Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ମହାପ୍ରଭୁଙ୍କୁ ଦର୍ଶନ କଲେ ସୋନୁ ସୁଦ
ଆଜିର ଖବର

ମହାପ୍ରଭୁଙ୍କୁ ଦର୍ଶନ କଲେ ସୋନୁ ସୁଦ

November 29, 2026No Comments1 Min Read
Share Facebook Twitter LinkedIn Email WhatsApp Copy Link
Sonu Sood had a 'darshan' of the Lord.

ପୁରୀ: ରବିବାର ପୁରୀ ଆସି ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଦର୍ଶନ କରିଛନ୍ତି ବଲିଉଡ୍ ଅଭିନେତା ସୋନୁ ସୁଦ। ସିଂହଦ୍ୱାର ନିକଟରେ ଶ୍ରୀମନ୍ଦିର ପ୍ରଶାସନ ଓ ସେବାୟତଙ୍କ ପକ୍ଷରୁ ତାଙ୍କୁ ଭବ୍ୟ ସ୍ୱାଗତ କରାଯାଇଥିଲା। ଆଗାମୀ ଦିନରେ ତାଙ୍କ ନୂଆ ଚଳଚ୍ଚିତ୍ର ‘ନନ୍ଦୀ’ର କାର୍ଯ୍ୟ ଆରମ୍ଭ ହେବାକୁ ଯାଉଛି। ଏହି ଚଳଚ୍ଚିତ୍ରରେ ସୋନୁ ସୁଦ ନିଜେ ନିର୍ଦ୍ଦେଶନା ଦେବା ସହ ଅଭିନୟ ମଧ୍ୟ କରୁଛନ୍ତି। ଏକ ବଡ଼ କାର୍ଯ୍ୟ ଆରମ୍ଭ କରିବା ପୂର୍ବରୁ ମହାପ୍ରଭୁଙ୍କ ଆଶୀର୍ବାଦ ନେବା ଉଦ୍ଦେଶ୍ୟରେ ସେ ଶ୍ରୀକ୍ଷେତ୍ର ଆସିଥିବା କହିଥିଲେ। ଦର୍ଶନ ପରେ ସେ ନିଜର ଆଗାମୀ ପ୍ରକଳ୍ପକୁ ନେଇ ଆଶାବାଦୀ ଥିବା ପ୍ରକାଶ କରିଛନ୍ତି। କରୋନା ମହାମାରୀ ସମୟରେ କେରଳରୁ କେନ୍ଦ୍ରାପଡ଼ାକୁ ପ୍ରାୟ ୧୭୦ ଜଣ ପିଲାଙ୍କୁ ଫେରାଇ ଆଣିବା ଘଟଣାକୁ ମଧ୍ୟ ସେ ସ୍ମରଣ କରିଥିଲେ। ସେହି ସମୟରୁ ଭୁବନେଶ୍ୱର ସମେତ ସମଗ୍ର ଓଡ଼ିଶାବାସୀଙ୍କ ସହ ତାଙ୍କର ଏକ ଗଭୀର ଆତ୍ମୀୟତା ଓ ସମ୍ପର୍କ ଗଢ଼ି ଉଠିଥିବା ସୋନୁ ସୁଦ ପ୍ରକାଶ କରିଥିଲେ।

ମହାପ୍ରଭୁ ଶ୍ରୀଜଗନ୍ନାଥ ସୋନୁ ସୁଦ୍
Share. Facebook Twitter LinkedIn Email WhatsApp Copy Link

Related Posts

ଡିଜିପି ରେସ୍‌ରେ ୪ ଆଇପିଏସ୍‌

November 29, 2026

ଟ୍ରକ୍ ଧକ୍କାରେ ଦମ୍ପତି ମୃତ

November 29, 2026

ସୁନା ଦୋକାନରୁ କୋଟି କୋଟି ଟଙ୍କାର ଲୁଟ୍! ୬ ଦୁର୍ବୃତ୍ତଙ୍କ ଆତଙ୍କ, ୪ ଅଟକ, ୨ ଫେରାର

November 29, 2026

ମହାପ୍ରଭୁଙ୍କ ପଇତାଲାଗି ନୀତି, ୫ ଘଣ୍ଟା ଦର୍ଶନ ବନ୍ଦ

November 29, 2026
Latest News

ମହାପ୍ରଭୁଙ୍କୁ ଦର୍ଶନ କଲେ ସୋନୁ ସୁଦ

November 29, 2026

ଡିଜିପି ରେସ୍‌ରେ ୪ ଆଇପିଏସ୍‌

November 29, 2026

ଟ୍ରକ୍ ଧକ୍କାରେ ଦମ୍ପତି ମୃତ

November 29, 2026

ସୁନା ଦୋକାନରୁ କୋଟି କୋଟି ଟଙ୍କାର ଲୁଟ୍! ୬ ଦୁର୍ବୃତ୍ତଙ୍କ ଆତଙ୍କ, ୪ ଅଟକ, ୨ ଫେରାର

November 29, 2026

ମହାପ୍ରଭୁଙ୍କ ପଇତାଲାଗି ନୀତି, ୫ ଘଣ୍ଟା ଦର୍ଶନ ବନ୍ଦ

November 29, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.