Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ପିଏମ୍ ଇ-ଡ୍ରାଇଭ୍ ଯୋଜନାରେ ଓଡିଶାକୁ ୪୦.୫ କୋଟି ମଞ୍ଜୁର
ଆଜିର ଖବର

ପିଏମ୍ ଇ-ଡ୍ରାଇଭ୍ ଯୋଜନାରେ ଓଡିଶାକୁ ୪୦.୫ କୋଟି ମଞ୍ଜୁର

July 25, 2026No Comments1 Min Read
Share Facebook Twitter LinkedIn Email WhatsApp Copy Link
EV
ପିଏମ୍ ଇ-ଡ୍ରାଇଭ୍ ଯୋଜନାରେ ଓଡିଶାକୁ ୪୦.୫ କୋଟି ମଞ୍ଜୁର

ଭୁବନେଶ୍ଵର: ଓଡ଼ିଶାରେ ବୈଦ୍ୟୁତିକ ଯାନ ବ୍ୟବହାରକୁ ପ୍ରୋତ୍ସାହନ ଦେବା ପାଇଁ କେନ୍ଦ୍ର ସରକାର ପିଏମ୍ ଇ-ଡ୍ରାଇଭ୍ ଯୋଜନାରେ ରାଜ୍ୟକୁ ୪୦ କୋଟି ୫୦ ଲକ୍ଷ ୭୫ ହଜାର ୭୪୦ ଟଙ୍କା ଅନୁଦାନ ମଞ୍ଜୁର କରିଛନ୍ତି। ଏଥି ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କୁ କୃତଜ୍ଞତା ଜଣାଇଛନ୍ତି ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନା। ସେ କହିଛନ୍ତି, ଜୁନ୍ ୨୦୨୬ରେ ଇଭି ବିକ୍ରିରେ ଓଡ଼ିଶା ଦେଶର ଅଗ୍ରଣୀ ରାଜ୍ୟ ଭାବେ ପରିଗଣିତ ହୋଇଛି।

ସେହିପରି ରାଜ୍ୟ ସରକାର STA ଓ OSRTC ମାଧ୍ୟମରେ ପ୍ରଥମ ପର୍ଯ୍ୟାୟରେ ୫୦୦ରୁ ଅଧିକ ଇଭି ଚାର୍ଜିଂ ଷ୍ଟେସନ୍ ସ୍ଥାପନ ପାଇଁ ମଧ୍ୟ ପଦକ୍ଷେପ ନେଇଛନ୍ତି। ଏହି ଯୋଜନାରେ ପ୍ରଥମ ପର୍ଯ୍ୟାୟରେ ରାଜ୍ୟର ୬ଟି ସହରର ୧୭୦ଟି ସ୍ଥାନରେ ୬୮୮ଟି ଇଭି ଚାର୍ଜର ଓ ୪ଟି ବ୍ୟାଟେରି ସ୍ୱାପିଂ ଷ୍ଟେସନ୍ ସ୍ଥାପନ କରାଯିବ । ଚାର୍ଜିଂ ଷ୍ଟେସନ୍ଗୁଡ଼ିକ ସରକାରୀ କାର୍ଯ୍ୟାଳୟ, ରେଳ ଷ୍ଟେସନ୍, ହସ୍ପିଟାଲ୍, ଶିକ୍ଷାନୁଷ୍ଠାନ, ପାର୍କିଂ ସ୍ଥାନ ଓ ପ୍ରମୁଖ ସଡ଼କ ନିକଟରେ ନିର୍ମାଣ ହେବ।

Bibhuti Jena EV Infrastructure ଅନୁଦାନ ମଞ୍ଜୁର କେନ୍ଦ୍ର ସରକାର ବୈଦ୍ୟୁତିକ ଯାନ ବ୍ୟବହାର
Share. Facebook Twitter LinkedIn Email WhatsApp Copy Link

Related Posts

Pahlé India Foundation Report: ସ୍ଥାୟୀ ଉତ୍ପାଦନରୁ ରାଜ୍ୟ ମଧ୍ୟରେ ଅଧିକ ମୂଲ୍ୟ ସୃଷ୍ଟି କରିପାରିବ ଓଡିଶା

October 25, 2026

ବିଜେପିକୁ ଧନ୍ୟବାଦ ଦେଲେ ରାହୁଲ ଗାନ୍ଧୀ: ଜାଣନ୍ତୁ କାହିଁକି?

October 25, 2026

‘ନୀତୀଶ ଗଲେ ପାର୍ଟି ଶେଷ’: ଜେଡିୟୁରୁ ବହିଷ୍କାର ପରେ ଅନନ୍ତ ସିଂହଙ୍କ ବଡ଼ ବୟାନ

October 25, 2026

ସମ୍ପତ୍ତି ଲୋଭରେ ମା’କୁ ହତ୍ୟା ଅଭିଯୋଗ! ଝିଅ ଗିରଫ

October 25, 2026
Latest News

Pahlé India Foundation Report: ସ୍ଥାୟୀ ଉତ୍ପାଦନରୁ ରାଜ୍ୟ ମଧ୍ୟରେ ଅଧିକ ମୂଲ୍ୟ ସୃଷ୍ଟି କରିପାରିବ ଓଡିଶା

October 25, 2026

ବିଜେପିକୁ ଧନ୍ୟବାଦ ଦେଲେ ରାହୁଲ ଗାନ୍ଧୀ: ଜାଣନ୍ତୁ କାହିଁକି?

October 25, 2026

‘ନୀତୀଶ ଗଲେ ପାର୍ଟି ଶେଷ’: ଜେଡିୟୁରୁ ବହିଷ୍କାର ପରେ ଅନନ୍ତ ସିଂହଙ୍କ ବଡ଼ ବୟାନ

October 25, 2026

ସମ୍ପତ୍ତି ଲୋଭରେ ମା’କୁ ହତ୍ୟା ଅଭିଯୋଗ! ଝିଅ ଗିରଫ

October 25, 2026

ସାଉଦି ଆରବ ତୈଳ ପ୍ରତିଷ୍ଠାନ ଓ ବିମାନବନ୍ଦର ଉପରେ ହୁତି ଆକ୍ରମଣ

October 25, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.