Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଡଲାର ତୁଳନାରେ 51 ପଇସା ଦୁର୍ବଳ ଭାରତୀୟ ମୁଦ୍ରା : 11 ବର୍ଷରେ ଛୁଇଁଲା ସର୍ବନିମ୍ନ ସ୍ତର
ଆଜିର ଖବର

ଡଲାର ତୁଳନାରେ 51 ପଇସା ଦୁର୍ବଳ ଭାରତୀୟ ମୁଦ୍ରା : 11 ବର୍ଷରେ ଛୁଇଁଲା ସର୍ବନିମ୍ନ ସ୍ତର

August 26, 2019No Comments1 Min Read
Share Facebook Twitter LinkedIn Email WhatsApp Copy Link

ଭାରତୀୟ ଅର୍ଥନୀତି ଏକ ନୂତନ ସମସ୍ୟାର ସମ୍ମୁଖୀନ ହୋଇଛି । ଅନ୍ତର୍ଜାତୀୟ ଅର୍ଥନୀତି ତଳୁଆ ରହିବା ପ୍ରଭାବରେ ଦୀର୍ଘ 11 ବର୍ଷର ରେକର୍ଡ ଭାଙ୍ଗି ସର୍ବନିମ୍ନ ସ୍ତରରେ ପହଞ୍ଚିଛି ଭାରତୀୟ ମୁଦ୍ରାର ବିନିମୟ ମୂଲ୍ୟ । ସୋମବାର ପ୍ରକାଶିତ ସୂଚନା ଅନୁଯାୟୀ ପଇସାର ମୂଲ୍ୟ 51 ପଇସା ହ୍ରାସ ପାଇ 72.17 ପଇସାରେ ପହଞ୍ଚିଛି । ଶୁକ୍ରବାର ଡଲାରର ବିନିମୟ ମୂଲ୍ୟ 71.66 ପଇସା ରହିଥିଲା । ଏହି ସମୟରେ ଚୀନ୍‌ର ଅର୍ଥନୀତି ମଧ୍ୟ ତଳୁଆ ରହିଛି । ଡଲାର ତୁଳନାରେ ୟେନ୍‌ର ମୂଲ୍ୟ 7.1487 ୟେନ୍‌ ରହିଛି । ଶୁକ୍ରବାର ବିଭିନ୍ନ ଚିନ ଉତ୍ପାଦ ଉପରେ ଆମେରିକା ବର୍ହିଶୁଳ୍କ ବଢାଇବା ପରେ ଚୀନ୍‌ ପକ୍ଷରୁ ସମାନ ପଦକ୍ଷେପ ନିଆଯାଇ ଆମେରିକୀୟ ଉତ୍ପାଦ ଉପରେ ବର୍ହିଶୁଳ୍କ ବଢାଯାଇଥିଲା । ଏହାର ପ୍ରଭାବ ସିଧାସଳଖ ସମଗ୍ର ଅନ୍ତର୍ଜାତୀୟ ଅର୍ଥନୀତି ଉପରେ ପଡିଛି । ଏହି ସମୟରେ ଅଶୋଧିତ ତୈଳର ମୂଲ୍ୟ ହ୍ରାସ ପାଇ ବ୍ୟାରେଲ ପିଛା 58.66 ଡଲାର ରହିଛି ।

Share. Facebook Twitter LinkedIn Email WhatsApp Copy Link

Related Posts

ଲୋଇସିଂହାଠାରେ ନମୋ ଯୁବ ଗଣଦୌଡ଼ର ଶୁଭାରମ୍ଭ କଲେ ସ୍ବାସ୍ଥ୍ୟମନ୍ତ୍ରୀ

September 22, 2025

କାର୍ତ୍ତିକ ମାସ ପୂର୍ବରୁ ଛତିଶା ନିଯୋଗ ଓ ନୀତି ସବ୍ କମିଟିର ବୈଠକ

September 22, 2025

ଭୁବନେଶ୍ୱରଠାରେ ଭିଜନ ଓଡିଶା ହେଲଥ୍ କନକ୍ଲେଭ-2025 ଅନୁଷ୍ଠିତ

September 22, 2025

ଦୃଷ୍ଟିହୀନଙ୍କ ପାଇଁ କଲେଜ ଓ ଛାତ୍ରାବାସର ଭିତ୍ତିପ୍ରସ୍ତର କଲେ କେନ୍ଦ୍ର ଗୃହମନ୍ତ୍ରୀ

September 22, 2025
Latest News

ଲୋଇସିଂହାଠାରେ ନମୋ ଯୁବ ଗଣଦୌଡ଼ର ଶୁଭାରମ୍ଭ କଲେ ସ୍ବାସ୍ଥ୍ୟମନ୍ତ୍ରୀ

September 22, 2025

କାର୍ତ୍ତିକ ମାସ ପୂର୍ବରୁ ଛତିଶା ନିଯୋଗ ଓ ନୀତି ସବ୍ କମିଟିର ବୈଠକ

September 22, 2025

ଭୁବନେଶ୍ୱରଠାରେ ଭିଜନ ଓଡିଶା ହେଲଥ୍ କନକ୍ଲେଭ-2025 ଅନୁଷ୍ଠିତ

September 22, 2025

ଦୃଷ୍ଟିହୀନଙ୍କ ପାଇଁ କଲେଜ ଓ ଛାତ୍ରାବାସର ଭିତ୍ତିପ୍ରସ୍ତର କଲେ କେନ୍ଦ୍ର ଗୃହମନ୍ତ୍ରୀ

September 22, 2025

ଆଜି ସେପ୍ଟେମ୍ବର ୨୨ ତାରିଖ ସୋମବାରରେ ନଅଟି ରାଶି ପ୍ରତି ସୂର୍ଯ୍ୟ ଦେବଙ୍କର ରହିଛି ଆଶୀର୍ବାଦ

September 22, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.