କୋଲକାତା : ୫୦ ଲକ୍ଷ ଲାଞ୍ଚ ନେଇ ବନ୍ଧା ହେଲେ ସେନା କର୍ଣ୍ଣେଲ । କର୍ଣ୍ଣେଲ ହିମାଂଶୁ ବାଲିଙ୍କୁ ଗିରଫ କଲା ସିବିଆଇ । କୋଲକତାର ସେନା ଅର୍ଡନାନ୍ସ କୋରରେ ନିଯୋଜିତ ଥିଲେ । ଟେଣ୍ଡର ପ୍ରକ୍ରିୟାରେ କର୍ଣ୍ଣେଲ ହେରଫେର କରିଥିବା ଅଭିଯୋଗ ହୋଇଛି ।