Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ସମ୍ବଲପୁରରେ ଭିଡ ହିଂସା! ପିଲାଚୋର ସନ୍ଦେହରେ ପ୍ରବାସୀ ଶ୍ରମିକଙ୍କୁ ଆକ୍ରମଣ
ଆଜିର ଖବର

ସମ୍ବଲପୁରରେ ଭିଡ ହିଂସା! ପିଲାଚୋର ସନ୍ଦେହରେ ପ୍ରବାସୀ ଶ୍ରମିକଙ୍କୁ ଆକ୍ରମଣ

June 22, 2026No Comments1 Min Read
Share Facebook Twitter LinkedIn Email WhatsApp Copy Link

ସମ୍ବଲପୁର : ସହରରେ ଭିଡ ହିଂସାକୁ ନେଇ ଚାଞ୍ଚଲ୍ୟ ସୃଷ୍ଟି ହୋଇଛି । ବଡବଜାରରେ ପିଲାଚୋର ସନ୍ଦେହରେ କେରଳର ଜଣେ ପ୍ରବାସୀ ଶ୍ରମିକକୁ କିଛି ଲୋକ ଆକ୍ରମଣ କରିଛନ୍ତି । ତେବେ ଠିକ ସମୟରେ ପୋଲିସ ପହଞ୍ଚି ଯାଇଥିବାରୁ ପ୍ରବାସୀ ଶ୍ରମିକ ଜଣକ ଅଳ୍ପକେ ରକ୍ଷା ପାଇଯାଇଥିଲେ।

ମିଳିଥିବା ସୂଚନା ଅନୁସାରେ କେରଳର ବିଷ୍ଣୁ କେସ ନାମକ ଜଣେ ଶ୍ରମିକ ବରଗଡର ୱେଲ୍ଡିଂ ଗ୍ଯାରେଜରେ କାମ କରୁଥିଲେ, ମାତ୍ର ନିକଟରେ ସେ ସମ୍ବଲପୁରକୁ କାମ ସନ୍ଧାନରେ ଆସିଥିଲେ । ତାଙ୍କର ଭାଷା ଅଲଗା ଥିବାରୁ ଲୋକେ ତାଙ୍କୁ ପିଲାଚୋର ସନ୍ଦେହରେ ଆକ୍ରମଣ କରିଥିଲେ ।

ଅପରପକ୍ଷରେ ହୀରାକୁଦରେ ଠିକା କାମକୁ ନେଇ ମଧ୍ୟ ଜଣେ ମହିଳା ଏବଂ ତାଙ୍କ ପୁଅ ସମେତ ତିନି ଜଣଙ୍କ ଉପରେ ଆକ୍ରମଣ ହୋଇଥିଲା । ଏବେ ଶୀତଳଷଷ୍ଠୀ ଚାଲିଥିବାବେଳେ ସହରରେ ଏପରି ଭିଡ ହିଂସା ସହରର ଆଇନ ପରିସ୍ଥିତି ଉପରେ ପ୍ରଶ୍ନ ଉଠାଉଛି । ଗୁଜବ କୁ ନେଇ ହେଉଥିବା ହିଂସା କେବଳ ସମ୍ବଲପୁର ସହର ନୁହେଁ, ବରଂ ରାଜ୍ୟର ଅନ୍ୟ ସହରରେ ମଧ୍ୟ ଦେଖା ଯାଉଛି । ଏପରି ସ୍ଥଳେ ସରକାର ଓ ପୋଲିସ ଉଭୟ ଦୃଷ୍ଟାନ୍ତମୂଳକ କାର୍ଯ୍ୟ କରିବାର ଆବଶ୍ୟକତା ରହିଛି ।

lawandorder ଭିଡ ହିଂସା
Share. Facebook Twitter LinkedIn Email WhatsApp Copy Link

Related Posts

ଆଜି ଜୁଲାଇ ୧୨ ତାରିଖ ରବିବାରରେ ଏହି ରାଶି ପାଇଁ ରହିଛି ଲାଭର ଯୋଗ: ଜାଣନ୍ତୁ ରାଶିଫଳ

July 12, 2026

ନିଶୁଳ୍କ ଚକ୍ଷୁ ପରୀକ୍ଷା ଶିବିର ଆୟୋଜନ

July 11, 2026

ମେଧା ବଗି କାରଖାନାରେ ଇଞ୍ଜିନିୟର ଓ ଉତ୍ପାଦନ ଦଳ ସହ ମତ ବିନିମୟ କଲେ ରେଳମନ୍ତ୍ରୀ

July 11, 2026

‘ଜୟପ୍ରକାଶ ନାରାୟଣ ପୁସ୍ତକାଳୟ’ର ଉଦ୍‌ଘାଟନ କଲେ ଅମିତ ଶାହ

July 11, 2026
Latest News

ଆଜି ଜୁଲାଇ ୧୨ ତାରିଖ ରବିବାରରେ ଏହି ରାଶି ପାଇଁ ରହିଛି ଲାଭର ଯୋଗ: ଜାଣନ୍ତୁ ରାଶିଫଳ

July 12, 2026

ନିଶୁଳ୍କ ଚକ୍ଷୁ ପରୀକ୍ଷା ଶିବିର ଆୟୋଜନ

July 11, 2026

ମେଧା ବଗି କାରଖାନାରେ ଇଞ୍ଜିନିୟର ଓ ଉତ୍ପାଦନ ଦଳ ସହ ମତ ବିନିମୟ କଲେ ରେଳମନ୍ତ୍ରୀ

July 11, 2026

‘ଜୟପ୍ରକାଶ ନାରାୟଣ ପୁସ୍ତକାଳୟ’ର ଉଦ୍‌ଘାଟନ କଲେ ଅମିତ ଶାହ

July 11, 2026

“ଆମ ଦଳକୁ ବିଭାଜିତ କରିବାକୁ ଚେଷ୍ଟା, ବିଧାୟକଙ୍କୁ ୩୦ କୋଟି ଅଫର”: ଓମାର ଅବଦୁଲ୍ଲାଙ୍କ ଦାବି

July 11, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.