Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ରାଜ୍ୟ ଖବର»ସମୁଦ୍ରରେ ବୁଡ଼ି ୨ ମୃତ, ୩ ଗୁରୁତର
ରାଜ୍ୟ ଖବର

ସମୁଦ୍ରରେ ବୁଡ଼ି ୨ ମୃତ, ୩ ଗୁରୁତର

November 10, 2026No Comments1 Min Read
Share Facebook Twitter LinkedIn Email WhatsApp Copy Link
2 dead, 3 critically injured after drowning in the sea

ପୁରୀ: ପୁରୀ ସମୁଦ୍ରକୂଳରେ ଗାଧୋଉଥିବା ବେଳେ ଘଟିଛି ବଡ଼ ଅସାବଧାନତା। ଉଚ୍ଚ ଜୁଆରରେ ବୁଡ଼ି ରାଜସ୍ଥାନର ୨ ଜଣ ଯୁବ ପର୍ଯ୍ୟଟକଙ୍କ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ୩ ଜଣ ଗୁରୁତର ଅବସ୍ଥାରେ ହସ୍ପିଟାଲ୍‌ରେ ଚିକିତ୍ସିତ ହେଉଛନ୍ତି। ମୃତକ ଦ୍ୱୟ ହେଲେ ଚୂତରା ରାମ (୨୩) ଓ ପଦ୍ମା ରାମ (୨୨)। ସୋମବାର ଅପରାହ୍ଣ ପ୍ରାୟ ୫ଟା ବେଳେ ରାଜସ୍ଥାନରୁ ଆସିଥିବା ୯ ଜଣିଆ ପର୍ଯ୍ୟଟକ ଦଳ ସମୁଦ୍ରରେ ଗାଧୋଉଥିବା ସମୟରେ ଲାଇଫ୍‌ଗାର୍ଡଙ୍କ ସତର୍କ ସୂଚନାକୁ ଅବମାନନା କରି ଗଭୀର ପାଣିକୁ ଚାଲିଯିବାରୁ ଏହି ଦୁର୍ଘଟଣା ଘଟିଛି।

ସୂଚନାନୁସାରେ, ଅପରାହ୍ନ ପ୍ରାୟ ୫ଟା ସମୟରେ ରାଜସ୍ଥାନରୁ ଆସିଥିବା ୯ ଜଣ ପର୍ଯ୍ୟଟକ ସମୁଦ୍ରରେ ଗାଧୋଉଥିଲେ। ଉଚ୍ଚ ଜୁଆର ଯୋଗୁଁ ସେମାନଙ୍କ ମଧ୍ୟରୁ ୫ ଜଣ ସମୁଦ୍ରରେ ବୁଡ଼ିଯାଇଥିଲେ। ଘଟଣା ପୂର୍ବରୁ ବେଳାଭୂମିରେ ନିୟୋଜିତ ଲାଇଫ୍ ଗାର୍ଡମାନେ ପର୍ଯ୍ୟଟକମାନଙ୍କୁ ସମୁଦ୍ର ଭିତରକୁ ନଯିବା ପାଇଁ ଏବଂ ଉଚ୍ଚ ଜୁଆର ସମୟରେ ସତର୍କ ରହିବାକୁ ସଚେତନ କରିଥିଲେ। ମାତ୍ର ସେମାନେ ଏହି ସତର୍କ ସୂଚନାକୁ ଅବମାନନା କରି ସମୁଦ୍ରରେ ଗାଧୋଉଥିଲେ। ଘଟଣା ସମ୍ପର୍କରେ ଖବର ପାଇ ପୁଲିସ, ଅଗ୍ନିଶମ ବାହିନୀ ଓ ଲାଇଫ୍ ଗାର୍ଡମାନେ ତୁରନ୍ତ ମିଳିତ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ। ଏଥିରେ ୪ ଜଣଙ୍କୁ ଉଦ୍ଧାର କରାଯାଇ ଚିକିତ୍ସା ପାଇଁ ହସ୍ପିଟାଲ୍ ପଠାଯାଇଥିଲା। ତେବେ ଉଦ୍ଧାର ହୋଇଥିବା ୪ ଜଣଙ୍କ ମଧ୍ୟରୁ ଜଣଙ୍କର ହସ୍ପିଟାଲ୍‌ରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଥିଲା। ଅନ୍ୟ ଜଣେ ପର୍ଯ୍ୟଟକ ନିଖୋଜ ଥିବାବେଳେ ପରବର୍ତ୍ତୀ ସମୟରେ ତାଙ୍କର ମୃତଦେହ ଉଦ୍ଧାର କରାଯାଇଥିଲା।

ଜୁଆର ପର୍ଯ୍ୟଟକ ପୁରୀ ସମୁଦ୍ର
Share. Facebook Twitter LinkedIn Email WhatsApp Copy Link

Related Posts

ଆଜିଠାରୁ ଦୁଇଦିନିଆ ରାଜ୍ୟସ୍ତରୀୟ ମାଣ୍ଡିଆ ଦିବସ

November 10, 2026

ପରିବହନ ଭିତ୍ତିଭୂମି ସୁଦୃଢ଼ ପାଇଁ ଏମ୍‌ଓୟୁ: ପ୍ରସ୍ତୁତ ହେବ ‘ଭିଜନ ଡକୁମେଣ୍ଟ’

November 10, 2026

କ୍ୟାବିନେଟ୍‌ରେ ୧୩ ପ୍ରସ୍ତାବ ମଞ୍ଜୁର: ୭୮ ଲକ୍ଷ ମେଟ୍ରିକ ଟନ୍ ଖରିଫ୍ ଧାନ ସଂଗ୍ରହ ଲକ୍ଷ୍ୟ

November 10, 2026

ଗ୍ରାମରେ ନାଟ୍ୟ ମହୋତ୍ସବ ବେଳେ ରକ୍ତାକ୍ତ ସଂଘର୍ଷ: ଯୁବକଙ୍କୁ ନିର୍ମମ ହତ୍ୟା

November 10, 2026
Latest News

ନ୍ୟୁଜିଲାଣ୍ଡ ଗସ୍ତ ପାଇଁ ଭାରତୀୟ ହକି ଟିମ୍ ଘୋଷିତ: ସଞ୍ଜୟଙ୍କୁ ନେତୃତ୍ୱ, ବାଦ୍‌ ପଡ଼ିଲେ ହରମନପ୍ରୀତ୍

November 10, 2026

ନୂତନ ପାସପୋର୍ଟ ପାଇଁ ଶେଖ୍ ହସିନାଙ୍କ ଆବେଦନ: ବାଂଲାଦେଶ ଫେରିବା ସଙ୍କେତ

November 10, 2026

ମଣ୍ଡେ ଟେଷ୍ଟରେ ସବୁ ରେକର୍ଡ ଭାଙ୍ଗିଲା ‘ରାମାୟଣ’: ‘ବାହୁବଳୀ ୨’କୁ ପଛରେ ପକାଇ ହେଲା ନମ୍ବର ୧

November 10, 2026

ରୋଗୀଙ୍କୁ ବଡ଼ ଆଶ୍ୱସ୍ତି : ଶସ୍ତା ହେଲା ୧୩୭ କ୍ୟାନ୍‌ସର ଔଷଧ

November 10, 2026

ଆଜିଠାରୁ ଦୁଇଦିନିଆ ରାଜ୍ୟସ୍ତରୀୟ ମାଣ୍ଡିଆ ଦିବସ

November 10, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.