ଦିଗପହଣ୍ଡି : ମଥୁରା ଗାଁରେ ବୋମା ବିସ୍ଫୋରଣରେ ଯୁବକ ମୃତ । ପୋଖରୀ ନିକଟରେ ଘୁଷୁରି ଚରାଉଥିବା ବେଳେ ଯୁବଙ୍କ ମୃତ୍ୟୁ ହୋଇଛି । ବନ୍ୟଜନ୍ତୁ ଶିକାର ପାଇଁ ଖଞ୍ଜା ହୋଇଥିବା ହାତ ତିଆରି ବୋମା ଯୋଗୁଁ ବିସ୍ଫୋରଣ ଘଟିଥିଲା । ଏହି ବିସ୍ଫୋରଣରେ ଯୁବଙ୍କ ର ମୃତ୍ୟୁ ହୋଇଥିଲା । ଶବ ବ୍ୟବଛେଦ କରି ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି ପୋଲିସ ।


