Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଟିକସ ଭାଗ ବାବଦରେ ଓଡ଼ିଶାକୁ ମିଳିଲା ୪୮୧୯ କୋଟି ଟଙ୍କା
ଆଜିର ଖବର

ଟିକସ ଭାଗ ବାବଦରେ ଓଡ଼ିଶାକୁ ମିଳିଲା ୪୮୧୯ କୋଟି ଟଙ୍କା

November 6, 2026No Comments1 Min Read
Share Facebook Twitter LinkedIn Email WhatsApp Copy Link
ଟିକସ ଭାଗ ବାବଦରେ ଓଡ଼ିଶାକୁ ମିଳିଲା ୪୮୧୯ କୋଟି ଟଙ୍କା
ଟିକସ ଭାଗ ବାବଦରେ ଓଡ଼ିଶାକୁ ମିଳିଲା ୪୮୧୯ କୋଟି ଟଙ୍କା

ନୂଆଦିଲ୍ଲୀ: କେନ୍ଦ୍ର ସରକାର ୫ ନଭେମ୍ବର ୨୦୨୬ରେ ରାଜ୍ୟ ସରକାରମାନଙ୍କୁ ଟିକସ ଭାଗ ବାବଦରେ ୧,୦୯,୦୧୯ କୋଟି ଟଙ୍କାର ଅର୍ଥରାଶି ଅଗ୍ରୀମ ଆକାରରେ ଜାରି କରିଛନ୍ତି। ପାର୍ବଣ ଋତୁକୁ ଦୃଷ୍ଟିରେ ରଖି ଏବଂ ରାଜ୍ୟମାନଙ୍କୁ ସେମାନଙ୍କର ବିକାଶମୂଳକ/କଲ୍ୟାଣକାରୀ ଯୋଜନା ସଂକ୍ରାନ୍ତ ଖର୍ଚ୍ଚ ନିମନ୍ତେ ପୁଞ୍ଜି ବ୍ୟୟ ଓ ଅର୍ଥ ବିନିଯୋଗକୁ ତ୍ୱରାନ୍ୱିତ କରିବା ଲାଗି ଏହି ଅର୍ଥରାଶି ଆଗୁଆ ଯୋଗାଇ ଦିଆଯାଇଛି। ଓଡ଼ିଶାକୁ ଟିକସ ଭାଗ ବାବଦରେ ୪,୮୧୯ କୋଟି ଟଙ୍କା ମିଳିଛି।

ରାଜ୍ୟଗୁଡ଼ିକୁ ମିଳିଥିବା ଅର୍ଥରାଶିର ତାଲିକା ନିମ୍ନରେ ଦିଆଗଲା:

କ୍ରଂସଂ ରାଜ୍ୟଗୁଡ଼ିକର ନାମ ଟଙ୍କା (କୋଟିରେ)
1 ଆନ୍ଧ୍ରପ୍ରଦେଶ 4597
2 ଅରୁଣାଚଳ ପ୍ରଦେଶ 1476
3 ଆସାମ 3552
4 ବିହାର 10845
5 ଛତିଶଗଡ 3602
6 ଗୋଆ 398
7 ଗୁଜରାଟ 4094
8 ହରିୟାଣା 1484
9 ହିମାଚଳ ପ୍ରଦେଶ 996
10 ଝାଡ଼ଖଣ୍ଡ 3660
11 କର୍ଣ୍ଣାଟକ 4504
12 କେରଳ 2597
13 ମଧ୍ୟପ୍ରଦେଶ 8010
14 ମହାରାଷ୍ଟ୍ର 7022
15 ମଣିପୁର 682
16 ମେଘାଳୟ 688
17 ମିଜୋରାମ 615
18 ନାଗାଲାଣ୍ଡ 524
19 ଓଡ଼ିଶା 4819
20 ପଞ୍ଜାବ 2176
21 ରାଜସ୍ଥାନ 6460
22 ସିକ୍କିମ୍ 365
23 ତାମିଲନାଡୁ 4466
24 ତେଲଙ୍ଗାନା 2370
25 ତ୍ରିପୁରା 699
26 ଉତ୍ତରପ୍ରଦେଶ 19208
27 ଉତ୍ତରାଖଣ୍ଡ 1244
28 ପଶ୍ଚିମବଙ୍ଗ 7866

