Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ମାତ୍ର ଗୋଟିଏ ଭୋଟ ବି ଭାଗ୍ୟ ବଦଳାଇ ଦିଏ
ଆଜିର ଖବର

ମାତ୍ର ଗୋଟିଏ ଭୋଟ ବି ଭାଗ୍ୟ ବଦଳାଇ ଦିଏ

May 5, 2026No Comments1 Min Read
Share Facebook Twitter LinkedIn Email WhatsApp Copy Link

ଚେନ୍ନାଇ : ତାମିଲନାଡୁ ବିଧାନସଭା ନିର୍ବାଚନ-୨୦୨୬ର ଫଳାଫଳ ଘୋଷଣା ହୋଇଯାଇଛି। ଚଳିତଥର ତାମିଲନାଡୁ ବିଧାନସଭାରେ ନିର୍ବାଚନ ଫଳାଫଳରେ ଅନେକ ରୋଚକ ଘଟଣା ଦେଖିବାକୁ ମିଳିଛି । ତାମିଲନାଡୁର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଡ଼ିଏମକେ ମୁଖ୍ୟ ଷ୍ଟାଲିନ ନିଜ ଅମାନତ ହାରିଛନ୍ତି। ତାମିଲନାଡୁ ଭେଟ୍ରି କାଝାଗମ (ଟିଭିକେ) ରାଜ୍ୟରେ ସର୍ବାଧିକ ଆସନ ଜିତି ଇତିହାସ ସୃଷ୍ଟି କରିଛି। ଏହି ସମୟରେ ତାମିଲନାଡୁ ବିଧାନସଭାର ଏକ ଆସନ ଆଲୋଚନାର ବିଷୟ ପାଲଟିଛି। ଡିଏମକେ ପ୍ରାର୍ଥୀ ମାତ୍ର ଗୋଟିଏ ଭୋଟରେ ପରାସ୍ତ ହୋଇଛନ୍ତି। ଡିଏମକେ ମନ୍ତ୍ରୀ କେ.ଆର. ପେରିଆକାରୁପ୍ପାନ ତିରୁପ୍ପଟୁର ବିଧାନସଭା ଆସନରୁ ମାତ୍ର ଗୋଟିଏ ଭୋଟ ବ୍ୟବଧାନରେ ପରାସ୍ତ ହୋଇଛନ୍ତି । ଏହି ଫଳାଫଳ ଦର୍ଶାଉଛି ଯେ ନିର୍ବାଚନରେ ​​ପ୍ରତ୍ୟେକ ଭୋଟ କିପରି ଭାଗ୍ୟ ବଦଳାଇପାରେ। ତାମିଲନାଡୁ ମନ୍ତ୍ରୀ ପେରିଆକୁରୁପନଙ୍କୁ ତାମିଲାଗା ଭେଟ୍ରି କାଜଗାମ (ଟିଭିକେ) ପ୍ରାର୍ଥୀ ଶ୍ରୀନିବାସା ସେଥୁପାଠୀ ଆର ପରାସ୍ତ କରିଛନ୍ତି।

tamilnaduelection ଟିଭିକେ
Share. Facebook Twitter LinkedIn Email WhatsApp Copy Link

Related Posts

ଆଜିଠାରୁ ମୁଖ୍ୟମନ୍ତ୍ରୀଙ୍କ ତିନିଦିନିଆ ଗୁଜରାଟ ଗସ୍ତ

May 5, 2026

ମେ ୭ ତାରିଖରେ ବିହାର କ୍ୟାବିନେଟ୍ ସମ୍ପ୍ରସାରଣ: ଜାଣନ୍ତୁ କେଉଁ ଦଳରୁ କେତେ ମନ୍ତ୍ରୀ?

May 5, 2026

ସାଧାରଣ ଅଟୋ ଡ୍ରାଇଭରରୁ ରାଜନେତା: କେ. ବିଜୟ ଧାମୁ

May 5, 2026

ବାଣ କାରଖାନାରେ ବିସ୍ଫୋରଣ; ୨୧ ମୃତ

May 5, 2026
Latest News

ମାତ୍ର ଗୋଟିଏ ଭୋଟ ବି ଭାଗ୍ୟ ବଦଳାଇ ଦିଏ

May 5, 2026

ଆଜିଠାରୁ ମୁଖ୍ୟମନ୍ତ୍ରୀଙ୍କ ତିନିଦିନିଆ ଗୁଜରାଟ ଗସ୍ତ

May 5, 2026

ମେ ୭ ତାରିଖରେ ବିହାର କ୍ୟାବିନେଟ୍ ସମ୍ପ୍ରସାରଣ: ଜାଣନ୍ତୁ କେଉଁ ଦଳରୁ କେତେ ମନ୍ତ୍ରୀ?

May 5, 2026

ସାଧାରଣ ଅଟୋ ଡ୍ରାଇଭରରୁ ରାଜନେତା: କେ. ବିଜୟ ଧାମୁ

May 5, 2026

ବାଣ କାରଖାନାରେ ବିସ୍ଫୋରଣ; ୨୧ ମୃତ

May 5, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.