Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଗିରିରୋଡ୍ ବର୍ବରତା : ଦୁଇ ଗିରଫ
ଆଜିର ଖବର

ଗିରିରୋଡ୍ ବର୍ବରତା : ଦୁଇ ଗିରଫ

May 20, 2026No Comments1 Min Read
Share Facebook Twitter LinkedIn Email WhatsApp Copy Link

ବ୍ରହ୍ମପୁର : ବ୍ରହ୍ମପୁର ଗିରିରୋଡ୍ ବର୍ବରତା ଘଟଣାରେ ଅଭିଯୁକ୍ତ ରାଜ୍ ମାଲହୋତ୍ରା ଓ ଲିଙ୍ଗରାଜ ସାମଲଙ୍କୁ ବ୍ରହ୍ମପୁର ଟାଉନ ଥାନା ପୋଲିସ ଗିରଫ କରିଛି । ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିବା ସହ ପୋଲିସ ୨ଟି ସ୍କୁଟର, ଗୋଟିଏ ଲାଠି ଓ ଗୋଟିଏ ମୋବାଇଲ ଜବତ କରିଛି । ତେବେ ମୁଖ୍ୟ ଅଭିଯୁକ୍ତ ସନ୍ଦୀପ ସାହୁ ଏଯାଏଁ ଫେରାର ଥିବା ପୋଲିସ କହିଛି । ଗିରିରୋଡ୍ ବର୍ବରତା ପଛରେ ଗ୍ୟାଙ୍ଗୱାର ଲିଙ୍କ ଥିବାର ପୋଲିସ ସନ୍ଦେହ କରୁଛି ।

ଗିରିରୋଡ୍ ବର୍ବରତା ଦୁଇ ଗିରଫ
Share. Facebook Twitter LinkedIn Email WhatsApp Copy Link

Related Posts

ଭାରତ ଅନ୍ତର୍ଜାତୀୟ ଚାଉଳ ସମ୍ମିଳନୀ: ଓଡିଶାର ୧୫ ପ୍ରକାର ପାରମ୍ପାରିକ ଧାନ ଓ ଚାଉଳ ପ୍ରଦର୍ଶିତ କଲା ଓରମାସ୍‌

October 23, 2026

Jio IPO Record: ବିଶ୍ୱରେ ପ୍ରଥମ ଥର ପାଇଁ ଜିଓ ଆଇପିଓର ଆବେଦନ ସଂଖ୍ୟା ୧ କୋଟି ଟପିଲା

October 23, 2026

ଆର୍‌ଆଣ୍ଡବି ସହକାରୀ ନିର୍ବାହୀ ଯନ୍ତ୍ରୀ ତପନ ସେଠୀ ଗିରଫ

October 23, 2026

ଅନ୍ନାମାଲାଇଙ୍କ ସ୍ପଷ୍ଟୀକରଣ: ସିଜେପି ଏଜେଣ୍ଡା ଅଲଗା, କେବେ ବି ସମର୍ଥନ କରିବେ ନାହିଁ

October 23, 2026
Latest News

ଭାରତ ଅନ୍ତର୍ଜାତୀୟ ଚାଉଳ ସମ୍ମିଳନୀ: ଓଡିଶାର ୧୫ ପ୍ରକାର ପାରମ୍ପାରିକ ଧାନ ଓ ଚାଉଳ ପ୍ରଦର୍ଶିତ କଲା ଓରମାସ୍‌

October 23, 2026

Jio IPO Record: ବିଶ୍ୱରେ ପ୍ରଥମ ଥର ପାଇଁ ଜିଓ ଆଇପିଓର ଆବେଦନ ସଂଖ୍ୟା ୧ କୋଟି ଟପିଲା

October 23, 2026

ଆର୍‌ଆଣ୍ଡବି ସହକାରୀ ନିର୍ବାହୀ ଯନ୍ତ୍ରୀ ତପନ ସେଠୀ ଗିରଫ

October 23, 2026

ଅନ୍ନାମାଲାଇଙ୍କ ସ୍ପଷ୍ଟୀକରଣ: ସିଜେପି ଏଜେଣ୍ଡା ଅଲଗା, କେବେ ବି ସମର୍ଥନ କରିବେ ନାହିଁ

October 23, 2026

ଘରୁ ଡାକି ନେଇ ଯୁବକକୁ ହତ୍ୟା, ବାଲୁଗାଁରୁ ଅଭିଯୁକ୍ତ ଗିରଫ

October 23, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.