Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଯୁକ୍ତ ଦୁଇ ରେଜଲ୍ଟ : ଛାତ୍ରଙ୍କୁ ପଛରେ ପକାଇଲେ ଛାତ୍ରୀ
ଆଜିର ଖବର

ଯୁକ୍ତ ଦୁଇ ରେଜଲ୍ଟ : ଛାତ୍ରଙ୍କୁ ପଛରେ ପକାଇଲେ ଛାତ୍ରୀ

May 20, 2026No Comments1 Min Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ଵର : ଚଳିତ ଯୁକ୍ତ ଦୁଇ ପରୀକ୍ଷାରେ ଛାତ୍ରଙ୍କୁ ପଛରେ ପକାଇଲେ ଛାତ୍ରୀ । ଏଥର ପ୍ରାୟ ୩ ଲକ୍ଷ ୯୮ ହଜାର ପିଲା ପରୀକ୍ଷା ଦେଇଥିବା ବେଳେ ପାସ୍ କରିଛନ୍ତି ୩ ଲକ୍ଷ ୪୧ ହଜାର ୭୮୧ ଜଣ। ବିଜ୍ଞାନରେ ମୋଟ୍ ପାସ୍ ହାର ରହିଛି ୮୮. ୮୦ ପ୍ରତିଶତ । ସେଥିରୁ ପୁଅଙ୍କ ପାସହାର ୮୭.୪୧ ପ୍ରତିଶତ ଥିବା ବେଳେ ଝିଅଙ୍କ ପାସ ହାର ରହିଛି ୯୦.୨୪ ପ୍ରତିଶତ ରହିଛି । ଗତବର୍ଷ ପାସ୍ ହାର ୮୩. ୪୫ ପ୍ରତିଶତ ଥିବା ବେଳେ ଏଥର ୨.୪୦ ପ୍ରତିଶତ ବଢ଼ି ପହଞ୍ଚିଛି ୮୫.୮୫ ପ୍ରତିଶତରେ।

କଳାରେ ପୁଅଙ୍କ ପାସ୍ ହାର ୮୪.୫୦ ପ୍ରତିଶତ ଓ ଝିଅଙ୍କ ପାସ୍ ହାର ରହିଛି ୮୯.୪୫ ପ୍ରତିଶତ। ବାଣିଜ୍ୟରେ ମୋଟ୍ ୨୪ ହଜାର ୬୨୧ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିବା ବେଳେ ଏଠି ବି ପୁଅଙ୍କୁ ପଛରେ ପକାଇଛନ୍ତି ଝିଅ। ପୁଅଙ୍କ ପାସ ହାର ୮୬.୬୭ ପ୍ରତିଶତ, ଝିଅଙ୍କ ପାସ ହାର ରହିଛି ୯୦.୪୩ ପ୍ରତିଶତ।

ସେହିଭଳି ଧନ୍ଦାମୂଳକ ଶିକ୍ଷାରେ ପାସହାର ରହିଛି ୭୭.୮୨ ପ୍ରତିଶତ। ରିଚେକିଂ ପାଇଁ ଆସନ୍ତା ୨୭ ତାରିଖ ସୁଦ୍ଧା ପ୍ରକାଶ ପାଇବ ବିଜ୍ଞପ୍ତି। ସେହିପରି ଆସନ୍ତାକାଲିଠାରୁ ପ୍ରୋଭିଜିନାଲ ମାର୍କସିଟ ଡିଜି ଲକରରେ ଉପଲବ୍ଧ ହେବ ବୋଲି ସୂଚନା ରହିଛି ।

ଯୁକ୍ତ ଦୁଇ ରେଜଲ୍ଟ
Share. Facebook Twitter LinkedIn Email WhatsApp Copy Link

Related Posts

୧୦ଟି ପ୍ରସ୍ତାବକୁ ମିଳିଲା କ୍ୟାବିନେଟ ମଞ୍ଜୁରୀ

May 20, 2026

ଇରାନ ଯୁଦ୍ଧ ମଧ୍ୟରେ ଡୋନାଲ୍ଡ ଟ୍ରମ୍ପଙ୍କୁ ଭେଟିବେ ପ୍ରଧାନମନ୍ତ୍ରୀ ମୋଦି !

May 20, 2026

ପୁରା ଗାଁ ମିଶି ମାରିଦେଲେ : ଯୁବକଙ୍କୁ ପିଟିପିଟି ହତ୍ୟା

May 20, 2026

ବେଆଇନ ପଥର ଖଣିରେ ରେଡ

May 20, 2026
Latest News

ଯୁକ୍ତ ଦୁଇ ରେଜଲ୍ଟ : ଛାତ୍ରଙ୍କୁ ପଛରେ ପକାଇଲେ ଛାତ୍ରୀ

May 20, 2026

୧୦ଟି ପ୍ରସ୍ତାବକୁ ମିଳିଲା କ୍ୟାବିନେଟ ମଞ୍ଜୁରୀ

May 20, 2026

ଇରାନ ଯୁଦ୍ଧ ମଧ୍ୟରେ ଡୋନାଲ୍ଡ ଟ୍ରମ୍ପଙ୍କୁ ଭେଟିବେ ପ୍ରଧାନମନ୍ତ୍ରୀ ମୋଦି !

May 20, 2026

ପୁରା ଗାଁ ମିଶି ମାରିଦେଲେ : ଯୁବକଙ୍କୁ ପିଟିପିଟି ହତ୍ୟା

May 20, 2026

ବେଆଇନ ପଥର ଖଣିରେ ରେଡ

May 20, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.