Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ରାଜ୍ୟରେ ହ୍ରାସ ପାଉଛି ଶିଶୁ ଜନ୍ମ ହାର, ବିଧାନସଭାରେ ଉତ୍ତର ରଖିଲେ ମନ୍ତ୍ରୀ
ଆଜିର ଖବର

ରାଜ୍ୟରେ ହ୍ରାସ ପାଉଛି ଶିଶୁ ଜନ୍ମ ହାର, ବିଧାନସଭାରେ ଉତ୍ତର ରଖିଲେ ମନ୍ତ୍ରୀ

February 22, 2026No Comments1 Min Read
Share Facebook Twitter LinkedIn Email WhatsApp Copy Link
ରାଜ୍ୟରେ ହ୍ରାସ ପାଉଛି ଶିଶୁ ଜନ୍ମ ହାର, ବିଧାନସଭାରେ ଉତ୍ତର ରଖିଲେ ମନ୍ତ୍ରୀ

ଭୁବନେଶ୍ୱର: ରାଜ୍ୟରେ ଶିଶୁ ଜନ୍ମ ହାର ହ୍ରାସ ପାଉଛି । ୨୦୦୦ ମସିହାରେ ରାଜ୍ୟରେ ଶିଶୁ ଜନ୍ମହାର ୨୪.୧% ଥିବାବେଳେ ୨୦୨୩ ମସିହାରେ ଏହା ୧୬% ରହିଛି । ୨୦୨୫ ମସିହାରେ ପ୍ରକାଶିତ ହୋଇଥିବା ସର୍ଭେରୁ ଏହା ଜଣାପଡିଛି ।

ଶିଶୁ ଜନ୍ମ ହାର ସଂକ୍ରାନ୍ତରେ ବିଜେପି ବିଧାୟକ ଟଙ୍କଧର ତ୍ରିପାଠୀ ପଚାରିଥିବା ପ୍ରଶ୍ନର ଉତ୍ତରରେ ଏହି ସୂଚନା ଦେଇଛନ୍ତି ରାଜ୍ୟ ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ପ୍ରଭାତି ପରିଡା। ମନ୍ତ୍ରୀ ତାଙ୍କ ଉତ୍ତରରେ ଉଲ୍ଲେଖ କରିଛନ୍ତି ଯେ ପୋଷଣ ଟ୍ରାକ୍କରରେ ଉପଲବ୍ଧ ସୂଚନା ଆଧାରରେ ରାଜ୍ୟରେ ଏବେ ଜନ୍ମରୁ ୫ବର୍ଷ ବୟସର ୧୪୭୭ ଜଣ ଅତିଶୟ ପୁଷ୍ଟିହୀନ ଶିଶୁ ଥିବାବେଳେ ୬୪,୯୩୬ ଜଣ ପୁଷ୍ଟିହୀନ ଶିଶୁ ରହିଛନ୍ତି।

ସେହିଭଳି କମ୍‍ ଓଜନ ବିଶିଷ୍ଟ ଶିଶୁଙ୍କ ସଂଖ୍ୟା ୩ଲକ୍ଷରୁ ଅଧିକ ରହିଛି। ବୟସ ତୁଳନାରେ ଉଚ୍ଚତା କମ୍‍ ଥିବା ଶିଶୁଙ୍କ ସଂଖ୍ୟା ରାଜ୍ୟରେ ପାଖପାଖି ୭ଲକ୍ଷ ରହିଥିବା ମନ୍ତ୍ରୀଙ୍କ ଉତ୍ତରରୁ ଜଣାଯାଇଛି। ରାଜ୍ୟରେ ସର୍ବାଧିକ ଅପପୁଷ୍ଟିହୀନ ଶିଶୁ ମୟୁରଭଞ୍ଜରେ ଥିବାବେଳେ ପୁଷ୍ଟିହୀନ ଶିଶୁ ତାଲିକାରେ ବି ଏହି ଜିଲ୍ଲା ଏକ ନମ୍ବର ସ୍ଥାନରେ ରହିଛି।

odisha assembly ବିଧାନସଭା ବିଧାନସଭାରେ ଉତ୍ତର ଶିଶୁ ଜନ୍ମ ହାର
Share. Facebook Twitter LinkedIn Email WhatsApp Copy Link

Related Posts

ସ୍ୱତନ୍ତ୍ର ଅର୍ଥନୈତିକ କ୍ଷେତ୍ରରେ ମାଛ ଧରା: ଓଡ଼ିଶାର ଦୁଇ ମତ୍ସ୍ୟଜୀବୀ ପାଇଲେ ପ୍ରବେଶ ପାସ୍

February 22, 2026

ଇକୋ ରିଟ୍ରିଟ୍‍ ପରିଚାଳନା ପାଇଁ ଦୁଇଟି ସଂସ୍ଥାକୁ ଦିଆଯିବ ୩୦ କୋଟିିିି ଟଙ୍କା

February 22, 2026

Odisha HLCA Meeting: ୪୪,୨୦୦ କୋଟି ଟଙ୍କାର ପୁଞ୍ଜି ନିବେଶକୁ ମୁଖ୍ୟମନ୍ତ୍ରୀଙ୍କ ମଞ୍ଜୁରୀ

February 22, 2026

‘ଅପରେସନ ସାଇବର କବଚ’ର ନବମ ଦିନ: ୧୪୬ ଅଭିଯୁକ୍ତ ଗିରଫ

February 22, 2026
Latest News

ରାଜ୍ୟରେ ହ୍ରାସ ପାଉଛି ଶିଶୁ ଜନ୍ମ ହାର, ବିଧାନସଭାରେ ଉତ୍ତର ରଖିଲେ ମନ୍ତ୍ରୀ

February 22, 2026

ସ୍ୱତନ୍ତ୍ର ଅର୍ଥନୈତିକ କ୍ଷେତ୍ରରେ ମାଛ ଧରା: ଓଡ଼ିଶାର ଦୁଇ ମତ୍ସ୍ୟଜୀବୀ ପାଇଲେ ପ୍ରବେଶ ପାସ୍

February 22, 2026

ଇକୋ ରିଟ୍ରିଟ୍‍ ପରିଚାଳନା ପାଇଁ ଦୁଇଟି ସଂସ୍ଥାକୁ ଦିଆଯିବ ୩୦ କୋଟିିିି ଟଙ୍କା

February 22, 2026

Odisha HLCA Meeting: ୪୪,୨୦୦ କୋଟି ଟଙ୍କାର ପୁଞ୍ଜି ନିବେଶକୁ ମୁଖ୍ୟମନ୍ତ୍ରୀଙ୍କ ମଞ୍ଜୁରୀ

February 22, 2026

‘ଅପରେସନ ସାଇବର କବଚ’ର ନବମ ଦିନ: ୧୪୬ ଅଭିଯୁକ୍ତ ଗିରଫ

February 22, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.