Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଜିନ୍‌ ହ୍ବାରୁ ଖୁବ୍‌ ଶୀଘ୍ର ତେଲ କଢାଯିବା : ସୂଚନା ଦେଲେ ବାଣିଜ୍ୟ ଓ ପରିବହନ ମନ୍ତ୍ରୀ
ଆଜିର ଖବର

ଜିନ୍‌ ହ୍ବାରୁ ଖୁବ୍‌ ଶୀଘ୍ର ତେଲ କଢାଯିବା : ସୂଚନା ଦେଲେ ବାଣିଜ୍ୟ ଓ ପରିବହନ ମନ୍ତ୍ରୀ

August 26, 2019No Comments1 Min Read
Share Facebook Twitter LinkedIn Email WhatsApp Copy Link

ମାଲେସିଆ ଜାହାଜ ଜିନ୍‌ ହ୍ୱାରୁ ଖୁବ ଶୀଘ୍ର ତେଲ କଢ଼ାଯିବ । ଏ ନେଇ ଜାହାଜର ମାଲିକ ଦୁଇ ଦିନ ତଳେ ଜିଲ୍ଲା ପ୍ରଶାସନ ଆଲୋଚନା କରିଛନ୍ତି । ଜାହାଜରୁ କିପରି ତେଲ ବାହାର କରିବାକୁ ହେବ ତାହା ଆଲୋଚନା ହୋଇଥିବାର ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ଜଣାଇଛନ୍ତି । ଜାହାଜରେ ପ୍ରାୟ ୩୦ ହଜାର ଲିଟର୍‌ ତେଲ ରହିଛି । ମାଲେସିଆ ଜାହାଜ ଜିନ୍‌ ହ୍ୱା ଅଗଷ୍ଟ ୨ରୁ ବାଂଲାଦେଶରୁ ବିଶାଖାପାଟଣା ଅଭିମୁଖେ ଯାଉଥିବାବେଳେ ଜାହାଜରେ ଯାନ୍ତ୍ରିକ ତୃଟି ଦେଖା ଦେଇଥିଲା । ଜାହାଜକୁ ସଜାଡ଼ିବାବେଳେ ଘୂର୍ଣ୍ଣିଝଡ଼ ହେବାରୁ ଜାହାଜଟି ବିଶାଖାପାଟଣା ଯିବା ପରିବର୍ତ୍ତେ କୃଷ୍ଣପ୍ରସାଦ ବ୍ଲକ ରାଜହଂସ ମୁହାଣରେ ଲାଗିଥିଲା । ପରେ ଜାହାଜ ମରାମତି ନ ହୋଇ ପାରିବାରୁ ଏ ଯାଏଁ ଜାହାଜଟି ସେଠାରେ ରହିଛି। ତେବେ ଜାହାଜରୁ ତେଲ ଲିକ୍‌ ହେବା ଆଶଙ୍କାରେ ସେଥିରୁ ତେଲ ବାହାର କରିବାକୁ ବ୍ୟବସ୍ଥା କରାଯାଉଛି ।

Share. Facebook Twitter LinkedIn Email WhatsApp Copy Link

Related Posts

‘ସୁଭାଷ ଚନ୍ଦ୍ର ବୋଷ ଆପଦା ପ୍ରବନ୍ଧନ ପୁରସ୍କାର-୨୦୨୬’ ପାଇଁ ଦୁଇଟି ପୁରସ୍କାର ଘୋଷଣା

January 24, 2026

ନେଦରଲ୍ୟାଣ୍ଡସ୍‌ରେ ଏଏସ୍‍ଏମ୍‍ଏଲ୍‍ ମୁଖ୍ୟାଳୟ ପରିଦର୍ଶନ କଲେ କେନ୍ଦ୍ରମନ୍ତ୍ରୀ

January 24, 2026

ଥିରୁଅନନ୍ତପୁରମଠାରେ ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ଶିଳାନ୍ୟାସ, ଉଦଘାଟନ ଓ ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ

January 24, 2026

ଆଣ୍ଡାମାନ ଏବଂ ନିକୋବର ଦ୍ୱୀପପୁଞ୍ଜରେ ପରାକ୍ରମ ଦିବସ କାର୍ଯ୍ୟକ୍ରମକୁ ସମ୍ବୋଧିତ କଲେ ପ୍ରଧାନମନ୍ତ୍ରୀ

January 24, 2026
Latest News

ରୋଜଗାର ମେଳା: ଆଜି ୬୧ ହଜାରରୁ ଅଧିକ ଯୁବକଯୁବତୀଙ୍କୁ ନିଯୁକ୍ତି ପତ୍ର ବଣ୍ଟନ କରିବେ ପ୍ରଧାନମନ୍ତ୍ରୀ

January 24, 2026

‘ସୁଭାଷ ଚନ୍ଦ୍ର ବୋଷ ଆପଦା ପ୍ରବନ୍ଧନ ପୁରସ୍କାର-୨୦୨୬’ ପାଇଁ ଦୁଇଟି ପୁରସ୍କାର ଘୋଷଣା

January 24, 2026

ନେଦରଲ୍ୟାଣ୍ଡସ୍‌ରେ ଏଏସ୍‍ଏମ୍‍ଏଲ୍‍ ମୁଖ୍ୟାଳୟ ପରିଦର୍ଶନ କଲେ କେନ୍ଦ୍ରମନ୍ତ୍ରୀ

January 24, 2026

ଥିରୁଅନନ୍ତପୁରମଠାରେ ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ଶିଳାନ୍ୟାସ, ଉଦଘାଟନ ଓ ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ

January 24, 2026

ଆଣ୍ଡାମାନ ଏବଂ ନିକୋବର ଦ୍ୱୀପପୁଞ୍ଜରେ ପରାକ୍ରମ ଦିବସ କାର୍ଯ୍ୟକ୍ରମକୁ ସମ୍ବୋଧିତ କଲେ ପ୍ରଧାନମନ୍ତ୍ରୀ

January 24, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.