Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଦୁଇ ହଜାର ବର୍ଷର ପ୍ରାଚୀନ ‘ଅସୁରଗଡ଼’ ପ୍ରତ୍ନତାତ୍ତ୍ୱିକ ସ୍ଥଳୀ ପରିଦର୍ଶନ କଲେ ଧର୍ମେନ୍ଦ୍ର ପ୍ରଧାନ
ଆଜିର ଖବର

ଦୁଇ ହଜାର ବର୍ଷର ପ୍ରାଚୀନ ‘ଅସୁରଗଡ଼’ ପ୍ରତ୍ନତାତ୍ତ୍ୱିକ ସ୍ଥଳୀ ପରିଦର୍ଶନ କଲେ ଧର୍ମେନ୍ଦ୍ର ପ୍ରଧାନ

September 7, 2026No Comments1 Min Read
Share Facebook Twitter LinkedIn Email WhatsApp Copy Link
D. Pradhan visits 2,000-year-old Asurgarh archaeological site
D. Pradhan visits 2,000-year-old Asurgarh archaeological site

ଭୁବନେଶ୍ଵର: ସମ୍ବଲପୁର ସାଂସଦ ଧର୍ମେନ୍ଦ୍ର ପ୍ରଧାନ ବରଗଡ଼ ଜିଲ୍ଲାର ବରପାଲି ନିକଟସ୍ଥ ପ୍ରାୟ ଦୁଇ ହଜାର ବର୍ଷର ପ୍ରାଚୀନ ‘ଅସୁରଗଡ଼’ ପ୍ରତ୍ନତାତ୍ତ୍ୱିକ ସ୍ଥଳୀ ପରିଦର୍ଶନ କରିଛନ୍ତି। ସେ କହିଛନ୍ତି , ଏହି ପ୍ରାଚୀନ ସ୍ଥଳୀ ସମୃଦ୍ଧ ସଂସ୍କୃତି ଓ ସଭ୍ୟତାର ଏକ ଅନନ୍ୟ ଗନ୍ତାଘର। ହରପ୍ପା ଓ ମୋହେଞ୍ଜୋଦାରୋ ଭଳି ସମ୍ବଲପୁର ଅଞ୍ଚଳରେ ଅନେକ ଐତିହାସିକ ପ୍ରତ୍ନତାତ୍ତ୍ୱିକ ଧରୋହର ରହିଛି। ଡବଲ ଇଞ୍ଜିନ ସରକାରଙ୍କ ମିଳିତ ସହଯୋଗରେ ଏହି ପ୍ରାଚୀନ ଐତିହ୍ୟକୁ ଲୋକଲୋଚନକୁ ଆଣିବା ଦ୍ୱାରା ଛାତ୍ରଛାତ୍ରୀଙ୍କ ମଧ୍ୟରେ ଇତିହାସ ବୋଧ ବୃଦ୍ଧି ପାଇବା ସହ ପର୍ଯ୍ୟଟନର ବିକାଶ ହେବ। ଏହି ପ୍ରାଚୀନ ଐତିହ୍ୟକୁ ସଂରକ୍ଷିତ ରଖିବା ଓ ଆଗାମୀ ପିଢ଼ି ନିକଟରେ ପହଞ୍ଚାଇବା ସମସ୍ତଙ୍କର କର୍ତ୍ତବ୍ୟ ବୋଲି ଶ୍ରୀ ପ୍ରଧାନ କହିଛନ୍ତି।

'ଅସୁରଗଡ଼' Asurgarh archaeological site ଧର୍ମେନ୍ଦ୍ର ପ୍ରଧାନ ପ୍ରତ୍ନତାତ୍ତ୍ୱିକ ସ୍ଥଳୀ ବରଗଡ ଜିଲ୍ଲା ବରପାଲି ସମ୍ବଲପୁର ସାଂସଦ
Share. Facebook Twitter LinkedIn Email WhatsApp Copy Link

Related Posts

ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବର ଦ୍ୱିତୀୟ ସନ୍ଧ୍ୟାରେ ତେଜେନ୍ଦ୍ରଙ୍କ ସରୋଦ, ଲିପ୍ସାଙ୍କ ଓଡିଶୀ 

September 7, 2026

ଦିଲ୍ଲୀ ଗସ୍ତ ସାରି ଓଡ଼ିଶା ପ୍ରତ୍ୟାବର୍ତ୍ତନ କଲେରାଜ୍ୟପାଳ ଡ.ହରିବାବୁ କମ୍ଭମପାଟି

September 7, 2026

ଆଜି ସେପ୍ଟେମ୍ବର ସାତରେ ଏହି ସାତୋଟି ରାଶି ରୁହନ୍ତ ସାବଧାନ

September 7, 2026

INDIAର PM ଚେହେରା କିଏ? ରାହୁଲ ବନାମ ବିଜୟ ଚର୍ଚ୍ଚାରେ ହଲଚଲ୍ ରାଜନୀତି

September 6, 2026
Latest News

ଦୁଇ ହଜାର ବର୍ଷର ପ୍ରାଚୀନ ‘ଅସୁରଗଡ଼’ ପ୍ରତ୍ନତାତ୍ତ୍ୱିକ ସ୍ଥଳୀ ପରିଦର୍ଶନ କଲେ ଧର୍ମେନ୍ଦ୍ର ପ୍ରଧାନ

September 7, 2026

ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବର ଦ୍ୱିତୀୟ ସନ୍ଧ୍ୟାରେ ତେଜେନ୍ଦ୍ରଙ୍କ ସରୋଦ, ଲିପ୍ସାଙ୍କ ଓଡିଶୀ 

September 7, 2026

ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱରେ ୨୦୨୯ ସୁଦ୍ଧା ‘ନିଶାମୁକ୍ତ ଭାରତ’ ସଙ୍କଳ୍ପ ପୂରଣ ହେବ: ଗୃହମନ୍ତ୍ରୀ

September 7, 2026

ଦିଲ୍ଲୀ ଗସ୍ତ ସାରି ଓଡ଼ିଶା ପ୍ରତ୍ୟାବର୍ତ୍ତନ କଲେରାଜ୍ୟପାଳ ଡ.ହରିବାବୁ କମ୍ଭମପାଟି

September 7, 2026

ଆଜି ସେପ୍ଟେମ୍ବର ସାତରେ ଏହି ସାତୋଟି ରାଶି ରୁହନ୍ତ ସାବଧାନ

September 7, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.