ଭୁବନେଶ୍ୱର: ଗତକାଲି ରାତିରୁ ଶିଖରଚଣ୍ଡୀରେ ଦନ୍ତାଙ୍କ ଉତ୍ପାତ ଦେଖିବାକୁ ମିଳିଛି । ଆମ୍ବ ଖାଇବା ପାଇଁ ଭରତପୁର ଜଙ୍ଗଲରୁ ଦୁଇ ଦନ୍ତା ଜନବସତି ମୁହାଁ ହୋଇଥିବାର ବନବିଭାଗ ହୋଇଛି । ବନବିଭାଗ ପେଟ୍ରୋଲିଂ ଜାରି ରଖିଛି । ଗତକାଲି ଖୋର୍ଦ୍ଧାରେ ଜଣେ ଯୁବକଙ୍କୁ ଦନ୍ତା ଦଳି ଦେଇଥିବାର ସୂଚନା ରହିଥିଲା ।