 

କେନ୍ଦ୍ର ସରକାର ଟିକସ ଭାଗ
Share. Facebook Twitter LinkedIn Email WhatsApp Copy Link

Related Posts

ପୁରୀକୁ ମିଳିବ ଅନ୍ତର୍ଜାତୀୟ କ୍ରୁଜ୍ ଟର୍ମିନାଲ୍! ବିଦେଶରୁ ସିଧା ଆସିବେ ପର୍ଯ୍ୟଟକ, ଖୋଲିବ ନିଯୁକ୍ତିର ନୂଆ ଦ୍ୱାର

November 6, 2026

ମୃତ୍ୟୁର ମୋଡ଼ ପାଲଟିଲା ଜୋନ୍ ଲୁଡ୍ରୁ ବୁଲାଣି! ସ୍କୁଟି ଦୁର୍ଘଟଣା ପରେ ଲୋକଙ୍କ ଉପରେ ମାଡ଼ିଗଲା ଟ୍ରକ୍, ୭ ମୃତ

November 6, 2026

ପାଉଁଶ ପରିବହନକୁ ନେଇ ରକ୍ତାକ୍ତ ସଂଘର୍ଷ! ଚାନ୍ଦା ବିବାଦରୁ ଗଡ଼ିଲା ମୁଣ୍ଡ, ୩ ରାଉଣ୍ଡ ଗୁଳିରେ ଯୁବକ ମୃତ

November 6, 2026

୧୮୫୭ର ପ୍ରଥମ ସ୍ୱାଧୀନତା ସଂଗ୍ରାମ ଶହୀଦ ସ୍ମାରକୀକୁ ଉଦଘାଟନ କଲେ ଅମିତ ଶାହ

November 6, 2026
Latest News

ପୁରୀକୁ ମିଳିବ ଅନ୍ତର୍ଜାତୀୟ କ୍ରୁଜ୍ ଟର୍ମିନାଲ୍! ବିଦେଶରୁ ସିଧା ଆସିବେ ପର୍ଯ୍ୟଟକ, ଖୋଲିବ ନିଯୁକ୍ତିର ନୂଆ ଦ୍ୱାର

November 6, 2026

ମୃତ୍ୟୁର ମୋଡ଼ ପାଲଟିଲା ଜୋନ୍ ଲୁଡ୍ରୁ ବୁଲାଣି! ସ୍କୁଟି ଦୁର୍ଘଟଣା ପରେ ଲୋକଙ୍କ ଉପରେ ମାଡ଼ିଗଲା ଟ୍ରକ୍, ୭ ମୃତ

November 6, 2026

ଆଜମ୍ ଖାନଙ୍କ ଜାମିନ ଆବେଦନକୁ ଖାରଜ କଲେ ସୁପ୍ରିମକୋର୍ଟ

November 6, 2026

ପାଉଁଶ ପରିବହନକୁ ନେଇ ରକ୍ତାକ୍ତ ସଂଘର୍ଷ! ଚାନ୍ଦା ବିବାଦରୁ ଗଡ଼ିଲା ମୁଣ୍ଡ, ୩ ରାଉଣ୍ଡ ଗୁଳିରେ ଯୁବକ ମୃତ

November 6, 2026

୧୮୫୭ର ପ୍ରଥମ ସ୍ୱାଧୀନତା ସଂଗ୍ରାମ ଶହୀଦ ସ୍ମାରକୀକୁ ଉଦଘାଟନ କଲେ ଅମିତ ଶାହ

November 6, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.