Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ନିଯୁକ୍ତି ନାମରେ ଠକେଇ: ୩ ଅଭିଯୁକ୍ତ କୋର୍ଟ ଚାଲାଣ
ଆଜିର ଖବର

ନିଯୁକ୍ତି ନାମରେ ଠକେଇ: ୩ ଅଭିଯୁକ୍ତ କୋର୍ଟ ଚାଲାଣ

January 1, 2026No Comments1 Min Read
Share Facebook Twitter LinkedIn Email WhatsApp Copy Link
ନିଯୁକ୍ତି ନାମରେ ଠକେଇ ଅଭିଯୋଗ: ୩ ଅଭିଯୁକ୍ତ କୋର୍ଟ ଚାଲାଣ
ନିଯୁକ୍ତି ନାମରେ ଠକେଇ ଅଭିଯୋଗ: ୩ ଅଭିଯୁକ୍ତ କୋର୍ଟ ଚାଲାଣ

(କୈଳାଶ ଚନ୍ଦ୍ର ଚୌଧୁରୀ, ବ୍ରହ୍ମପୁର): ବୈଦ୍ୟନାଥ ପୁର ଥାନା ଅଞ୍ଚଳର ଶ୍ରୀ ଜଗନ୍ନାଥ ହ୍ୟୁମାନ ଏମପାୱାରମେଣ୍ଟ୍ ଟ୍ରଷ୍ଟ୍ ନାମରେ ଏକ ସଂସ୍ଥା ବେକାର ଯୁବକ ଯୁବତୀଙ୍କୁ ସରକାରୀ ଚାକିରି କରାଇ ଦେବାକୁ କହି ଏକ କୋଟି ଟଙ୍କାରୁ ଅଧିକ ଠକେଇ ଅଭିଯୋଗରେ ପୋଲିସ ୩ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି। ଅଭିଯୁକ୍ତମାନେ ହେଲେ ଭଦ୍ରକ ଜିଲ୍ଲା ମିଶ୍ରପଡା ଅଞ୍ଚଳର ସ୍ମୃତି ପ୍ରଭା ମହାଙ୍କୁଡ, ରମ୍ଭା ଥାନା ଅର୍ନ୍ତଗତ ଗଡହୁମାର ପ୍ରଶାନ୍ତ କୁମାର ବେହେରା ଓ ଗୋଳନ୍ଥରା ଥାନା ଅର୍ନ୍ତଗତ କୁଠାରୀ ସିଙ୍ଗି ଗ୍ରାମର ନିରୁପମା ମହାନ୍ତିଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି।

ସୁଚନା ଅନୁଯାୟୀ ବେଲଗୁଣ୍ଠା ଥାନା ଅର୍ନ୍ତଗତ ଚଢ଼େଇଆ ପଲ୍ଲୀ ଗ୍ରାମର ଗୋପାଳକୃଷ୍ଣ ସେଠୀ ନାମକ ଜଣେ ବେକାର ଯୁବକ ଖବର ପାଇ ଚାକିରି ଅନ୍ୱେଷଣରେ ଉକ୍ତ ସଂସ୍ଥା ସହ ଯୋଗାଯୋଗ କରିଥିଲେ। ଗିରଫ ଅଭିଯୁକ୍ତମାନେ ଚାକିରିର ପ୍ରତିଶ୍ରୁତି ଦେଇ ଗୋପାଳକୃଷ୍ଣ ଠାରୁ ପ୍ରଥମେ ୧୨ .୫୦୦ ଟଙ୍କା ଆଦାୟ କରିଥିଲେ। କିନ୍ତୁ ମାସ ପରେ ମାସ ଗଡି ଚାଲିଲା ସିନା ସଂସ୍ଥାର କର୍ତ୍ତୃପକ୍ଷଙ୍କ ଠାରୁ କୌଣସି ଆଶା କିମ୍ବା ଆଶ୍ଵାସନା ପାଇନଥିଲେ।

