ୟାଙ୍କ ମିଶନ ଟିମ କର୍ତ୍ତୃପକ୍ଷଙ୍କ ଉପସ୍ଥିତିରେ ଓଡିଶା ରାଜ୍ୟ କ୍ଷମତା ଓ ନିରନ୍ତର ଅଭିବୃଦ୍ଧି ନୀତି କାର୍ଯ୍ୟକ୍ରମ (ଓଏସସିଆରଜିପି) ର ଅଗ୍ରଗତି ସମ୍ପର୍କରେ ସମୀକ୍ଷା କରିଛନ୍ତି। କାର୍ଯ୍ୟକ୍ରମରେ ରାଜ୍ୟ ଅର୍ଥ ବିଭାଗର ପଦାଧିକାରୀ, ଓଡ଼ିଶା କମ୍ପ୍ୟୁଟର ଆପ୍ଲିକେସନ ସେଣ୍ଟରର ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ, ରାଜ୍ୟ ଯୋଜନା ଓ ସଂଯୋଜନ ବିଭାଗର ସ୍ବତନ୍ତ୍ର ଶାସ ଶାସନ ସଚିବ, ଅର୍ଥ ଓ ପରିସଂଖ୍ୟାନ ନିର୍ଦ୍ଦେଶାଳୟର ନିର୍ଦ୍ଦେଶକ, ଓଡ଼ିଶା ରାଜ୍ୟ ବିପର୍ଯ୍ୟୟ ପରିଚାଳନା ରୂପକ୍ଷ(ଓସଡମା) ର ଅଧିକାରୀ ପ୍ରମୁଖ ଯୋଗଦେଇ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ। ବିଶ୍ବବ୍ୟାଙ୍କ ଓ ଭାରତ ସରକାରଙ୍କ ସହଯୋଗରେ ଓଡ଼ିଶା ସରକାର ରାଜ୍ୟ କ୍ଷମତା ଓ ନିରନ୍ତର ଅଭିବୃଦ୍ଧି ନୀତି କାର୍ଯ୍ୟକ୍ରମ ଜାରି ରଖିଛନ୍ତି। ୨୦୨୩-୨୪ରୁ ଆରମ୍ଭ ହୋଇ ଅପ୍ରେଲ ୨୦୨୮ ପର୍ଯ୍ୟନ୍ତ ଏହି କାର୍ଯ୍ୟକ୍ରମ ଜାରି ରହିବା ପାଇଁ ପାଣ୍ଠି ପ୍ରାବଧାନ ରହିଛି।

ଓଏସସିଆରଜିପି ପାଣ୍ଠି ମୁଖ୍ୟ ମୁଖ୍ୟତଃ ରାଜ୍ୟର କ୍ଷମତା ବୃଦ୍ଧି ଓ ନିରନ୍ତରତା ଭିଭିକ ବିକାଶକୁ ସୁଦୃଢ଼ କରିବା, ବିଶେଷ କରି ବୈଷୟିକ ଜ୍ଞାନ କୌଶଳ ଉପଯୋଗରେ ଏକୀକୃତ ବିତରଣ ପ୍ରଣାଳୀ ମାଧ୍ଯମରେ ସମସ୍ତ ଯୋଗ୍ୟ ହିତାଧ୍କାରୀଙ୍କୁ ସରକାରୀ ଯୋଜନାର ଲାଭ ପହଞ୍ଚାଇ ଆର୍ଥିକ ଓ ସାମାଜିକ ସୁରକ୍ଷା ପରିସର ବୃଦ୍ଧି କରିବା, ପ୍ରାକୃତିକ ଦୁର୍ବିପାକ ଜନିତ ଆର୍ଥିକ କ୍ଷୟକ୍ଷତିକୁ ଏଡ଼ାଇବା ପାଇଁ ପୂର୍ବାନୁମାନ ଓ ସତର୍କତା ପାଇଁ ସମାଜର ସବୁ ବର୍ଗଙ୍କୁ ବୈଷୟିକ ଜ୍ଞାନକୌଶଳ ଦ୍ବାରା ସମୟୋଚିତ ଭାବେ ସୂଚନା ପ୍ରଦାନ କରିବା, ନିରନ୍ତର ବିକାଶ, ନୀତି ଓ ଯୋଜନା ରୂପାନ୍ତରଣରେ ପାରଦର୍ଶିତା ଆଣିବା, ଦାୟିତ୍ବବୋଧ ଓ କାର୍ଯ୍ୟ କ୍ଷମତା ବଢ଼ାଇବା ପାଇଁ ସଂସ୍ଥାଗତ ସଂସ୍କାନ ସଂସ୍କାର ନିମନ୍ତେ ଖର୍ଚ୍ଚ କରାଯାଉଛି। ତତ୍ ସହିତ ସରକାରୀ ସ୍ତରରେ ଓ ସାମାଜିକ ଏବଂ ଅର୍ତନୈତିକ ବିକାଶ ପାଇଁ ଆବଶ୍ୟକ ତଥ୍ୟ ସଂଗ୍ରହ, ବିଶ୍ଳେଷଣ ଓ ବିତରଣ ପ୍ରଣାଳୀକୁ ଧୁନିକୀକରଣ କରାଯାଇ ରାଜ୍ୟ ପରିସଂଖ୍ୟାନ ବ୍ୟବସ୍ଥା ସୁଦୃଢ଼ୀକରଣ କରାଯାଉଛି, ଯଦ୍ବାରା କି ରାଜ୍ୟର ଯୋଜନା, ନୀ ନୀତି ପ୍ରଣୟନ ଓ କାର୍ଯ୍ୟକାରିତା ତଥ୍ୟଭିଭିକ ହେବ।

