Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ମହାନଦୀ ଜଳ ବିବାଦ: ଆଜି ଟ୍ରିବ୍ୟୁନାଲରେ ଗୁରୁତ୍ୱପୂର୍ଣ୍ଣ ଶୁଣାଣି
ଆଜିର ଖବର

ମହାନଦୀ ଜଳ ବିବାଦ: ଆଜି ଟ୍ରିବ୍ୟୁନାଲରେ ଗୁରୁତ୍ୱପୂର୍ଣ୍ଣ ଶୁଣାଣି

June 27, 2026No Comments1 Min Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ଵର :  ମହାନଦୀ ଜଳ ବିବାଦ ଟ୍ରିବ୍ୟୁନାଲରେ ଏକ ଗୁରୁତ୍ୱପୂର୍ଣ୍ଣ ଶୁଣାଣି ହେବ। ଓଡ଼ିଶା ଓ ଛତିଶଗଡ଼ ମଧ୍ୟରେ ଦୀର୍ଘଦିନ ଧରି ଚାଲିଥିବା ଜଳ ବଣ୍ଟନ ବିବାଦର ସମାଧାନ ଦିଗରେ ଏହି ଶୁଣାଣିକୁ ଗୁରୁତ୍ୱପୂର୍ଣ୍ଣ ମୋଡ଼ ଭାବେ ଦେଖାଯାଉଛି।

ନୂଆଦିଲ୍ଲୀରେ ଉଭୟ ରାଜ୍ୟର ଆଇନ ଓ ପ୍ରାବୃତ୍ତିକ ଟିମ୍‌ ମଧ୍ୟରେ ହୋଇଥିବା ଆଲୋଚନାର ଅଗ୍ରଗତି ରିପୋର୍ଟ ଟ୍ରିବ୍ୟୁନାଲ ନିକଟରେ ଦାଖଲ କରାଯିବ।

ସୂଚନା ଅନୁଯାୟୀ, କିଛି ପ୍ରସଙ୍ଗରେ ଉଭୟ ରାଜ୍ୟ ମଧ୍ୟରେ ସହମତି ହୋଇଥିଲେ ମଧ୍ୟ ଅନେକ ଗୁରୁତ୍ୱପୂର୍ଣ୍ଣ ବିଷୟ ଏବେ ମଧ୍ୟ ଅନିର୍ଣ୍ଣୀତ ରହିଛି। ଟ୍ରିବ୍ୟୁନାଲ ସେହି ବିଷୟଗୁଡ଼ିକର ସମୀକ୍ଷା କରିବ।

ଏହି ଶୁଣାଣିରେ କେନ୍ଦ୍ରୀୟ ଜଳ ଆୟୋଗ (CWC) ଅଧିକାରୀମାନେ ମଧ୍ୟ ଉପସ୍ଥିତ ରହିପାରନ୍ତି।

ଚଳିତ ଗ୍ରୀଷ୍ମକାଳରେ ମହାନଦୀର ଅନେକ ଅଞ୍ଚଳ ଶୁଖିଲା ପଡ଼ିଥିବାରୁ ସ୍ଥିତି ନେଇ ଚିନ୍ତା ବଢ଼ିଛି। ଯଦି ଶୀଘ୍ର ସମାଧାନ ନ ଆସେ, ଆଗାମୀ ଦିନରେ ଜଳ ସଙ୍କଟ ଗଭୀର ହେବାର ଆଶଙ୍କା ରହିଛି।

ଟ୍ରିବ୍ୟୁନାଲ ମହାନଦୀ ଜଳ ବିବାଦ
Share. Facebook Twitter LinkedIn Email WhatsApp Copy Link

Related Posts

ଷ୍ଟ୍ରିଟ୍‌ ଲାଇଟ୍‌ ପାଣ୍ଠି ହେରଫେର ମାମଲାରେ ୩ ଗିରଫ

November 22, 2026

ବିହାରର ଦୁଇ ବନ୍ଧୁକ ବେପାରୀ ଗିରଫ: ଜଟଣୀରୁ ୬ ପିସ୍ତଲ ଓ ୮ ଗୁଳି ଜବତ

November 22, 2026

ଭାରତ ଏଆଇ ବିପ୍ଳବର ନେତୃତ୍ୱ ନେଇପାରିବ: ପ୍ରଫେସର ସିତାରାମ

November 22, 2026

ଭୁବନେଶ୍ୱରରେ ‘ପୂର୍ବାଞ୍ଚଳ ଆଞ୍ଚଳିକ କୃଷି ମେଳା ୨୦୨୬’ ଉଦ୍‌ଯାପିତ

November 22, 2026
Latest News

ଷ୍ଟ୍ରିଟ୍‌ ଲାଇଟ୍‌ ପାଣ୍ଠି ହେରଫେର ମାମଲାରେ ୩ ଗିରଫ

November 22, 2026

ବିହାରର ଦୁଇ ବନ୍ଧୁକ ବେପାରୀ ଗିରଫ: ଜଟଣୀରୁ ୬ ପିସ୍ତଲ ଓ ୮ ଗୁଳି ଜବତ

November 22, 2026

‘ଅପରେସନ୍ ମନସୁନ୍ ଥଣ୍ଡର’ର ସଫଳତା ପାଇଁ ଏନସିବି ଓ ୟୁଏସ୍ ଡିଇଏକୁ ଗୃହମନ୍ତ୍ରୀଙ୍କ ଅଭିନନ୍ଦନ

November 22, 2026

୩.୮୩ କୋଟିର ସୁନା ବିସ୍କୁଟ ଜବତ, ଦୁଇ ଜଣ ଗିରଫ

November 22, 2026

ଭାରତ ଏଆଇ ବିପ୍ଳବର ନେତୃତ୍ୱ ନେଇପାରିବ: ପ୍ରଫେସର ସିତାରାମ

November 22, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.