Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»କଳିଙ୍ଗା ଘାଟିରେ ହୋଇଥିବ ଭୂସ୍ଖଳନ ସ୍ଥାନର ସ୍ଥିତି ଯାଞ୍ଚ କଲେ ପ୍ରମୁଖ ଶାସନ ସଚିବ
ଆଜିର ଖବର

କଳିଙ୍ଗା ଘାଟିରେ ହୋଇଥିବ ଭୂସ୍ଖଳନ ସ୍ଥାନର ସ୍ଥିତି ଯାଞ୍ଚ କଲେ ପ୍ରମୁଖ ଶାସନ ସଚିବ

September 28, 2026No Comments1 Min Read
Share Facebook Twitter LinkedIn Email WhatsApp Copy Link
Principal Secy Sanjay Singh reviews Kalinga Ghati area
Principal Secy Sanjay Singh reviews Kalinga Ghati area

ଭୁବନେଶ୍ଵର: ଭୀଷଣ ବର୍ଷା ଯୋଗୁଁ କଳିଙ୍ଗା ଘାଟିରେ ହୋଇଥିବ ଭୂସ୍ଖଳନ ସ୍ଥାନର ପ୍ରକୃତ ସ୍ଥିତି ଯାଞ୍ଚ କରିଛନ୍ତି ନିର୍ମାଣ ବିଭାଗ ପ୍ରମୁଖ ଶାସନ ସଚିବ ସଞ୍ଜୟ କୁମାର ସିଂହ। NH-157 ଅନ୍ତର୍ଗତ କଳିଙ୍ଗା ଘାଟିର ଦୁଇଟି ଭୂସ୍ଖଳନ ସ୍ଥାନ ପରିଦର୍ଶନ କରି ସେ ସ୍ଥିତି ସମୀକ୍ଷା କରିଛନ୍ତି।

ଏଥିସହ ଭୂସ୍ଖଳନ ପ୍ରଭାବିତ ଅଞ୍ଚଳରେ ଜରୁରୀକାଳୀନ କାର୍ଯ୍ୟକୁ ପ୍ରାଥମିକତା ଭିତ୍ତିରେ ସମ୍ପାଦନ କରିବା ସହ ସଡ଼କ ବ୍ୟବହାରକାରୀଙ୍କ ସୁରକ୍ଷାକୁ ସର୍ବୋଚ୍ଚ ପ୍ରାଥମିକତା ଦେବାକୁ ସମ୍ପୃକ୍ତ ଅଧିକାରୀମାନଙ୍କୁ ଶ୍ରୀ ସିଂହ ନିର୍ଦ୍ଦେଶ ଦେଇଛନ୍ତି। IIT ବିଶେଷଜ୍ଞ ଦଳ ଦ୍ୱାରା ଭୂସ୍ଖଳନର କାରଣ ଅନୁସନ୍ଧାନ କାରାଯିବ। ଆବଶ୍ୟକ ସୁରକ୍ଷା ବ୍ୟବସ୍ଥା ସମ୍ପୂର୍ଣ୍ଣ ନହେବା ପର୍ଯ୍ୟନ୍ତ ପ୍ରଭାବିତ ଅଞ୍ଚଳରେ ଯାନବାହନ ଚଳାଚଳକୁ ଅନୁମତି ନଦେବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି।

 

Kalinga Ghati area Sanjay Singh ନିର୍ମାଣ ବିଭାଗ ପ୍ରମୁଖ ଶାସନ ସଚିବ ସଞ୍ଜୟ କୁମାର ସିଂହ
Share. Facebook Twitter LinkedIn Email WhatsApp Copy Link

Related Posts

ଚାପୁଡ଼ା ମାରିବା ଘଟଣା: ମନ୍ତ୍ରୀ ପ୍ରବେଶ ବର୍ମାଙ୍କ ବିରୋଧରେ ପୋଲିସର କାର୍ଯ୍ୟାନୁଷ୍ଠାନ

September 28, 2026

ବିଶ୍ୱ ଜଳାତଙ୍କ ଦିବସରେ ରାଜ୍ୟବ୍ୟାପୀ ସଚେତନତା କାର୍ଯ୍ୟକ୍ରମ

September 28, 2026

ଭେଜାଲ ପନିର କାରବାରର ପର୍ଦ୍ଦାଫାସ୍‌: ୧୧ ଜଣଙ୍କ ବିରୋଧରେ କେଏମ୍‌ସିର ମାମଲା

September 28, 2026

ନୟାଗଡ଼ରେ ଏଲିମେଣ୍ଟାରୀ ଶିକ୍ଷକଙ୍କ ପାଇଁ ଇଂରାଜୀ ଭାଷା ଦକ୍ଷତା ବିକାଶ ପ୍ରଶିକ୍ଷଣ

September 28, 2026
Latest News

କଳିଙ୍ଗା ଘାଟିରେ ହୋଇଥିବ ଭୂସ୍ଖଳନ ସ୍ଥାନର ସ୍ଥିତି ଯାଞ୍ଚ କଲେ ପ୍ରମୁଖ ଶାସନ ସଚିବ

September 28, 2026

ଚାପୁଡ଼ା ମାରିବା ଘଟଣା: ମନ୍ତ୍ରୀ ପ୍ରବେଶ ବର୍ମାଙ୍କ ବିରୋଧରେ ପୋଲିସର କାର୍ଯ୍ୟାନୁଷ୍ଠାନ

September 28, 2026

ବିଶ୍ୱ ଜଳାତଙ୍କ ଦିବସରେ ରାଜ୍ୟବ୍ୟାପୀ ସଚେତନତା କାର୍ଯ୍ୟକ୍ରମ

September 28, 2026

ଭେଜାଲ ପନିର କାରବାରର ପର୍ଦ୍ଦାଫାସ୍‌: ୧୧ ଜଣଙ୍କ ବିରୋଧରେ କେଏମ୍‌ସିର ମାମଲା

September 28, 2026

ନୟାଗଡ଼ରେ ଏଲିମେଣ୍ଟାରୀ ଶିକ୍ଷକଙ୍କ ପାଇଁ ଇଂରାଜୀ ଭାଷା ଦକ୍ଷତା ବିକାଶ ପ୍ରଶିକ୍ଷଣ

September 28, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.