Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ତୃତୀୟ ଆଶେସ୍‌ ଟେଷ୍ଟ : ଚମକପ୍ରଦ ବିଜୟ ସହିତ ଇଂଲଣ୍ଡର ପ୍ରତ୍ୟାବର୍ତ୍ତନ
ଆଜିର ଖବର

ତୃତୀୟ ଆଶେସ୍‌ ଟେଷ୍ଟ : ଚମକପ୍ରଦ ବିଜୟ ସହିତ ଇଂଲଣ୍ଡର ପ୍ରତ୍ୟାବର୍ତ୍ତନ

August 26, 2019No Comments1 Min Read
Share Facebook Twitter LinkedIn Email WhatsApp Copy Link

ଚଳିତ ଆଶେସ୍‌ ସିରିଜ୍‌ର ତୃତୀୟ ଟେଷ୍ଟରେ ଇଂଲଣ୍ଡ ଚମକପ୍ରଦ ବିଜୟ ହାସଲ କରିଛି । ଏହି ବିଜୟ ସହିତ ବର୍ତ୍ତମାନ ସିରିଜ୍‌ 1-1ରେ ପହଞ୍ଚିଛି । ପ୍ରଥମ ଇନିଂସରେ ମାତ୍ର 67 ରନ୍‌ରେ ଅଲ୍‌ଆଉଟ୍‌ ହୋଇଥିବା ଇଂଲଣ୍ଡ 359 ରନ୍‌ର ପିଛା କରୁଥିବା ବେଳେ 9 ଓ୍ବିକେଟ ହରାଇ ବିଜୟ ଲକ୍ଷ୍ୟ ହାସଲ କରିଛି । 359 ରନ୍‌ର ପିଛା କରି 286 ରନ୍‌ରେ ନବମ ଓ୍ବିକେଟ୍‌ ହରାଇବା ପରେ ବେନ୍‌ ଷ୍ଟୋକ୍ସ ଅନ୍ତିମ ଓ୍ବିକେଟ୍‌ରେ ଜ୍ୟାକ୍‌ ଲିଚ୍‌(1) ଙ୍କ ସହିତ 76 ରନ୍‌ର ଭାଗିଦାରୀ କରି ଦଳକୁ ବିଜୟୀ କରାଇଥିଲେ । ଇଂଲଣ୍ଡ ପକ୍ଷରୁ ଷ୍ଟୋକ୍ସ 219 ବଲ୍‌ର ସମ୍ମୁଖୀନ ହୋଇ 135 ରନ୍‌ ସଂଗ୍ରହ କରିଥିଲେ । ଷ୍ଟୋକ୍ସଙ୍କ ଇନିଂସରେ 11ଟି ଚୌକା ଏବଂ 8ଟି ଛକ୍କା ସାମିଲ ଥିଲା । ଅନ୍ୟମାନଙ୍କ ମଧ୍ୟରେ ଅଧିନାୟକ ଜୋ ରୁଟ୍‌ 77, ଜେ ଡେନ୍‌ଲି 50 ଏବଂ ଜନି ବାୟେରେଷ୍ଟୋ36 ରନ୍‌ ସଂଗ୍ରହ କରିଥିଲେ । ଅଷ୍ଟ୍ରେଲିଆ ପକ୍ଷରୁ ହାଜେଲଉଡ୍‌ ସର୍ବାଧିକ 4ଟି ଓ୍ବିକେଟ୍‌ ଅକ୍ତିଆର କରିଥିବା ବେଳେ ନାଥାନ ଲିୟନ 2ଟି ଓ୍ବିକେଟ୍‌ ଅକ୍ତିଆର କରିଥିଲେ । ବେନ୍‌ ଷ୍ଟୋକ୍ସଙ୍କୁ ପ୍ଲେୟାର ଅଫ୍‌ ଦି ମ୍ୟାଚ୍‌ ଘୋଷଣା କରାଯାଇଥିଲା ।

Share. Facebook Twitter LinkedIn Email WhatsApp Copy Link

Related Posts

ଜାନୁଆରୀ ୨୬ ପୂର୍ବରୁ ବଡ଼ ଆତଙ୍କବାଦୀ ଯୋଜନାର ପର୍ଦ୍ଦାଫାଶ, ୨.୫ କିଲୋଗ୍ରାମ RDX ସହିତ ୪ ଗିରଫ

January 24, 2026

‘ସୁଭାଷ ଚନ୍ଦ୍ର ବୋଷ ଆପଦା ପ୍ରବନ୍ଧନ ପୁରସ୍କାର-୨୦୨୬’ ପାଇଁ ଦୁଇଟି ପୁରସ୍କାର ଘୋଷଣା

January 24, 2026

ନେଦରଲ୍ୟାଣ୍ଡସ୍‌ରେ ଏଏସ୍‍ଏମ୍‍ଏଲ୍‍ ମୁଖ୍ୟାଳୟ ପରିଦର୍ଶନ କଲେ କେନ୍ଦ୍ରମନ୍ତ୍ରୀ

January 24, 2026

ଥିରୁଅନନ୍ତପୁରମଠାରେ ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ଶିଳାନ୍ୟାସ, ଉଦଘାଟନ ଓ ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ

January 24, 2026
Latest News

ICC ODI ରାଙ୍କିଂ: ବିରାଟ କୋହଲିଙ୍କୁ ଝଟକା ଦେଇ ଶୀର୍ଷ ଆସନ ଅକ୍ତିଆର କଲେ ଡାରିଲ ମିଚେଲ

January 24, 2026

ଜାନୁଆରୀ ୨୬ ପୂର୍ବରୁ ବଡ଼ ଆତଙ୍କବାଦୀ ଯୋଜନାର ପର୍ଦ୍ଦାଫାଶ, ୨.୫ କିଲୋଗ୍ରାମ RDX ସହିତ ୪ ଗିରଫ

January 24, 2026

ମତ୍ସ୍ୟ-ପ୍ରାଣୀ ସମାବେଶର ଶେଷ ଦିନ: ଜନ ସମୁଦ୍ର ପାଲଟିଲା ଜନତା ମଇଦାନ

January 24, 2026

ରୋଜଗାର ମେଳା: ଆଜି ୬୧ ହଜାରରୁ ଅଧିକ ଯୁବକଯୁବତୀଙ୍କୁ ନିଯୁକ୍ତି ପତ୍ର ବଣ୍ଟନ କରିବେ ପ୍ରଧାନମନ୍ତ୍ରୀ

January 24, 2026

‘ସୁଭାଷ ଚନ୍ଦ୍ର ବୋଷ ଆପଦା ପ୍ରବନ୍ଧନ ପୁରସ୍କାର-୨୦୨୬’ ପାଇଁ ଦୁଇଟି ପୁରସ୍କାର ଘୋଷଣା

January 24, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.