Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଶ୍ରମିକ ଦିବସରେ ବିଜେପିକୁ ଟାର୍ଗେଟ କଲେ ନବୀନ
ଆଜିର ଖବର

ଶ୍ରମିକ ଦିବସରେ ବିଜେପିକୁ ଟାର୍ଗେଟ କଲେ ନବୀନ

May 1, 2026No Comments1 Min Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ଵର : ଆଜି ଶ୍ରମିକ ଦିବସ ଅବସରରେ ବିରୋଧୀ ଦଳ ନେତା ତଥା  ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ବିଜେପିକୁ ଟାର୍ଗେଟ କରିଛନ୍ତି । କହିଛନ୍ତି ବିଜେପି ସମୟରେ କୌଣସି ଜନକଲ୍ୟାଣକାରୀ ଯୋଜନା ହେଉନାହିଁ । ମିଶନ ଶକ୍ତି, ଆଶା କର୍ମୀ, ବ୍ୟାଙ୍କ ମିତ୍ରଙ୍କୁ ସେମାନଙ୍କ ହକ ମିଳିପାରୁନାହି। ଆହୁରି ମଧ୍ୟ ନବୀନ କହିଛନ୍ତି ଯେ ଶ୍ରମିକଙ୍କର ସର୍ବନିମ୍ନ ମଜୁରୀ ୮୦୦ ହେବା କଥା । ମାତ୍ର ତାହା ହେଉନାହିଁ ।

BJP naveen pattanayak
Share. Facebook Twitter LinkedIn Email WhatsApp Copy Link

Related Posts

ଆନ୍ତଃରାଜ୍ୟ ବାଇକ ଚୋର ଗିରଫ, ବାଇକ୍‌ ଓ ମୋବାଇଲ ଜବତ

September 17, 2026

ପୂଜା ପାଇଁ ଫୁଲ ତୋଳିବା ହେଲା କାଳ, ଛାତରୁ ପଡ଼ି ୧୪ ବର୍ଷୀୟ ନାବାଳକ ମୃତ

September 17, 2026

ଦେବଗଡ଼ରେ ଚାଞ୍ଚଲ୍ୟ: ପ୍ରେମିକା ଘର ନିକଟରୁ ପ୍ରେମିକଙ୍କ ମୃତଦେହ ଉଦ୍ଧାର

September 17, 2026

ନବବିବାହିତ ଯୁବକଙ୍କ ଆତ୍ମହତ୍ୟା

September 17, 2026
Latest News

ଆନ୍ତଃରାଜ୍ୟ ବାଇକ ଚୋର ଗିରଫ, ବାଇକ୍‌ ଓ ମୋବାଇଲ ଜବତ

September 17, 2026

ପୂଜା ପାଇଁ ଫୁଲ ତୋଳିବା ହେଲା କାଳ, ଛାତରୁ ପଡ଼ି ୧୪ ବର୍ଷୀୟ ନାବାଳକ ମୃତ

September 17, 2026

ଦେବଗଡ଼ରେ ଚାଞ୍ଚଲ୍ୟ: ପ୍ରେମିକା ଘର ନିକଟରୁ ପ୍ରେମିକଙ୍କ ମୃତଦେହ ଉଦ୍ଧାର

September 17, 2026

୧୦୦% ଶୁଳ୍କ ବିଲ୍ ଆଗରେ ମୁଣ୍ଡ ନୁଆଁଇବ ନାହିଁ ଭାରତ: ଟ୍ରମ୍ପଙ୍କୁ ଦେଲା କଡ଼ା ବାର୍ତ୍ତା

September 17, 2026

ନବବିବାହିତ ଯୁବକଙ୍କ ଆତ୍ମହତ୍ୟା

September 17, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.