ପରବର୍ତ୍ତୀ ସମୟରେ ସେ ଅନୁଧ୍ୟାନ ପରେ ଜାଣିଲେ ଯେ, ଉକ୍ତ ସଂସ୍ଥା ଏକ ଠକ ସଂସ୍ଥା ଓ ଉକ୍ତ ସଂସ୍ଥା ଅନେକ ବେକାର ଯୁବକ ଓ ଯୁବତୀଙ୍କ ଠାରୁ ବହୁ ଅର୍ଥ ଠକି ନେଇଛି। ଗୋପାଳକୃଷ୍ଣ ଏହି ବିଷୟରେ ବ୍ରହ୍ମପୁର ଏସପି ଙ୍କ ସଂସ୍ଥା ବିଷୟରେ ଅବଗତ କରାଇଥିଲେ।

ବ୍ରହ୍ମପୁର ଏସପି ଙ୍କ ନିର୍ଦ୍ଦେଶକ୍ରମେ ପୋଲିସ ଏକ ମାମଲା ରୁଜୁ କରି ଉକ୍ତ ଅଭିଯୁକ୍ତ ମାନଙ୍କୁ ଜେରା କରିବା ପରେ ଭାରତୀୟ ନ୍ୟାୟ ସଂହିତା ଦଫା ଅନୁଯାୟୀ କୋର୍ଟ ଚାଲାଣ କରିଛି ଓ ଆହୁରି ଅନୁଧ୍ୟାନ ଚାଲିଛି ବୋଲି ଏସପି ଙ୍କ ଠାରୁ ପ୍ରକାଶ ପାଇଛି।

କୋର୍ଟ ଚାଲାଣ ନିଯୁକ୍ତି ନାମରେ ଠକେଇ ବୈଦ୍ୟନାଥ ପୁର ଥାନା
Share. Facebook Twitter LinkedIn Email WhatsApp Copy Link

Related Posts

ସ୍କୁଟି ମୋଟରସାଇକେଲ ମୁହାଁମୁହିଁ ଧକ୍କା: ଦୁଇ ମୃତ, ତିନି ଗୁରୁତର

January 1, 2026

BCCIର ସମ୍ଭାବ୍ୟ 2026 କେନ୍ଦ୍ରୀୟ ଚୁକ୍ତି: ରୋହିତ, ବିରାଟଙ୍କୁ ଲାଗିପାରେ ଝଟକା

January 1, 2026

ବିମାନ ଉଡ଼ାଣ ପୂର୍ବରୁ ମଦ୍ୟପାନ କରିବା ମହଙ୍ଗା ପଡିଲା; ଏୟାର ଇଣ୍ଡିଆର ପାଇଲଟ୍ ଅଟକ

January 1, 2026

ଫେବୃଆରୀ ୧ରୁ ମହଙ୍ଗା ହେବ ସିଗାରେଟ୍ ପିଇବା: ଉତ୍ପାଦ ଶୁଳ୍କ ବୃଦ୍ଧି କଲେ ସରକାର 

January 1, 2026
Latest News

ସ୍କୁଟି ମୋଟରସାଇକେଲ ମୁହାଁମୁହିଁ ଧକ୍କା: ଦୁଇ ମୃତ, ତିନି ଗୁରୁତର

January 1, 2026

ନିଯୁକ୍ତି ନାମରେ ଠକେଇ: ୩ ଅଭିଯୁକ୍ତ କୋର୍ଟ ଚାଲାଣ

January 1, 2026

BCCIର ସମ୍ଭାବ୍ୟ 2026 କେନ୍ଦ୍ରୀୟ ଚୁକ୍ତି: ରୋହିତ, ବିରାଟଙ୍କୁ ଲାଗିପାରେ ଝଟକା

January 1, 2026

ବିମାନ ଉଡ଼ାଣ ପୂର୍ବରୁ ମଦ୍ୟପାନ କରିବା ମହଙ୍ଗା ପଡିଲା; ଏୟାର ଇଣ୍ଡିଆର ପାଇଲଟ୍ ଅଟକ

January 1, 2026

ଫେବୃଆରୀ ୧ରୁ ମହଙ୍ଗା ହେବ ସିଗାରେଟ୍ ପିଇବା: ଉତ୍ପାଦ ଶୁଳ୍କ ବୃଦ୍ଧି କଲେ ସରକାର 

January 1, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.