Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଦ୍ବୈତ ସ୍ବାର୍ଥ ମାମଲା : ସେପ୍ଟେମ୍ବର 26ରେ ବିସିସିଆଇ ସମ୍ମୁଖରେ ହାଜର ହେବେ ଦ୍ରାବିଡ୍‌
ଆଜିର ଖବର

ଦ୍ବୈତ ସ୍ବାର୍ଥ ମାମଲା : ସେପ୍ଟେମ୍ବର 26ରେ ବିସିସିଆଇ ସମ୍ମୁଖରେ ହାଜର ହେବେ ଦ୍ରାବିଡ୍‌

August 26, 2019No Comments1 Min Read
Share Facebook Twitter LinkedIn Email WhatsApp Copy Link
aswin mankaded staying within the line
aswin mankaded staying within the line

ଦ୍ବୈତ ସ୍ବାର୍ଥ ମାମଲାରେ ପୂର୍ବତନ ଭାରତୀୟ ଅଧିନାୟକ ତଥା ଭାରତୀୟ ଜୁନିୟର ଦଳର ପ୍ରଶିକ୍ଷକ ରାହୁଲ ଦ୍ରାବିଡଙ୍କୁ ଆସନ୍ତା ମାସରେ ବିସିସିଆଇ ସମ୍ମୁଖରେ ହାଜର ହେବେ । ଆସନ୍ତା ସେପ୍ଟେମ୍ବର 26 ତାରିଖରେ ବିସିସିଆଇର ମୁମ୍ବାଇ କାର୍ଯ୍ୟାଳୟରେ ଦ୍ରାବିଡଙ୍କୁ ହାଜର ହେବାର ନିର୍ଦ୍ଦେଶ ଦେଇଛନ୍ତି ବିସିସିଆଇ ଲୋକପାଳ ଜଷ୍ଟିସ୍ ଡିକେ ଜୈନ୍ । ଦ୍ବୈତ ସ୍ବାର୍ଥ ମାମଲା ନେଇ ଦ୍ରାବିଡଙ୍କ ବିପକ୍ଷରେ ମଧ୍ୟପ୍ରଦେଶ କ୍ରିକେଟ୍‌ ସଂଘର ସଦସ୍ୟ ସଞ୍ଜୀବ ଗୁପ୍ତାଙ୍କ ଅଭିଯୋଗ ପରେ ଲୋକପାଳ ଏହି ନିର୍ଦ୍ଦେଶ ଦେଇଛନ୍ତି । ଏହା ସହିତ କମିଟି ସମ୍ମୁଖରେ ହାଜର ହେବା ପୂର୍ବରୁ ଦ୍ରାବିଡଙ୍କୁ ଲିଖିତ ଭାବରେ ଉତ୍ତର ରଖିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ଜୈନ୍‌ । ଉଲ୍ଲେଖଯୋଗ୍ୟ ଯେ, ବିସିସିଆଇର ନିୟମ ଅନୁଯାୟୀ କୌଣସି ବ୍ୟକ୍ତି ଏକା ସାଙ୍ଗରେ ଦୁଇଟି ପଦବୀରେ ରହି ପାରିବେ ନାହିଁ । ଦ୍ରାବିଡ୍‌ ଜୁନିୟର ଦଳର ପ୍ରଶିକ୍ଷକ ଏବଂ ଏନ୍‌ସିଏର ମୁଖ୍ୟ ରହିବା ସହିତ ଇଣ୍ଡିଆ ସିମେଣ୍ଟସର ସଭାପତି ରହିଛନ୍ତି ।

Share. Facebook Twitter LinkedIn Email WhatsApp Copy Link

Related Posts

ସ୍ୱିଜରଲ୍ୟାଣ୍ଡର ବାର୍ ବିସ୍ଫୋରଣରେ ୪୦ ମୃତ; ଆତଙ୍କବାଦୀ ଆକ୍ରମଣର ପ୍ରଶ୍ନ ଉପରେ କ’ଣ କହିଲା ପୋଲିସ?

January 1, 2026

“କଂଗ୍ରେସର ପରିଚୟ ହିଁ ରାମ ବିରୋଧୀ,” ନାନା ପଟୋଲେଙ୍କ ବୟାନକୁ ଟାର୍ଗେଟ କଲେ ସଞ୍ଜୟ ନିରୁପମ

January 1, 2026

ସ୍କୁଟି ମୋଟରସାଇକେଲ ମୁହାଁମୁହିଁ ଧକ୍କା: ଦୁଇ ମୃତ, ତିନି ଗୁରୁତର

January 1, 2026

ନିଯୁକ୍ତି ନାମରେ ଠକେଇ: ୩ ଅଭିଯୁକ୍ତ କୋର୍ଟ ଚାଲାଣ

January 1, 2026
Latest News

୨୦୨୬ ରେ ବ୍ୟସ୍ତ ରହିବ ଟିମ୍ ଇଣ୍ଡିଆ: ଜାଣନ୍ତୁ ଭାରତୀୟ କ୍ରିକେଟ ଦଳର ସଂପୂର୍ଣ୍ଣ କାର୍ଯ୍ୟସୂଚୀ

January 1, 2026

ସ୍ୱିଜରଲ୍ୟାଣ୍ଡର ବାର୍ ବିସ୍ଫୋରଣରେ ୪୦ ମୃତ; ଆତଙ୍କବାଦୀ ଆକ୍ରମଣର ପ୍ରଶ୍ନ ଉପରେ କ’ଣ କହିଲା ପୋଲିସ?

January 1, 2026

ସ୍କିଲ୍‌ ଦ ନେସନ୍‌ ଏଆଇ ଚ୍ୟାଲେଞ୍ଜର ଶୁଭାରମ୍ଭ କଲେ ରାଷ୍ଟ୍ରପତି

January 1, 2026

“କଂଗ୍ରେସର ପରିଚୟ ହିଁ ରାମ ବିରୋଧୀ,” ନାନା ପଟୋଲେଙ୍କ ବୟାନକୁ ଟାର୍ଗେଟ କଲେ ସଞ୍ଜୟ ନିରୁପମ

January 1, 2026

ସ୍କୁଟି ମୋଟରସାଇକେଲ ମୁହାଁମୁହିଁ ଧକ୍କା: ଦୁଇ ମୃତ, ତିନି ଗୁରୁତର

January 1, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.