Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ପୁରୀରେ ସମୁଦ୍ର ଅଶାନ୍ତ: ଜନବସତି ମୁହାଁ ଉଚ୍ଚ ଲହଡ଼ି, ଭାସିଗଲା ଦୋକାନ ବଜାର
ଆଜିର ଖବର

ପୁରୀରେ ସମୁଦ୍ର ଅଶାନ୍ତ: ଜନବସତି ମୁହାଁ ଉଚ୍ଚ ଲହଡ଼ି, ଭାସିଗଲା ଦୋକାନ ବଜାର

September 26, 2026No Comments1 Min Read
Share Facebook Twitter LinkedIn Email WhatsApp Copy Link
ପୁରୀରେ ସମୁଦ୍ର ଅଶାନ୍ତ: ଜନବସତି ମୁହାଁ ଉଚ୍ଚ ଲହଡ଼ି, ଭାସିଗଲା ଦୋକାନ ବଜାର

ପୁରୀ: ବଙ୍ଗୋପସାଗରରେ ସୃଷ୍ଟ ଅବପାତ/ଅତିଗଭୀର ଅବପାତ ପ୍ରଭାବରେ ପୁରୀ ସମୁଦ୍ର ଅତିମାତ୍ରାରେ ଅଶାନ୍ତ ହୋଇପଡ଼ିଛି। ସମୁଦ୍ରରେ ୨ ରୁ ୩ ଫୁଟ୍‌ରୁ ଅଧିକ ଉଚ୍ଚର ଭୟଙ୍କର ଲହଡ଼ି ମାଡ଼ ହୋଇ କୂଳକୁ ମାଡ଼ି ଆସୁଥିବାରୁ ଜନବସତି ଓ ବାଲୁକା ବେଳାଭୂମି ଗୁରୁତର ଭାବେ ପ୍ରଭାବିତ ହୋଇଛି। ସମୁଦ୍ରର ଅତଡ଼ା ଖସିବା ସହ ଉଚ୍ଚ ଢେଉ ବେଳାଭୂମିରେ ଥିବା ଏକାଧିକ ଅସ୍ଥାୟୀ ଦୋକାନବଜାରକୁ ଭସାଇ ନେଇଛି। ସ୍ୱର୍ଗଦ୍ୱାର, ଲାଇଟ୍‌ହାଉସ୍, ବଳିଆପଣ୍ଡା ଏବଂ ସିପସରୁବାଲି ଭଳି ଗୁରୁତ୍ୱପୂର୍ଣ୍ଣ ସମୁଦ୍ରକୂଳିଆ ଅଞ୍ଚଳରେ ସମୁଦ୍ର କ୍ରମାଗତ ଭାବେ କୂଳ ଲଙ୍ଘୁଛି। ବଳିଆପଣ୍ଡାରୁ ସିପସରୁବାଲି ପର୍ଯ୍ୟନ୍ତ ପ୍ରାୟ ୧ କିଲୋମିଟର ବ୍ୟାପୀ ଅଞ୍ଚଳରେ କ୍ରମାଗତ ସମୁଦ୍ର ଅବକ୍ଷୟ ଦେଖାଦେଇଛି। ଲାଇଟ୍ ହାଉସ୍ ପାର୍ଶ୍ୱରୁ ମଙ୍ଗଳା ମୁହାଣ ଦିଗକୁ କୂଳର ବାଲି ଅତଡ଼ା ପ୍ରବଳ ମାତ୍ରାରେ ଖସିବାରେ ଲାଗିଛି। ସମୁଦ୍ର ଏବେ ଜନବସତି ଓ ହୋଟେଲଗୁଡ଼ିକଠାରୁ ମାତ୍ର ୨୦୦ ରୁ ୩୦୦ ମିଟର ଦୂରରେ ରହିଥିବାରୁ ସ୍ଥାନୀୟ ବାସିନ୍ଦା, ବ୍ୟବସାୟୀ ଓ ପର୍ଯ୍ୟଟକଙ୍କ ମଧ୍ୟରେ ଆଶଙ୍କା ପ୍ରକାଶ ପାଇଛି।

ଉଚ୍ଚ ଜୁଆର ପୁରୀ ସମୁଦ୍ର
Share. Facebook Twitter LinkedIn Email WhatsApp Copy Link

Related Posts

ଅକ୍ଟୋବର ୧୭ ତାରିଖ ରାଶିଫଳ: ସ୍ୱାସ୍ଥ୍ୟ ଏବଂ ରୋମାନ୍ସ କ୍ଷେତ୍ରରେ କିପରି ରହିବ ଆଜିର ଦିନ

October 17, 2026

ଓଡ଼ିଶାରୁ ବିଦାୟ ନେଲେ ବିଦାୟୀ ରାଜ୍ୟପାଳ

October 16, 2026

ପ୍ରେମୀ ଯୁଗଳଙ୍କୁ ଫାଶୀଦଣ୍ଡ

October 16, 2026

ସ୍ୱର୍ଣ୍ଣ ପଦକ ବିଜୟୀ ଭାରତୀୟ ହକି ଦଳକୁ ଭବ୍ୟ ସମ୍ବର୍ଦ୍ଧନା

October 16, 2026
Latest News

ଅକ୍ଟୋବର ୧୭ ତାରିଖ ରାଶିଫଳ: ସ୍ୱାସ୍ଥ୍ୟ ଏବଂ ରୋମାନ୍ସ କ୍ଷେତ୍ରରେ କିପରି ରହିବ ଆଜିର ଦିନ

October 17, 2026

ଓଡ଼ିଶାରୁ ବିଦାୟ ନେଲେ ବିଦାୟୀ ରାଜ୍ୟପାଳ

October 16, 2026

ପ୍ରେମୀ ଯୁଗଳଙ୍କୁ ଫାଶୀଦଣ୍ଡ

October 16, 2026

ସ୍ୱର୍ଣ୍ଣ ପଦକ ବିଜୟୀ ଭାରତୀୟ ହକି ଦଳକୁ ଭବ୍ୟ ସମ୍ବର୍ଦ୍ଧନା

October 16, 2026

ଛାତ୍ର ସଂସଦ ନିର୍ବାଚନରେ ବିଜୟୀ ପ୍ରାର୍ଥୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଶୁଭେଚ୍ଛା

October 16, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.