ଭୁବନେଶ୍ବର : ତଦନ୍ତ କମିଶନ ଫାଇଲ ଗାଏବକୁ ନେଇ କ୍ୟାପିଟାଲ ଥାନାରେ ଏଫଆଇଆର । ଏଫଆଇଆର ଦାଖଲ କରିଛନ୍ତି ଗୃହ ବିଭାଗର ଯୁଗ୍ମ ସଚିବ ଶରତ ଚନ୍ଦ୍ର ମାରାଣ୍ଡି । ନାଇଡୁ କମିଶନ ଫାଇଲ ଗାଏବ ହୋଇଥିବା ଅଭିଯୋଗ ହୋଇଛି । ସମ ହସ୍ପିଟାଲ ଅଗ୍ନିକାଣ୍ଡର ଆରଡ଼ିସି ଗାଏବ ନେଇ ଅଭିଯୋଗ ହୋଇଛି ।