ଭଦ୍ରକ : ଭଦ୍ରକ କାଡା ଡିଭିଜନ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ରେଡ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଚଢାଉ । ଭଦ୍ରକ ଗ୍ରାମାଞ୍ଚଳ ଥାନା ଆରଡି ଛକ ସ୍ଥିତ ବାସଭବନରେ ରେଡ । ନରିପୂର ସ୍ଥିତ ଅଫିସରେ ଚାଲିଛି ଭିଜିଲାନ୍ସ ଚଢାଉ ଚାଲିଛି । ଭୁବନେଶ୍ବର, କେନ୍ଦୁଝର ଓ ବାଲେଶ୍ଵରରେ ମଧ୍ୟ ରେଡ ଚାଲିଛି ।