ବୈଠକରେ ଉନ୍ନୟନ କମିଶନର ଏହି କାର୍ଯ୍ୟକ୍ରମର ବର୍ଷଓ୍ବାରୀ କାର୍ଯ୍ୟ ଅଗ୍ରଗତି ସମୀକ୍ଷା କରିଥିଲେ । ଖର୍ଜ ସମୀକ୍ଷା କରିବା ସହିତ ଜାରି ରହିଥିବା ବିଭିନ୍ନ କାର୍ଯ୍ୟକ୍ରମ ତ୍ବରାନ୍ବିତ କରି ଖର୍ଚ୍ଚ ହାର ବୃଦ୍ଧି କରିବାକୁ ସେ ପରାମର୍ଶ ମର୍ଶ ଦେଇଛନ୍ତି। ରାଜ୍ୟ ତଥ୍ୟ ପରିଚାଳନା କମିଟି ବୈଠକ ଶୀଘ୍ର ଅନୁଷ୍ଠିତ କରାଯିବା ନେଇ ଉନ୍ନୟନ କମିଶନର ନିର୍ଦ୍ଦେଶ ଦେଇଛନ୍ତି। ବିଶ୍ବବ୍ୟାଙ୍କ କର୍ତ୍ତୃପକ୍ଷ ଓଡିଶାର ବିପର୍ଯ୍ୟୟ ପରିଚାଳନା କ୍ଷେତ୍ର ସଂପର୍କିତ ମୂଲ୍ୟାୟନରେ ସୂଚନା ଚନା ସରବରାହ କ୍ଷେତ୍ରକୁ ଆହୁରି ସୁଦୃଢ କରିବା ପାଇଁ ବିଶ୍ବବ୍ୟାଙ୍କ ପାଣ୍ଠିର ଉପଯୋଗିତା ନେଇ ଆଲୋଚନା କରିଥିଲେ। ବଜ୍ରପାତ, ଶୀତ ଲହର ଭଳି ବହୁମୁଖୀ ବିପର୍ଯ୍ୟୟର ମୁକାବିଲା ପାଇଁ ବାର୍ଭା ପ୍ରସାରଣ ବ୍ୟବସ୍ଥାକୁ ଆହୁରି ପ୍ରଭାବୀ କରିବାକୁ ଓସଡମାକୁ ପରାମର୍ଶ ଦିଆଯାଇଥିଲା।

Odisha world bank ଅନୁ ଗର୍ଗ ବିଶ୍ୱ ବ୍ୟାଙ୍କ ମିଶନ ଟିମ
Share. Facebook Twitter LinkedIn Email WhatsApp Copy Link

Related Posts

କଟକ ମେଡିକାଲ ଅଗ୍ନିକାଣ୍ଡ ଘଟଣା, ମୃତକଙ୍କ ପରିବାର ବର୍ଗଙ୍କୁ ୨୫ ଲକ୍ଷ ଟଙ୍କା ଅନୁକମ୍ପା ରାଶି ଘୋଷଣା

March 16, 2026

କଟକ ମେଡିକାଲରେ ଭୟଙ୍କର ଅଗ୍ନିକାଣ୍ଡ, ୧୦ ମୃତ, ସଂଖ୍ୟା ବଢିବା ଆଶଙ୍କା

March 16, 2026

ଓଡ଼ିଶା ଓମେନ୍ ଇନ୍ ମିଡିଆର ବୃତ୍ତିଗତ ଦାୟିତ୍ୱ ଓ ବ୍ୟକ୍ତିଗତ ସୁଖର ସନ୍ତୁଳନ ଉପରେ ଆଲୋଚନା

March 16, 2026

ଓଡ଼ିଶା ଲଳିତ କଳା ଏକାଡେମୀର ୬୬ତମ ପ୍ରତିଷ୍ଠା ଦିବସ ପାଳିତ

March 16, 2026
Latest News

କଟକ ମେଡିକାଲ ଅଗ୍ନିକାଣ୍ଡ ଘଟଣା, ମୃତକଙ୍କ ପରିବାର ବର୍ଗଙ୍କୁ ୨୫ ଲକ୍ଷ ଟଙ୍କା ଅନୁକମ୍ପା ରାଶି ଘୋଷଣା

March 16, 2026

କଟକ ମେଡିକାଲରେ ଭୟଙ୍କର ଅଗ୍ନିକାଣ୍ଡ, ୧୦ ମୃତ, ସଂଖ୍ୟା ବଢିବା ଆଶଙ୍କା

March 16, 2026

ଆଫଗାନିସ୍ତାନ ଉପରେ ପାକିସ୍ତାନୀର ବିମାନ ଆକ୍ରମଣ: କଡ଼ା ନିନ୍ଦା କଲା ଭାରତ

March 16, 2026

ଓଡ଼ିଶା ଓମେନ୍ ଇନ୍ ମିଡିଆର ବୃତ୍ତିଗତ ଦାୟିତ୍ୱ ଓ ବ୍ୟକ୍ତିଗତ ସୁଖର ସନ୍ତୁଳନ ଉପରେ ଆଲୋଚନା

March 16, 2026

ମମତା ବାନାର୍ଜୀ ବିଜୟର ହ୍ୟାଟ୍ରିକ୍ ମାରିବେ, ନା ପ୍ରଥମ ଥର ପାଇଁ ପଦ୍ମ ଫୁଟିବ?: ଜାଣନ୍ତୁ ସର୍ଭେ

March 16, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.