ବୌଦ୍ଧ : ହାଇୱାକୁ ପଛପଟୁ ଧକ୍କା ଦେଲା ବାଇକ । ଦୁଇ ମୃତ । ପୁରୁଣାକଟକ ଥାନା କରଞ୍ଜକଟା ହାଟପଦା ଛକ ନିକଟରେ ଦୁର୍ଘଟଣା ଘଟିଛି । ମୃତକ ଦ୍ୱୟ ଏକ ରେଲୱେ ଠିକା ସଂସ୍ଥାରେ ଜେସିବି ଡ୍ରାଇଭର ରୂପେ କାର୍ଯ୍ୟ କରୁଥିଲେ । ରାସ୍ତାକଡରେ ବେଆଇନ ପାର୍କିଂ କରିଥିଲା ହାଇୱା । ମୃତଦେହକୁ ବ୍ୟବଛେଦ ପାଇଁ ପଠାଇ ପୋଲିସ ଏହାର ତଦନ୍ତ ଜାରି ରଖିଛି ।


