Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଭାରତୀୟ ରେଳପଥ ପକ୍ଷରୁ ବଡ଼ ନିଷ୍ପତ୍ତି: ଏହି ଏକ୍ସପ୍ରେସ ଟ୍ରେନରେ ସଂଯୋଗ ହେଲା ଅତିରିକ୍ତ କୋଚ୍
ଆଜିର ଖବର

ଭାରତୀୟ ରେଳପଥ ପକ୍ଷରୁ ବଡ଼ ନିଷ୍ପତ୍ତି: ଏହି ଏକ୍ସପ୍ରେସ ଟ୍ରେନରେ ସଂଯୋଗ ହେଲା ଅତିରିକ୍ତ କୋଚ୍

June 19, 2026No Comments1 Min Read
Share Facebook Twitter LinkedIn Email WhatsApp Copy Link
ଭାରତୀୟ ରେଳପଥ
ଭାରତୀୟ ରେଳପଥ ପକ୍ଷରୁ ବଡ଼ ନିଷ୍ପତ୍ତି: ଏହି ଏକ୍ସପ୍ରେସ ଟ୍ରେନରେ ସଂଯୋଗ ହେଲା ଅତିରିକ୍ତ କୋଚ୍

ଭୁବନେଶ୍ୱର: ଯାତ୍ରୀମାନଙ୍କୁ ଅଧିକ ଆରାମଦାୟକ ଭ୍ରମଣ ସୁବିଧା ଯୋଗାଇଦେବା ଏବଂ ଆଗାମୀ ସପ୍ତାହରେ ବଢୁଥିବା ଯାତ୍ରୀଙ୍କ ଭିଡ଼କୁ ନିୟନ୍ତ୍ରଣ କରିବା ପାଇଁ ଭାରତୀୟ ରେଳପଥ ପକ୍ଷରୁ କେତେକ ଏକ୍ସପ୍ରେସ ଟ୍ରେନରେ ଅସ୍ଥାୟୀ ଭାବେ ଅତିରିକ୍ତ କୋଚ୍ ସଂଯୋଗ କରିବାକୁ ନିଷ୍ପତ୍ତି ନିଆଯାଇଛି।

* ଟ୍ରେନ୍ ନମ୍ବର ୧୨୮୩୭ ହାୱଡା–ପୁରୀ ଏକ୍ସପ୍ରେସରେ ୨୦ ଜୁନ୍ରୁ ୨୬ ଜୁନ୍ ୨୦୨୬ ପର୍ଯ୍ୟନ୍ତ ଗୋଟିଏ ସ୍ଲିପର କ୍ଲାସ କୋଚ୍ ସଂଯୋଗ କରାଯିବ।

ସେହିଭଳି, ଟ୍ରେନ୍ ନମ୍ବର ୧୮୦୩୯ ଶାଲିମାର–ପୁରୀ ଏକ୍ସପ୍ରେସରେ ୨୧ ଜୁନ୍ ୨୦୨୬ ଦିନ ଗୋଟିଏ ସ୍ଲିପର କ୍ଲାସ କୋଚ୍ ସଂଯୋଗ କରାଯିବ।

* ଟ୍ରେନ୍ ନମ୍ବର ୧୮୦୪୫ ଶାଲିମାର–ଚର୍ଲାପଲ୍ଲୀ ଇଷ୍ଟ କୋଷ୍ଟ ଏକ୍ସପ୍ରେସରେ ୨୦ ଜୁନ୍ରୁ ୨୬ ଜୁନ୍ ୨୦୨୬ ପର୍ଯ୍ୟନ୍ତ ଗୋଟିଏ ଅତିରିକ୍ତ ଏସି ୩-ଟାୟାର ସଂଯୋଗ କରାଯିବ।

* ଟ୍ରେନ୍ ନମ୍ବର ୧୮୦୬୩ ସାନ୍ତ୍ରାଗାଛି–ୟେଲହଙ୍କା ଏସି ଏକ୍ସପ୍ରେସରେ ୨୫ ଜୁନ୍ ୨୦୨୬ ଦିନ ଗୋଟିଏ ଅତିରିକ୍ତ ଏସି ୩-ଟାୟାର କୋଚ୍ କୋଚ୍ ବୃଦ୍ଧି କରାଯିବ।

