ସ୍ତ୍ରୀର ପରକିୟା ପ୍ରୀତି ସନ୍ଦେହରେ ସ୍ୱାମୀ ଉଠାଇଛି ଚରମ ପଦକ୍ଷେପ । ଉତ୍ତ୍ୟକ୍ତ ସ୍ୱାମୀ ଏକ ଶାବଳରେ ପିଟି ପିଟି ସ୍ତ୍ରୀକୁ ହତ୍ୟା କରିବା ସହିତ ମୁଣ୍ଡକାଟି ଦେଇଛି । ଅସ୍ତରଙ୍ଗ ଥାନା ଅନ୍ତର୍ଗତ ରାଇବେରୁଆଁ ଗାଁରେ ଏଡି ଘଟଣା ଘଟିଥିବା ବେଳେ ଅଭିଯୁକ୍ତ ସ୍ବାମୀ କଟାମୁଣ୍ଡ ସହିତ ଅସ୍ତରଙ୍ଗ ଥାନାରେ ଆତ୍ମସମର୍ପଣ କରିଛି । ମୃତ ମହିଳାଙ୍କ ନାଁ ଅନ୍ନପୂର୍ଣ୍ଣା ବେହେରା ଏବଂ ଅଭିଯୁକ୍ତ ସ୍ୱାମୀର ନାଁ ଗଣେଶ ବେହେରା ବୋଲି ପୋଲିସ୍ ସୂତ୍ରରୁ ଜଣାପଡିଛି ।