Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଗୋପାଳପୁର ବ୍ୟବସାୟୀ ଅପହରଣ ଓ ହତ୍ୟାକାଣ୍ଡର ପର୍ଦ୍ଦାଫାସ
ଆଜିର ଖବର

ଗୋପାଳପୁର ବ୍ୟବସାୟୀ ଅପହରଣ ଓ ହତ୍ୟାକାଣ୍ଡର ପର୍ଦ୍ଦାଫାସ

April 23, 2026No Comments1 Min Read
Share Facebook Twitter LinkedIn Email WhatsApp Copy Link

ବ୍ରହ୍ମପୁର: ବ୍ରହ୍ମପୁର ଉପକଣ୍ଠ କରାପଲ୍ଲୀ ଗାଁର ସୁଧୀର ପାତ୍ରଙ୍କୁ ଅପହରଣ ପରେ ହତ୍ୟାକାଣ୍ଡର ସତ୍ୟ ସାମ୍ନାକୁ ଆସିଛି । ସୁଧୀରଙ୍କୁ ଅପହରଣକାରୀ 2କୋଟି ଟଙ୍କା ମାଗିଥିଲେ । ଅପହରଣର ସାତ ଦିନ ପରେ ସୁଧୀରଙ୍କୁ ହତ୍ୟା କରି ଫିଙ୍ଗି ଦେଇଥିଲେ। ଅପହରଣକାରୀ ସୁଧୀରଙ୍କୁ ନିର୍ଯ୍ୟାତନା ଦେଉଥିଲେ। ସୁଧୀରଙ୍କ ସ୍ତ୍ରୀ ପୋଲିସରେ ଖବର ଦେବାରୁ ସୁଧୀରଙ୍କୁ ହତ୍ୟା କରିଥିଲେ ଅପହରଣକାରୀ ।
ଗତ ୧୫ ତାରିଖ ରାତିରେ ସୁଧୀରଙ୍କୁ ଅପହରଣ କରାଯାଇଥିଲା। ଅପହରଣ ପରେ ପୋଲିସର ୭ଟି ଟିମ୍ ବିଭିନ୍ନ ସ୍ଥାନରେ ତାଙ୍କୁ ଖୋଜୁଥିଲା। ମାତ୍ର ସଫଳ ହୋଇନଥିଲା ।

ରାଜ୍ୟରେ ଅପରାଧ ଦ୍ରୁତ ଗତିରେ ବାଢୁଥିବାବେଳେ ଅପରାଧୀଙ୍କ ପ୍ରତି ଦୃଷ୍ଟାନ୍ତମୂଳକ ପଦକ୍ଷେପ ନ ନେବା ସରକାରଙ୍କ ଅପାରଗତାକୁ ଦର୍ଶାଉଛି । ବରହମପୁର, ଯାଜପୁର ହେଉ କି ରାଜଧାନୀ ଭୁବେନଶ୍ଵର ହେଉ ସବୁଠି ହତ୍ୟା, ଅପହରଣ ମାମଲା ବଢି ଚାଲିଛି । ସରକାର ଏଇ ଦିଗ ପ୍ରତି ଦୃଷ୍ଟି ଦେଇ ଆଇନ ବ୍ୟବସ୍ଥାକୁ ଆହୁରି କଡାକଡି କରିବା ଆବଶ୍ୟକ ହୋଇପଡିଛି  ।

#kidnaaped #Murder
Share. Facebook Twitter LinkedIn Email WhatsApp Copy Link

Related Posts

ନଦୀରେ ବୁଡ଼ି ୨ ଭାଇ ମୃତ

October 10, 2026

ଜଳବିଭାଜିକା ପ୍ରକଳ୍ପ ନିର୍ଦ୍ଦେଶକ ଗିରଫ, ଆୟଠାରୁ ୨୦୪% ଅଧିକ ସମ୍ପତ୍ତି

October 10, 2026

ମୃତ୍ୟୁର ମାସକ ପରେ ମାଟି ତଳୁ କଢ଼ା ହେଲା ଶବ

October 10, 2026

ଦିଲ୍ଲୀରେ CJP ପ୍ରତିବାଦ: ବିପଦରେ ୧୫ ଲକ୍ଷ ବ୍ୟବସାୟୀ, ୨ ହଜାର କୋଟି କ୍ଷତି ଆକଳନ

October 10, 2026
Latest News

ନଦୀରେ ବୁଡ଼ି ୨ ଭାଇ ମୃତ

October 10, 2026

ଜଳବିଭାଜିକା ପ୍ରକଳ୍ପ ନିର୍ଦ୍ଦେଶକ ଗିରଫ, ଆୟଠାରୁ ୨୦୪% ଅଧିକ ସମ୍ପତ୍ତି

October 10, 2026

ମୃତ୍ୟୁର ମାସକ ପରେ ମାଟି ତଳୁ କଢ଼ା ହେଲା ଶବ

October 10, 2026

ଦିଲ୍ଲୀରେ CJP ପ୍ରତିବାଦ: ବିପଦରେ ୧୫ ଲକ୍ଷ ବ୍ୟବସାୟୀ, ୨ ହଜାର କୋଟି କ୍ଷତି ଆକଳନ

October 10, 2026

ଫ୍ଲାଏଦୁବାଇ ବିମାନରେ ଆକ୍ରମଣ ଘଟଣାରେ ଏନଆଇଏର ତଦନ୍ତ ଆରମ୍ଭ

October 10, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.