Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଭୁବନେଶ୍ୱରରେ ଆରମ୍ଭ ହେଲା ରାଜ୍ୟସ୍ତରୀୟ ଜାତୀୟ ଶିଶୁ ବିଜ୍ଞାନ କଂଗ୍ରେସ ୨୦୨୬
ଆଜିର ଖବର

ଭୁବନେଶ୍ୱରରେ ଆରମ୍ଭ ହେଲା ରାଜ୍ୟସ୍ତରୀୟ ଜାତୀୟ ଶିଶୁ ବିଜ୍ଞାନ କଂଗ୍ରେସ ୨୦୨୬

November 28, 2026No Comments1 Min Read
Share Facebook Twitter LinkedIn Email WhatsApp Copy Link
State-Level National Children’s Science Congress begins in BBSR
State-Level National Children’s Science Congress begins in BBSR

ଭୁବନେଶ୍ୱର: ଭୁବନେଶ୍ୱରସ୍ଥିତ ଏକ ଘରୋଇ ବିଦ୍ୟାଳୟ ପରିସରରେ ୩୨ତମ ରାଜ୍ୟସ୍ତରୀୟ ଜାତୀୟ ଶିଶୁ ବିଜ୍ଞାନ କଂଗ୍ରେସ ୨୦୨୬ ଆରମ୍ଭ ହୋଇଛି। ଚଳିତ ବର୍ଷର ବିଷୟବସ୍ତୁ ରହିଛି ‘ସ୍ଥାୟୀତ୍ୱ ପାଇଁ ବିଜ୍ଞାନ ଏବଂ ନବସୃଜନ’। ଏଥିରେ ରାଜ୍ୟର ବିଭିନ୍ନ ଜିଲ୍ଲାରୁ ଶିଶୁ ବୈଜ୍ଞାନିକ, ମାର୍ଗଦର୍ଶକ ଶିକ୍ଷକ ଓ ବିଶେଷଜ୍ଞ ଯୋଗଦେଇଛନ୍ତି।

ଉଦ୍ଘାଟନୀ ଉତ୍ସବରେ ଆଇଆଇଟି ଭୁବନେଶ୍ୱରର ପ୍ରଫେସର ଦେବଦତ୍ତ ସ୍ୱାଇଁ ମୁଖ୍ୟ ବକ୍ତା ଏବଂ ପ୍ରଫେସର ଡ. ଆଶିଷ କୁମାର ମହାନ୍ତି ମୁଖ୍ୟ ଅତିଥିଭାବେ ଯୋଗଦେଇଥିଲେ। ଅତିଥିମାନେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ବୈଜ୍ଞାନିକ ମନୋଭାବ ଓ ଗବେଷଣା ପ୍ରବୃତ୍ତିର ବିକାଶ ଉପରେ ଗୁରୁତ୍ୱ ଦେଇଥିଲେ। ଏହି ଅବସରରେ ଆଞ୍ଚଳିକ ବିଜ୍ଞାନ କେନ୍ଦ୍ର ପକ୍ଷରୁ ବିଜ୍ଞାନ ପ୍ରଦର୍ଶନୀ ଆୟୋଜିତ ହୋଇଥିଲା। ଏଥିସହ ୧୦ଟି କକ୍ଷରେ ବିଭିନ୍ନ ଜିଲ୍ଲାର ଛାତ୍ରଛାତ୍ରୀ ନିଜର ଗବେଷଣା ପ୍ରକଳ୍ପ ଓ ମଡେଲ୍ ଉପସ୍ଥାପନ କରିଥିଲେ।

ତୀୟ ଶିଶୁ ବିଜ୍ଞାନ କଂଗ୍ରେସ ଭୁବନେଶ୍ୱର
Share. Facebook Twitter LinkedIn Email WhatsApp Copy Link

Related Posts

Xରେ ପୋଷ୍ଟ କରିବା ହେବ ଆହୁରି ସହଜ, ଆସିଲା ୧୮ ମାସର ସିଡ୍ୟୁଲିଂ ସୁବିଧା

November 28, 2026

ନଭେମ୍ବର ୨୯ରେ ଦେଶବ୍ୟାପୀ ‘ସଣ୍ଡେଜ୍ ଅନ୍ ସାଇକେଲ୍‌’ର ୧୦୦ତମ ସଂସ୍କରଣ ପାଳନ

November 28, 2026

୨୫ ବର୍ଷ ପରେ ଇଫିରେ ଏକାଠି ହେଲେ ହିନ୍ଦୀ ସିନେମାକୁ ନୂଆ ଦିଗ ଦେଇଥିବା ଚଳଚ୍ଚିତ୍ର ନିର୍ମାତା

November 28, 2026

ଚାକିରିରୁ ବିଦା କଲେ ବି ମିଳିବ ପୂରା ଦରମା, ହାଇକୋର୍ଟଙ୍କ ବଡ଼ ନିଷ୍ପତ୍ତି

November 28, 2026
Latest News

ଭୁବନେଶ୍ୱରରେ ଆରମ୍ଭ ହେଲା ରାଜ୍ୟସ୍ତରୀୟ ଜାତୀୟ ଶିଶୁ ବିଜ୍ଞାନ କଂଗ୍ରେସ ୨୦୨୬

November 28, 2026

Xରେ ପୋଷ୍ଟ କରିବା ହେବ ଆହୁରି ସହଜ, ଆସିଲା ୧୮ ମାସର ସିଡ୍ୟୁଲିଂ ସୁବିଧା

November 28, 2026

ନଭେମ୍ବର ୨୯ରେ ଦେଶବ୍ୟାପୀ ‘ସଣ୍ଡେଜ୍ ଅନ୍ ସାଇକେଲ୍‌’ର ୧୦୦ତମ ସଂସ୍କରଣ ପାଳନ

November 28, 2026

ATM ନିୟମରେ RBIର ବଡ଼ ପରିବର୍ତ୍ତନ: ଏଣିକି ଗୋଟିଏ ବ୍ୟାଙ୍କ ନୁହେଁ, ଅନେକ ବ୍ୟାଙ୍କରୁ ଟଙ୍କା ନେବେ ATM କମ୍ପାନୀ; ଜାଣନ୍ତୁ ନୂଆ ନିୟମ

November 28, 2026

୨୫ ବର୍ଷ ପରେ ଇଫିରେ ଏକାଠି ହେଲେ ହିନ୍ଦୀ ସିନେମାକୁ ନୂଆ ଦିଗ ଦେଇଥିବା ଚଳଚ୍ଚିତ୍ର ନିର୍ମାତା

November 28, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.