Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ସହିଦ ଯବାନ ଭି. ତେଜାଙ୍କର ରାୟଗଡ଼ା ସିରିଗୁଡ଼ାସ୍ଥିତ ଶ୍ମଶାନରେ ଶେଷକୃତ୍ୟ ସମ୍ପନ୍ନ
ଆଜିର ଖବର

ସହିଦ ଯବାନ ଭି. ତେଜାଙ୍କର ରାୟଗଡ଼ା ସିରିଗୁଡ଼ାସ୍ଥିତ ଶ୍ମଶାନରେ ଶେଷକୃତ୍ୟ ସମ୍ପନ୍ନ

October 7, 2026No Comments1 Min Read
Share Facebook Twitter LinkedIn Email WhatsApp Copy Link
Rayagada: Last rites of martyr V Teja
Rayagada: Last rites of martyr V Teja

ଭୁବନେଶ୍ଵର: ନାଗାଲାଣ୍ଡରେ ସହିଦ ହୋଇଥିବା ଆସାମ ରାଇଫଲ୍ସ ଯବାନ ଭି. ତେଜାଙ୍କର ଆଜି ରାୟଗଡ଼ା ସିରିଗୁଡ଼ାସ୍ଥିତ ଶ୍ମଶାନରେ ଶେଷକୃତ୍ୟ ସମ୍ପନ୍ନ ହୋଇଛି। ଗତକାଲି ବିଳମ୍ବିତ ରାତିରେ ତାଙ୍କ ପାର୍ଥିବ ଶରୀର ରାୟଗଡ଼ାରେ ପହଞ୍ଚିଥିଲା। ଶତାଧିକ ଲୋକ ଏକତ୍ରିତ ହୋଇ ସହିଦଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଥିଲେ। ଆଜି ସକାଳେ ଜିଲ୍ଲାପାଳ ଆଶୁତୋଷ କୁଲକର୍ଣ୍ଣି ଏବଂ ଆରକ୍ଷୀ ଅଧୀକ୍ଷକ ପହଞ୍ଚି ମରଶରୀରରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ। ପରେ ସହିଦ ଯବାନଙ୍କୁ ଗାର୍ଡ ଅଫ୍ ଅନର୍ ଦିଆଯାଇଥିଲା।

ରାୟଗଡ଼ା ସହରର କତୁର ଅଞ୍ଚଳର ଭି. ତେଜା ୨୦୨୨ରେ ସେନାରେ ଯୋଗ ଦେଇଥିଲେ। ସ୍ୱର୍ଗତଃ ତେଜା ଦୁଇ ବର୍ଷ ତଳେ ଅଙ୍ଗଦାନ ପାଇଁ ଘୋଷଣାପତ୍ରରେ ସ୍ୱାକ୍ଷର କରିଥିଲେ। ମୃତ୍ୟୁ ପରେ ତାଙ୍କ ଉପଯୋଗୀ ଅଙ୍ଗ ସଂରକ୍ଷଣ କରାଯାଇଛି।

martyr rayagada V Teja ଆସାମ ରାଇଫଲ୍ସ ଯବାନ ନାଗାଲାଣ୍ଡ ରାୟଗଡା
Share. Facebook Twitter LinkedIn Email WhatsApp Copy Link

Related Posts

ଶ୍ରେଷ୍ଠ ୧୦ ଦିନିକିଆ ବ୍ୟାଟସମ୍ୟାନଙ୍କ ମଧ୍ୟରେ ପ୍ରବେଶ କଲେ କେଏଲ ରାହୁଲ: ଜାଣନ୍ତୁ ନମ୍ବର ୧ କିଏ?

October 7, 2026

ପ୍ରକାଶ ପାଇଲା ଛାତ୍ର ସଂସଦ ନିର୍ବାଚନ ପାଇଁ ବିଜ୍ଞପ୍ତି, ଅକ୍ଟୋବର ୧୫ରେ ମତଦାନ

October 7, 2026

ନ୍ୟୁଜିଲାଣ୍ଡ ଗସ୍ତ ପାଇଁ ‘ଟିମ୍ ଇଣ୍ଡିଆ’ ର ଟେଷ୍ଟ ଦଳ ଘୋଷିତ: ଧ୍ରୁବ ଜୁରେଲଙ୍କୁ ଅଧିନାୟକ ନିଯୁକ୍ତ

October 7, 2026

ପ୍ରଶାସନିକ ସ୍ତରରେ ଅଦଳବଦଳ: ୭ ଅଧିକାରୀଙ୍କ ବଦଳି, ନବରଙ୍ଗପୁର ଓ ନୂଆପଡ଼ାକୁ ମିଳିଲେ ନୂଆ ଜିଲ୍ଲାପାଳ

October 7, 2026
Latest News

ସହିଦ ଯବାନ ଭି. ତେଜାଙ୍କର ରାୟଗଡ଼ା ସିରିଗୁଡ଼ାସ୍ଥିତ ଶ୍ମଶାନରେ ଶେଷକୃତ୍ୟ ସମ୍ପନ୍ନ

October 7, 2026

ଶ୍ରେଷ୍ଠ ୧୦ ଦିନିକିଆ ବ୍ୟାଟସମ୍ୟାନଙ୍କ ମଧ୍ୟରେ ପ୍ରବେଶ କଲେ କେଏଲ ରାହୁଲ: ଜାଣନ୍ତୁ ନମ୍ବର ୧ କିଏ?

October 7, 2026

ରସାୟନ ବିଜ୍ଞାନରେ କାଗାନ୍ ଓ ସୋଆଇଙ୍କୁ ନୋବେଲ ପୁରସ୍କାର

October 7, 2026

ପ୍ରକାଶ ପାଇଲା ଛାତ୍ର ସଂସଦ ନିର୍ବାଚନ ପାଇଁ ବିଜ୍ଞପ୍ତି, ଅକ୍ଟୋବର ୧୫ରେ ମତଦାନ

October 7, 2026

ଗୋଦାବରୀଶ ମହାବିଦ୍ୟାଳୟରେ ବିଶେଷ ବକ୍ତୃତା କାର୍ଯ୍ୟକ୍ରମ

October 7, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.