ଭ୍ବୁବନେଶ୍ବର : ଲଗାଣ ବର୍ଷା ପାଇଁ 7 ଜିଲ୍ଲାର ସବୁ ସ୍କୁଲ ଛୁଟି । କଟକ, ସୁବର୍ଣ୍ଣପୁର, ବୌଦ୍ଧ, ନୂଆପଡା, କନ୍ଧମାଳ, ସମ୍ବଲପୁର ଓ ବଲାଙ୍ଗିର ଜିଲ୍ଲାର ସବୁ ସ୍କୁଲ ଛୁଟି ଘୋଷଣା । ସମ୍ବଲପୁର ମହାନଗର ନିଗମ ଓ ଧନକଉଡା ବ୍ଲକର ସବୁ ସ୍କୁଲ ଛୁଟି ଘୋଷଣା ହୋଇଛି । ଲଗାଣ ବର୍ଷା ପାଇଁ ଗାଁ ଠୁ ସହର ସବୁ ଜଳମୟ ହୋଇଯାଇଛି ।


