Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ICC ରାଙ୍କିଙ୍ଗ୍‌ରେ ବଡ ଓଲଟପାଲଟ: ଅଭିଷେକ ପୁଣି ନମ୍ବର ୱାନ, ଜାନସେନଙ୍କ ଡବଲ ଧମାକା
ଆଜିର ଖବର

ICC ରାଙ୍କିଙ୍ଗ୍‌ରେ ବଡ ଓଲଟପାଲଟ: ଅଭିଷେକ ପୁଣି ନମ୍ବର ୱାନ, ଜାନସେନଙ୍କ ଡବଲ ଧମାକା

October 28, 2026No Comments1 Min Read
Share Facebook Twitter LinkedIn Email WhatsApp Copy Link
ଅଭିଷେକ ଶର୍ମା
ICC ରାଙ୍କିଙ୍ଗ୍‌ରେ ବଡ ଓଲଟପାଲଟ: ଅଭିଷେକ ପୁଣି ନମ୍ବର ୱାନ

ନୂଆଦିଲ୍ଲୀ: ଆଇସିସିର ତାଜା ରାଙ୍କିଙ୍ଗ୍‌ରେ ବଡ ଓଲଟପାଲଟ ହୋଇଛି। ନ୍ୟୁଜିଲାଣ୍ଡ ବିପକ୍ଷ ତୃତୀୟ ଟି-୨୦ ରେ ୩୮ ବଲରେ ୧୧୩ ରନର ବିସ୍ଫୋରକ ଶତକ ପରେ ଅଭିଷେକ ଶର୍ମା ୮୯୭ ରେଟିଂ ସହ ପୁଣି ଟି-୨୦ର ବିଶ୍ୱର ଏକ ନମ୍ବର ବ୍ୟାଟର ହୋଇଛନ୍ତି। ସେ ସାଥୀ ଈଶାନ କିଶନଙ୍କୁ ପଛରେ ପକାଇଛନ୍ତି, ଈଶାନ ଏବେ ୩ ନମ୍ବରକୁ ଖସିଛନ୍ତି।

ଅନ୍ୟପଟେ ଦକ୍ଷିଣ ଆଫ୍ରିକାର ମାର୍କୋ ଜାନସେନ ଇତିହାସ ରଚିଛନ୍ତି। ଅଷ୍ଟ୍ରେଲିଆ ବିପକ୍ଷ ଦ୍ୱିତୀୟ ଟେଷ୍ଟରେ ୮୫ ରନ ଓ ୫ ୱିକେଟ ନେବା ପରେ ସେ ୫ ସ୍ଥାନ ଉପରକୁ ଉଠି ଟେଷ୍ଟର ଏକ ନମ୍ବର ବୋଲର ହୋଇଛନ୍ତି ଏବଂ ଚାରି ବର୍ଷରୁ ଅଧିକ ସମୟ ଧରି ଶୀର୍ଷରେ ଥିବା ରବୀନ୍ଦ୍ର ଜାଡେଜାଙ୍କୁ ହଟାଇ ଟେଷ୍ଟ ଅଲରାଉଣ୍ଡରରେ ମଧ୍ୟ ଏକ ନମ୍ବର ହୋଇଛନ୍ତି।

ଅନ୍ୟ ଭାରତୀୟଙ୍କ ମଧ୍ୟରେ ଅର୍ଶଦୀପ ସିଂହ ୬ ସ୍ଥାନ ଉପରକୁ ଉଠି ୧୫ ନମ୍ବରରେ, ବୈଭବ ସୂର୍ଯ୍ୟବଂଶୀ ୧୯ ବଲରେ ୪୫ ରନ ପରେ ପ୍ରଥମ ଥର ଟପ୍-୫୦ରେ ୪୫ ନମ୍ବରରେ ପ୍ରବେଶ କରିଛନ୍ତି।

AbhishekSharma ICCRanking IshanKishan MarcoJansen Number1 RavindraJadeja T20Ranking teamindia testranking VaibhavSuryavanshi
Share. Facebook Twitter LinkedIn Email WhatsApp Copy Link

Related Posts

ଭୁବନେଶ୍ୱର କାଫେରେ ଚାଞ୍ଚଲ୍ୟ: ଜଳିଗଲେ ଯୁବତୀ, ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି

November 17, 2026

ସୁବର୍ଣ୍ଣପୁରରେ ଗୁଳିକାଣ୍ଡ: ରାସ୍ତା ଉପରେ ଯୁବକଙ୍କୁ ୪ ରାଉଣ୍ଡ ଫାୟାରିଂ, ଘଟଣାସ୍ଥଳରେ ମୃତ୍ୟୁ

November 17, 2026

ସପ୍ତାହକୁ ୬ରୁ ୧୧% ରିଟର୍ଣ୍ଣର ଲୋଭ, ହଜାର ହଜାର ନିବେଶକଙ୍କୁ ଚୂନ: ରୋମାନିଆରୁ ଭାରତ ଫେରିଲା ଠକ!

November 17, 2026

ରୁଷିଆରେ ଭୟଙ୍କର ବିମାନ ଦୁର୍ଘଟଣା: ୧୭ ମୃତ

November 17, 2026
Latest News

ଭୁବନେଶ୍ୱର କାଫେରେ ଚାଞ୍ଚଲ୍ୟ: ଜଳିଗଲେ ଯୁବତୀ, ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି

November 17, 2026

ସୁବର୍ଣ୍ଣପୁରରେ ଗୁଳିକାଣ୍ଡ: ରାସ୍ତା ଉପରେ ଯୁବକଙ୍କୁ ୪ ରାଉଣ୍ଡ ଫାୟାରିଂ, ଘଟଣାସ୍ଥଳରେ ମୃତ୍ୟୁ

November 17, 2026

ସପ୍ତାହକୁ ୬ରୁ ୧୧% ରିଟର୍ଣ୍ଣର ଲୋଭ, ହଜାର ହଜାର ନିବେଶକଙ୍କୁ ଚୂନ: ରୋମାନିଆରୁ ଭାରତ ଫେରିଲା ଠକ!

November 17, 2026

ରୁଷିଆରେ ଭୟଙ୍କର ବିମାନ ଦୁର୍ଘଟଣା: ୧୭ ମୃତ

November 17, 2026

କଳିଙ୍ଗ ଷ୍ଟାଡିଅମରେ ଯୁବ ମହୋତ୍ସବ- ଉମଙ୍ଗ

November 17, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.