Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ପାରିବାରିକ କଳହର କରୁଣ ପରିଣତି: ବାପ ପୁଅଙ୍କ ଆତ୍ମହତ୍ୟା, ଏକାଠି ଜଳିଲା ଜୁଇ 
ଆଜିର ଖବର

ପାରିବାରିକ କଳହର କରୁଣ ପରିଣତି: ବାପ ପୁଅଙ୍କ ଆତ୍ମହତ୍ୟା, ଏକାଠି ଜଳିଲା ଜୁଇ 

June 6, 2026No Comments1 Min Read
Share Facebook Twitter LinkedIn Email WhatsApp Copy Link
ବାଣପୁର
ପାରିବାରିକ କଳହର କରୁଣ ପରିଣତି: ବାପ ପୁଅଙ୍କ ଆତ୍ମହତ୍ୟା, ଏକାଠି ଜଳିଲା ଜୁଇ 

ବାଣପୁର: ବାଣପୁର ଥାନା ଅନ୍ତର୍ଗତ କୁମାରାଙ୍ଗ ଗ୍ରାମ ପଞ୍ଚାୟତର କେଶପୁର ଗ୍ରାମରେ ଘଟିଯାଇଛି ଏକ ଅଭାବନୀୟ ଘଟଣା। ପାରିବାରିକ କଳହର କରୁଣ ପରିଣତି କେତେ ଯେ ଭୟଙ୍କର ତାହା ଉକ୍ତ ପରିବାରର ବାପ ଓ ପୁଅ ଉଭୟଙ୍କ ଆତ୍ମହତ୍ୟାରୁ ସ୍ପଷ୍ଟ ଜଣାପଡୁଛି।

ଘଟଣାରୁ ପ୍ରକାଶ କେଶପୁର ଗ୍ରାମର ତୋଫାନ ପ୍ରଧାନ କିଛିଦିନ ପୂର୍ବେ ପରିବାରର ଗୁଜୁରାଣ ମେଣ୍ଟାଇବା ପାଇଁ ବିଦେଶ ଯାଇ ଫେରିଥିବା ବେଳେ ଘରେ ଆଉ ଦୁଇଭାଇ ଵି ଅଛନ୍ତି। କିନ୍ତୁ ବିଦେଶରୁ ଫେରିବା ପରେ ବାପା ନବଘନ ପ୍ରଧାନ ପୁଅକୁ ଗ୍ରାମରେ କିଛି ବ୍ୟକ୍ତିଙ୍କ ଠାରୁ ଟଙ୍କା କରଜ କରିଥିବା ଜଣାଇଥିଲେ।

ତେବେ ଗତକାଲି ଉକ୍ତ କଥାକୁ ନେଇ ବାପ ପୁଅଙ୍କ ମଧ୍ୟରେ କଥା କଟାକଟି ହୋଇଥିଲା। ବାପା ନବଘନ ଉତକ୍ଷିପ୍ତ ହୋଇ ଘରୁ ଆତ୍ମହତ୍ୟା କରିବାକୁ କହି ଚାଲିଯାଇ ବାଲୁଗାଁ ଟ୍ରେନ ଲାଇନକୁ ଡେଇଁ ପଡ଼ିଥିଲେ। ପୁଅ ମଧ୍ୟ ରାଗରେ ଘରେ ଥିବା ଚାଉଳ ପୋକ ମରା ଔଷଧ ପିଇ ଦେଇଥିଲା। ଉଭୟ ଭୁବନେଶ୍ୱର ଡାକ୍ତର ଖାନାରେ ଚିକିତ୍ସା ଅବସ୍ଥାରେ ମୃତ୍ୟୁ ବରଣ କରିଥିବା ଜଣାପଡିଛି।

ଆଜି ଉଭୟଙ୍କ ମର ଶରୀର ଗାଁକୁ ଆସିବାରେ ଗ୍ରାମରେ ଏକ ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିଲା। ଉଭୟଙ୍କ ଜୁଇ ଗାଁ ସ୍ମଶାନରେ ଜଳିଥିବା ବେଳେ ନବଘନ ଜଣେ ମେଳାପୀ ଏବଂ ସାଧାସିଧା ଲୋକ ଥିଲେ ବୋଲି ଗ୍ରାମବାସୀ କହିଛନ୍ତି।

କୁମାରାଙ୍ଗ ଗ୍ରାମ ପାରିବାରିକ କଳହ ବାଣପୁର ବାପ ପୁଅଙ୍କ ଆତ୍ମହତ୍ୟା
Share. Facebook Twitter LinkedIn Email WhatsApp Copy Link

Related Posts

ଛାତ୍ରଛାତ୍ରୀମାନଙ୍କ ନିକଟରେ ମୁଣ୍ଡ ନୁଆଁଇଲେ ଝାଡ଼ଖଣ୍ଡ ସରକାର!: ରଦ୍ଦ ହେବ ୧୪ତମ JPSC ପରୀକ୍ଷା

August 17, 2026

ହକି ବିଶ୍ଵକପ-୨୦୨୬: ଆଜି ଇଂଲଣ୍ଡ ବିରୋଧରେ ଇତିହାସ ରଚିବ ଟିମ୍ ଇଣ୍ଡିଆ

August 17, 2026

ଜଳବନ୍ଦୀ ପ୍ରବଣ ଅଞ୍ଚଳଗୁଡ଼ିକରେ ଟ୍ରେନ୍ ଚଳାଚଳ ସୁଗମ କରିବା ପାଇଁ ରେଳ ମନ୍ତ୍ରୀଙ୍କ ସମୀକ୍ଷା

August 17, 2026

90,000 କୋଟିର ଚୁକ୍ତି!: ଭାରତକୁ ଛଅଟି ଘାତକ ବୁଡ଼ାଜାହାଜ ଯୋଗାଇବ ଜର୍ମାନୀ

August 17, 2026
Latest News

ଛାତ୍ରଛାତ୍ରୀମାନଙ୍କ ନିକଟରେ ମୁଣ୍ଡ ନୁଆଁଇଲେ ଝାଡ଼ଖଣ୍ଡ ସରକାର!: ରଦ୍ଦ ହେବ ୧୪ତମ JPSC ପରୀକ୍ଷା

August 17, 2026

ହକି ବିଶ୍ଵକପ-୨୦୨୬: ଆଜି ଇଂଲଣ୍ଡ ବିରୋଧରେ ଇତିହାସ ରଚିବ ଟିମ୍ ଇଣ୍ଡିଆ

August 17, 2026

ଜଳବନ୍ଦୀ ପ୍ରବଣ ଅଞ୍ଚଳଗୁଡ଼ିକରେ ଟ୍ରେନ୍ ଚଳାଚଳ ସୁଗମ କରିବା ପାଇଁ ରେଳ ମନ୍ତ୍ରୀଙ୍କ ସମୀକ୍ଷା

August 17, 2026

90,000 କୋଟିର ଚୁକ୍ତି!: ଭାରତକୁ ଛଅଟି ଘାତକ ବୁଡ଼ାଜାହାଜ ଯୋଗାଇବ ଜର୍ମାନୀ

August 17, 2026

“୨୪ ଘଣ୍ଟା ମଧ୍ୟରେ ‘ମାନସିକ ନକ୍ସଲ’ ଙ୍କ ପରିଚୟ ମିଳିଛି”: ଚିଦାମ୍ବରମଙ୍କୁ ବିଜେପି ର ଆକ୍ରମଣ

August 17, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.