ପୁରୀ ସମୁଦ୍ର

ପୁରୀ: ବଙ୍ଗୋପସାଗରରେ ସୃଷ୍ଟ ଅବପାତ/ଅତିଗଭୀର ଅବପାତ ପ୍ରଭାବରେ ପୁରୀ ସମୁଦ୍ର ଅତିମାତ୍ରାରେ ଅଶାନ୍ତ ହୋଇପଡ଼ିଛି। ସମୁଦ୍ରରେ ୨ ରୁ ୩ ଫୁଟ୍‌ରୁ ଅଧିକ ଉଚ୍ଚର ଭୟଙ୍କର ଲହଡ଼ି…