Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ପ୍ରବଳ ବର୍ଷାରେ ବୁଡ଼ିଲା ଦିଲ୍ଲୀ ଅନ୍ତର୍ଜାତୀୟ ବିମାନ ବନ୍ଦର
ଆଜିର ଖବର

ପ୍ରବଳ ବର୍ଷାରେ ବୁଡ଼ିଲା ଦିଲ୍ଲୀ ଅନ୍ତର୍ଜାତୀୟ ବିମାନ ବନ୍ଦର

September 4, 2026No Comments1 Min Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ: ଆଜି ଅପରାହ୍ନରେ ଆରମ୍ଭ ହୋଇଥିବା ଲଗାଣ ବର୍ଷା ଓ ଘଡ଼ଘଡ଼ି ଯୋଗୁଁ ଜାତୀୟ ରାଜଧାନୀ ଦିଲ୍ଲୀ ଏବଂ ଏନସିଆର ଅଞ୍ଚଳରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି। ସକାଳୁ ଆକାଶ ମେଘାଚ୍ଛନ୍ନ ରହିବା ପରେ ଅପରାହ୍ନରେ ପ୍ରବଳ ବର୍ଷା ହୋଇଥିଲା। ଏହାଯୋଗୁଁ ଦିଲ୍ଲୀର ଇନ୍ଦିରା ଗାନ୍ଧୀ ଅନ୍ତର୍ଜାତୀୟ ବିମାନବନ୍ଦର ବାହାରେ ଏବଂ ପ୍ରବେଶ ପଥରେ ବ୍ୟାପକ ପାଣି ଜମି ରହିବା ସହ ଯାତ୍ରୀମାନେ ଘୋର ଅସୁବିଧାର ସମ୍ମୁଖୀନ ହୋଇଛନ୍ତି। ଖରାପ ପାଣିପାଗ ଏବଂ କମ୍ ଦୃଶ୍ୟମାନତା ଯୋଗୁଁ ଅପରାହ୍ନ ୩:୩୦ ରୁ ୪:୩୦ ମଧ୍ୟରେ ଦିଲ୍ଲୀ ବିମାନବନ୍ଦରରେ ଅବତରଣ କରିବାକୁ ଥିବା ୯ଟି ବିମାନର ରୁଟ୍ ବଦଳାଯାଇଛି ସୁବ୍ରୋତୋ ପାର୍କ, କନାଟ ପ୍ଲେସ, ଆକବର ରୋଡ୍ ଏବଂ ଗୁରୁଗ୍ରାମର ବିଭିନ୍ନ ତଳିଆ ଅଞ୍ଚଳ ଜଳମଗ୍ନ ହୋଇପଡ଼ିଛି। ଗୁରୁଗ୍ରାମରେ ଜଳବନ୍ଦୀ ସମସ୍ୟା ରୋକିବା ପାଇଁ ଜିଲ୍ଲା ପ୍ରଶାସନ କରିଥିବା ସମସ୍ତ ଦାବି ଏବଂ ପ୍ରସ୍ତୁତି ନିଷଫଳ ସାବ୍ୟସ୍ତ ହୋଇଛି, ଯାହାଯୋଗୁଁ ସାଧାରଣ ଯାତ୍ରୀ ଓ ସ୍ଥାନୀୟ ବାସିନ୍ଦା ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଭାରତୀୟ ପାଣିପାଗ ବିଭାଗ  ଏହି ବର୍ଷା ଓ ଝଡ଼ବର୍ଷାକୁ ଦୃଷ୍ଟିରେ ରଖି ଦିଲ୍ଲୀ-ଏନସିଆର ପାଇଁ ଆଲର୍ଟ ଜାରି କରିଛି। ଶନିବାର ମଧ୍ୟ ଆକାଶ ମେଘାଚ୍ଛନ୍ନ ରହିବା ସହ ପ୍ରବଳ ବର୍ଷା ହେବାର ପୂର୍ବାନୁମାନ କରାଯାଇଛି।

Delhi International Airport submerged due to heavy rain.
Share. Facebook Twitter LinkedIn Email WhatsApp Copy Link

Related Posts

ରାଜରାସ୍ତାରେ ଜନ୍ମାଷ୍ଟମୀ ପାଳିଲେ ଶିକ୍ଷକ ସମାଜ, ଆସନ୍ତାକାଲି ମହାସମାବେଶ: ସମନ୍ୱୟ ସମିତି

September 4, 2026

ଭାରତ ଏବଂ ଜାପାନ ମଧ୍ୟରେ ହେବ ଐତିହାସିକ ଟି-୨୦ ମ୍ୟାଚ୍: ଜାଣନ୍ତୁ କେବେ?

September 4, 2026

ଓଡ଼ିଶାରେ ଜିଓ ଡିଜିଟାଲ କ୍ରାନ୍ତିର ସ୍ୱର୍ଣ୍ଣିମ ୧୦ ବର୍ଷ: ଯୋଡ଼ି ହେଲେ ପ୍ରାୟ ୨ କୋଟି ମୋବାଇଲ ଗ୍ରାହକ

September 4, 2026

ଅଭିଷେକ ବାନାର୍ଜୀଙ୍କ କାର୍ଯ୍ୟାଳୟ କୋଠାରେ ଲାଗିଲା ନୋଟିସ୍: ଖାଲି କରିବାକୁ ନିର୍ଦ୍ଦେଶ

September 4, 2026
Latest News

ପ୍ରବଳ ବର୍ଷାରେ ବୁଡ଼ିଲା ଦିଲ୍ଲୀ ଅନ୍ତର୍ଜାତୀୟ ବିମାନ ବନ୍ଦର

September 4, 2026

ରାଜରାସ୍ତାରେ ଜନ୍ମାଷ୍ଟମୀ ପାଳିଲେ ଶିକ୍ଷକ ସମାଜ, ଆସନ୍ତାକାଲି ମହାସମାବେଶ: ସମନ୍ୱୟ ସମିତି

September 4, 2026

ଭାରତ ଏବଂ ଜାପାନ ମଧ୍ୟରେ ହେବ ଐତିହାସିକ ଟି-୨୦ ମ୍ୟାଚ୍: ଜାଣନ୍ତୁ କେବେ?

September 4, 2026

ଓଡ଼ିଶାରେ ଜିଓ ଡିଜିଟାଲ କ୍ରାନ୍ତିର ସ୍ୱର୍ଣ୍ଣିମ ୧୦ ବର୍ଷ: ଯୋଡ଼ି ହେଲେ ପ୍ରାୟ ୨ କୋଟି ମୋବାଇଲ ଗ୍ରାହକ

September 4, 2026

ଅଭିଷେକ ବାନାର୍ଜୀଙ୍କ କାର୍ଯ୍ୟାଳୟ କୋଠାରେ ଲାଗିଲା ନୋଟିସ୍: ଖାଲି କରିବାକୁ ନିର୍ଦ୍ଦେଶ

September 4, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.