* ଟ୍ରେନ୍ ନମ୍ବର ୧୮୧୦୭ ରାଉରକେଲା–ଜଗଦଲପୁର ଇଣ୍ଟରସିଟି ଏକ୍ସପ୍ରେସରେ ୨୦ ଜୁନ୍ ୨୦୨୬ ଦିନ ଗୋଟିଏ ଅତିରିକ୍ତ ସ୍ଲିପର କ୍ଲାସ କୋଚ୍ ସଂଯୋଗ କରାଯିବ।

ଏହି ଅସ୍ଥାୟୀ କୋଚ୍ ବୃଦ୍ଧି ଫଳରେ ଏହି ରୁଟ୍‌ରେ ଯାତ୍ରା କରୁଥିବା ଯାତ୍ରୀମାନଙ୍କୁ ଅଧିକ ବର୍ଥ ଉପଲବ୍ଧ ହେବ ଏବଂ ଏହି ସମୟ ମଧ୍ୟରେ ବଢୁଥିବା ଯାତ୍ରା ଚାହିଦାକୁ ପୂରଣ କରିବାରେ ସହାୟକ ହେବ।

ଅତିରିକ୍ତ କୋଚ୍ ଏକ୍ସପ୍ରେସ ଟ୍ରେନ ଭାରତୀୟ ରେଳପଥ
Share. Facebook Twitter LinkedIn Email WhatsApp Copy Link

Related Posts

ରାଇରଙ୍ଗପୁରରେ ପହଞ୍ଚିଲେ ରାଷ୍ଟ୍ରପତି, ପାଗ ଖରାପ ଯୋଗୁଁ କଲାଇଲୁଣ୍ଡାରୁ ସଡକ ପଥରେ ଆସିଲେ

June 19, 2026

Jio AI Roadmap: ଆକାଶ ଅମ୍ବାନୀ କହିଲେ କଲ୍, ବ୍ୟବସାୟ ଏବଂ କୃଷି ପର୍ଯ୍ୟନ୍ତ ପହଞ୍ଚିବ ଏଆଇ

June 19, 2026

ଏବେ IPLରେ ପ୍ରବେଶ କରିବେ ଯୁବରାଜ ସିଂହ: ଏହି ଦଳର ହେବେ ‘କୋଚ୍’

June 19, 2026

Jio IPO: ଜିଓ ଆଇପିଓ ନେଇ ଘୋଷଣା କଲେ ମୁକେଶ ଆମ୍ବାନୀ, ଆସିବ ୨୭ କୋଟି ସେୟାରର ନୂଆ ଇସ୍ୟୁ

June 19, 2026
Latest News

ଭାରତୀୟ ରେଳପଥ ପକ୍ଷରୁ ବଡ଼ ନିଷ୍ପତ୍ତି: ଏହି ଏକ୍ସପ୍ରେସ ଟ୍ରେନରେ ସଂଯୋଗ ହେଲା ଅତିରିକ୍ତ କୋଚ୍

June 19, 2026

ରାଇରଙ୍ଗପୁରରେ ପହଞ୍ଚିଲେ ରାଷ୍ଟ୍ରପତି, ପାଗ ଖରାପ ଯୋଗୁଁ କଲାଇଲୁଣ୍ଡାରୁ ସଡକ ପଥରେ ଆସିଲେ

June 19, 2026

Jio AI Roadmap: ଆକାଶ ଅମ୍ବାନୀ କହିଲେ କଲ୍, ବ୍ୟବସାୟ ଏବଂ କୃଷି ପର୍ଯ୍ୟନ୍ତ ପହଞ୍ଚିବ ଏଆଇ

June 19, 2026

ଏବେ IPLରେ ପ୍ରବେଶ କରିବେ ଯୁବରାଜ ସିଂହ: ଏହି ଦଳର ହେବେ ‘କୋଚ୍’

June 19, 2026

Jio IPO: ଜିଓ ଆଇପିଓ ନେଇ ଘୋଷଣା କଲେ ମୁକେଶ ଆମ୍ବାନୀ, ଆସିବ ୨୭ କୋଟି ସେୟାରର ନୂଆ ଇସ୍ୟୁ

June 19, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.