Govardhan Puja: ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଗୋବର୍ଦ୍ଧନ ପୂଜାର ପବିତ୍ର ଅବସରରେ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ସମସ୍ତଙ୍କ ପାଇଁ ସୁଖ, ସୌଭାଗ୍ୟ ଏବଂ ସମୃଦ୍ଧି କାମନା କରି ସେ ଆଶା ପ୍ରକାଶ କରିଛନ୍ତି ଯେ, ଏହି ପବିତ୍ର ପର୍ବ ସମସ୍ତଙ୍କ ଜୀବନରେ ନୂତନ ଶକ୍ତି ଓ ଉତ୍ସାହ ଭରିଦେବ। ଏହା ସହିତ, ସେ ଭଗବାନ ଶ୍ରୀକୃଷ୍ଣଙ୍କୁ ସମ୍ମାନ ଜଣାଇ ଏକ ସଂସ୍କୃତ ଶୁଭାସିତମ୍ ମଧ୍ୟ ସେୟାର କରିଛନ୍ତି।
ମୋଦୀ ତାଙ୍କ ସାମାଜିକ ଗଣମାଧ୍ୟମ ଏକ୍ସ ରେ ଲେଖିଛନ୍ତି ଯେ,
Heartfelt wishes to all my fellow citizens on Govardhan Puja. May this sacred festival bring new energy and fresh enthusiasm into all your lives. May everyone enjoy happiness, good fortune, and prosperity—this is my heartfelt prayer. I worship the one who lifted Govardhan, the beloved life of the cowherd community, whose valor is rooted in truth, who dispels the fears of his devotees.


