ନୂଆଦିଲ୍ଲୀ: କର୍ଣ୍ଣାଟକରେ ଡିକେ ଶିବକୁମାର ଯୁଗ ଆରମ୍ଭ ହୋଇଛି। ଡିକେ ଶିବକୁମାରଙ୍କ ନୂତନ ମନ୍ତ୍ରିମଣ୍ଡଳର ଅଂଶ ଭାବରେ ତେର ଜଣ ନୂତନ ମନ୍ତ୍ରୀ ଶପଥ ଗ୍ରହଣ କରୁଛନ୍ତି। ଶପଥ ଗ୍ରହଣ ପୂର୍ବରୁ ସିଦ୍ଧରମୈୟା ଡିକେ ଶିବକୁମାରଙ୍କୁ ପୁଷ୍ପଗୁଚ୍ଛ ଦେଇ ସ୍ୱାଗତ କରିଥିଲେ। ଏହି ଅବସରରେ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ ଏବଂ ରାହୁଲ ଗାନ୍ଧୀ ମଧ୍ୟ ଉପସ୍ଥିତ ଥିଲେ।


