ବଣାଇ : ଘରୋଇ କଳିରୁ ଭାଇବୋହୁକୁ ହାଣିଲା ଦେଢଶୁର । ଜୀବିକା ଗାଁରେ ଏପରି ଏକ ଅଭାବନୀୟ ଘଟଣା ଘଟିଥିବାର ସୂଚନା ରହିଛି । ଘଟଣାସ୍ଥଳରେ ଭାଇବୋହୁର ମୃତ୍ୟ ହୋଇଥିବାବେଳେ ପୋଲିସ ଏଇ ଘଟଣାର ତଦନ୍ତ ଜାରି ରଖିଛି ।