ଜୟପୁର: ଫାମ୍ପୁଣୀ ନିକଟରୁ ବୃଦ୍ଧଙ୍କ ମୃତଦେହ ଉଦ୍ଧାର । ଗଳା କାଟି କେହି ବୃଦ୍ଧଙ୍କୁ ହତ୍ୟା କରିଥିବାର ଅଭିଯୋଗ ହୋଇଛି । ସଦର ଥାନାରେ ଅଭିଯୋଗ ପରେ ପୋଲିସର ତଦନ୍ତ ଜାରି ରହିଛି । ମୃତକ ଜଣକ କୁମୁରିପୁଟ ଗାଁର ହୋଇଥିବାର ସୂଚନା ରହିଛି ।