ମେକ୍ସିକୋ : ଦୁବୃର୍ତ୍ତଙ୍କ ଆଖିବୁଜା ଗୁଳିମାଡ଼ରେ ୧୦ ମୃତ । ମେକ୍ସିକୋର ପୁଲବା ଠାରେ ଗୁଳିମାଡ଼ ହୋଇଥିବାର ସୂଚନା ରହିଛି। ମୃତକଙ୍କ ମଧ୍ୟରେ ୬ ପୁରୁଷ, ୩ ଜଣ ମହିଳା ଓ ଜଣେ ଶିଶୁ ରହିଛନ୍ତି । ଆକ୍ରମଣର କାରଣ ଅସ୍ପଷ୍ଟ ଥିବାବେବେଳେ ସୁରକ୍ଷାକର୍ମୀ ସର୍ଚ୍ଚ ଅପରେସନ ଜାରି ରଖିଛନ୍ତି ।